ବୌଦ୍ଧ,୧୮/୧- ରାଜ୍ୟ ଯୁବ କଂଗ୍ରେସ ସଭାପତି ଡ. ସ୍ମୃତି ରଞ୍ଜନ ଲେଙ୍କା ବୌଦ୍ଧ ଜିଲ୍ଲା ଯୁବ କଂଗ୍ରେସର ଏକ ୪୩ ଜଣିଆ କମିଟିକୁ ଅନୁମୋଦନ କରିଥିବା ଜିଲ୍ଲା ଯୁବ କଂଗ୍ରେସ ସଭାପତି ମହେଶ୍ୱର ପ୍ରଧାନ ସୂଚନା ଦେଇଛନ୍ତି । ଉପ ସଭାପତି ଭାବେ ଉମାକାନ୍ତ ନାଏକ, ବିଶ୍ୱଜିତ ହରିପାଲ, ବାସୁଦେବ କର୍ମୀ, କଳାକାର ଦଳ ବେହେରା, ପ୍ରଭାତ ମଟାଲି, ଅବଦୁଲ କଲିମ ଖାନ୍, ସୁଦର୍ଶନ ମହାକୁଡ, ଆର୍ତ୍ତତ୍ରାଣ ନାଏକ, ବାମଦେବ ହାତୀ, ସୁଶୀଲ କୁମାର ହୋତା, ଧରଣୀଧର ମେହେର, ବାବୁଲାଲ୍ ପଣ୍ଡା, ଶିବ ଶଙ୍କର ବିଶ୍ୱାଳ ପ୍ରମୁଖ ୧୫ ଜଣ ମନୋନୀତ ହୋଇଛନ୍ତି । ସେହିପରି ସାଧାରଣ ସମ୍ପାଦକ ଭାବେ ସନ୍ତୋଷ ପାତ୍ର, ସୁଜିତ ପ୍ରଧାନ, ହୃଦାନନ୍ଦ କହଁର, ମୃତ୍ୟୁଞ୍ଜୟ ପଲିଆ, ଆଲୋକ କ୍ଷେତି, ସୁଦାମ ମେହେର, ମନୋରଞ୍ଜନ ଅମାତ୍, ସମ୍ଭ୍ରାନ୍ତ ପ୍ରଧାନ, ଦିଲ୍ଲୀପ ପୁରୋହିତ, ସୁବ୍ରତ ସାହୁ, ସୁଦାମ ନାଏକ, ବିବେକାନନ୍ଦ ମହାକୁଡ, ରାଜେଶ ସେଠୀଙ୍କୁ ମିଶାଇ ୧୪ ଜଣ ଓ ସମ୍ପାଦକ ଭାବେ ମହେନ୍ଦ୍ର ମହାକୁଡ, ସରୋଜ ସାହୁ, ଶ୍ୟାମ ସୁନ୍ଦର ମିର୍ଦ୍ଧା, ଦୀନବନ୍ଧୁ କ୍ଷେତି, ମାରୁତି ନନ୍ଦନ ପାଢୀ, ସତ୍ୟ ନାରାୟଣ ପୃଷ୍ଟି, ପ୍ରଶାନ୍ତ ପାଣିଗ୍ରାହୀ, ହିତେଶ୍ୱର ଷାଣ୍ଢ, ହିରଣ୍ୟ ଉର୍ମା, ଅରୁଣ ପ୍ରଧାନ, ପଙ୍କଜ ମେହେର, ବ୍ରହ୍ମାନନ୍ଦ ବେହେରା, ଶ୍ରବଣ ଭୁକ୍ତା, ବୈଦ୍ୟନାଥ ପ୍ରଧାନ ପ୍ରମୁଖ ୧୫ ଜଣ ମନୋନୀତ ହୋଇଛନ୍ତି ।