ବୌଦ୍ଧ: ନୂତନ ୧୬୬ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟାହେଲା ୧୦,୩୩୫

0 2,378

ବୌଦ୍ଧ,୨/୬- ଆଜି ପୁଣି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୧୬୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧବ୍ଲକ ଅଁଳାପାଲି ଗ୍ରାମ ପଞ୍ଚାୟତ ବାଦିକଟା ଗ୍ରାମରୁ ୧ ଜଣ, ବଢିଗାଁ ଗ୍ରାମ ପଞ୍ଚାୟତ ବଢିଗାଁ ଓ ବଲାସିଙ୍ଗା ଗ୍ରାମରୁ ୧ ଜଣ ଲେଖାଏଁ, ବଘିଆପଡା ଗ୍ରାମ ପଞ୍ଚାୟତ ଏରେଡା ଗ୍ରାମରୁ ୧ ଜଣ, ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଛେଳିବାହାଲ୍‌ ଓ ବାଉଁଶୁଣୀ ଗ୍ରାମରୁ ୧ ଜଣ ଲେଖାଏଁ, ଗୋଛାପଡା ଗ୍ରାମ ପଞ୍ଚାୟତ ମାଳିସାହି ରୁ ୮ ଜଣ, ବନପାଲି, ଟାଲୁପାଲି ଓ ମଙ୍ଗଳାମୁଣ୍ଡା ଗ୍ରାମରୁ ୧ ଜଣ ଲେଖାଏଁ, ଗୁନ୍ଦୁଲିଆ ଗ୍ରାମ ପଞ୍ଚାୟତ ତେଣ୍ଡାପଦର ଗ୍ରାମରୁ ୧ ଜଣ, କସୁରବନ୍ଧ ଗ୍ରାମ ପଞ୍ଚାୟତ ବାଗଡିଆ ଗ୍ରାମରୁ ୩ ଜଣ, ଖୁଣ୍ଟବନ୍ଧ ଗ୍ରାମ ପଞ୍ଚାୟତ ଜହ୍ନାପଙ୍କ ଗ୍ରାମରୁ ୧ ଜଣ, ମନୁପାଲି ଗ୍ରାମ ପଞ୍ଚାୟତ ମନୁପାଲି ଓ ସାହୁପଡା ଗ୍ରାମରୁ ୧ ଜଣ ଲେଖାଏଁ, ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ପଲସପାଟ୍‌ ଗ୍ରାମରୁ ୧ ଜଣ, ପଦ୍ମନପୁର୍‌ ଗ୍ରାମ ପଞ୍ଚାୟତ ମକୁନ୍ଦପୁର ଗ୍ରାମରୁ ୨ ଜଣ, ଶଗଡା ଗ୍ରାମରୁ ୧ ଜଣ, ତାଲସରଡା ଗ୍ରାମ ପଞ୍ଚାୟତ ପୋଡଖାଲ ଗ୍ରାମରୁ ୧ ଜଣ, ତେଲିବନ୍ଧ ଗ୍ରାମ ପଞ୍ଚାୟତ ତେଲିବନ୍ଧ ଓ ଚନ୍ଦ୍ରପୁର ଗ୍ରାମରୁ ୧ ଜଣ ଲେଖାଏଁ, ହରଭଙ୍ଗା ବ୍ଲକ୍‌ ଆଡେଣିଗଡ ଗ୍ରାମ ପଞ୍ଚାୟତ ରାଣୀଗଞ୍ଜ ଗ୍ରାମରୁ ୧ ଜଣ, ବାମଣ୍ଡା ଗ୍ରାମ ପଞ୍ଚାୟତ ରତନପୁର ଓ ରଘୁନାଥପୁର ଗ୍ରାମରୁ ୧ ଜଣ ଲେଖାଏଁ, ବନ୍ଧାପଥର ଗ୍ରାମ ପଞ୍ଚାୟତ ରାଣୀସାହିର ୨ ଜଣ, ବାଘପାଲି ଓ ଲମ୍ବକାନୀ ଗ୍ରାମରୁ ୧ ଜଣ ଲେଖାଏଁ, ବାଣୀଭୂଷଣପୁର୍‌ ଗ୍ରାମ ପଞ୍ଚାୟତ ବାହାଲୀଗ୍ରାମରୁ ୨ ଜଣ, ଚାରିଛକ ଓ ଠିଡିକାଜୋର୍‌ ଗ୍ରାମରୁ ୧ ଜଣ ଲେଖାଏଁ, ବୀରନରସିଂପୁର୍‌ ଗ୍ରାମ ପଞ୍ଚାୟତ ଘୋରଡା ଗ୍ରାମରୁ ୧ ଜଣ ଓ ନୂଆଁପଡା ଗ୍ରାମରୁ ୨ ଜଣ, ଛତ୍ରଙ୍ଗ ଗ୍ରାମରୁ ୨ ଜଣ, ଧଲପୁର୍‌ ଗ୍ରାମ ପଞ୍ଚାୟତ ଧଳପୁର୍‌ ଓ ସାକୁସିଙ୍ଗା ଗ୍ରାମରୁ ୧ ଜଣ ଲେଖାଏଁ, କରଞ୍ଜକଟା ଗ୍ରାମରୁ ୧୦ ଜଣ, କୁଶଙ୍ଗ ଗ୍ରାମରୁ ୩ ଜଣ, ଲୁଣିବାହାଲ ଗ୍ରାମ ପଞ୍ଚାୟତ ବାରବାଣୀ ଗ୍ରାମରୁ ୩୦ ଜଣ, ଲୁଣିବାହାଲ୍‌ ଗ୍ରାମରୁ ୧ ଜଣ ଓ ତାଳପଦର ଗ୍ରାମରୁ ୨ ଜଣ, ମଥୁରା ଗ୍ରାମ ପଞ୍ଚାୟତ ପଙ୍କୁଆଲଗ୍ରାମରୁ ୧ ଜଣ, ପୀତାମ୍ବରପୁର୍‌ ଗ୍ରାମ ପଞ୍ଚାୟତ ଜିରାଡ ଗ୍ରାମରୁ ୧ ଜଣ, ପୁରୁଣାକଟକ ଗ୍ରାମ ପଞ୍ଚାୟତ ଯାଜପୁର ଓ ପୁରୁଣାକଟକ ଗ୍ରାମରୁ ୧ ଜଣ ଲେଖାଏଁ, ରାମଗଡ ଗ୍ରାମ ପଞ୍ଚାୟତ କୋଇଲିସୁତା ଓ ମହିବାହାଲ ଗ୍ରାମରୁ ୨ ଜଣ ଲେଖାଏଁ ଓ ରାମଗଡ ଗ୍ରାମରୁ ୧ ଜଣ, ସାଂପୋଚ ଗ୍ରାମ ପଞ୍ଚାୟତ ସାଂପୋଚ, ରାମ୍ଭିକଟା ଓ ବରଝୁଲି ଗ୍ରାମରୁ ୧ ଜଣ ଲେଖାଏଁ, ସରସରା ଗ୍ରାମ ପଞ୍ଚାୟତ ସରସରା ଓ ମାଉଳିସିଙ୍ଗା ଗ୍ରାମରୁ ୧ଜଣ ଲେଖାଏଁ, ତିଲେଶ୍ୱ୍ୱର ଗ୍ରାମ ପଞ୍ଚାୟତ ଖଣ୍ଡହତା ଗ୍ରାମରୁ ୧ ଜଣ ଓ ଖଜୁରୀଆ ଗ୍ରାମରୁ ୨ ଜଣ, କଣ୍ଟାମାଳ ବ୍ଲକ୍‌ ଆମ୍ବଗାଁ ଗ୍ରାମରୁ ୧ ଜଣ, ବରଗାଁ ଗ୍ରାମରୁ ୨ ଜଣ, ବରଗୋଛା ଗ୍ରାମ ପଞ୍ଚାୟତ ଲୁଣପଙ୍ଗା ଗ୍ରାମରୁ ୫ ଜଣ, ଚମରାବାହାଲ୍‌ ଗ୍ରାମରୁ ୧ ଜଣ ଓ ବରଗୋଛା ଗ୍ରାମରୁ ୪ ଜଣ, ବିଳାସପୁର ଗ୍ରାମ ପଞ୍ଚାୟତ କିରିକିଚିପାଲି ଗ୍ରାମରୁ ୧ ଜଣ, ବଡ଼ରାହାଜୋର ଗ୍ରାମରୁ ୨ ଜଣ ଓ ଅଶିଣବିର ଗ୍ରାମରୁ ୧ ଜଣ, ଦପଲା ଗ୍ରାମ ପଞ୍ଚାୟତ ଲଇଡା ଗ୍ରାମରୁ ୧ ଜଣ, ଘିକୁଣ୍ଡି ଗ୍ରାମ ପଞ୍ଚାୟତ ଆମ୍ବଗହଣା ଗ୍ରାମରୁ ୧ ଜଣ, ଗୁଡଭେଲିପଦର୍‌ ଗ୍ରାମ ପଞ୍ଚାୟତ ଡଙ୍ଗାଝୋଲ ଗ୍ରାମରୁ ୧ ଜଣ ଓ ଗୁଡଭେଲିପଦର ଗ୍ରାମରୁ ୨ ଜଣ, ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତ ସଦାନନ୍ଦପୁର ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ଗାଡିଆଜୋର ଗ୍ରାମରୁ ୧ ଜଣ, ଖଟଖଟିଆ ଗ୍ରାମ ପଞ୍ଚାୟତ ରେଙ୍ଗାଲି, କୁମରକେଲି ଓ ଜାଲପାଲି ଗ୍ରାମରୁ ୧ ଜଣ ଲେଖାଏଁ, କୁଲୁତାଜୋର୍‌ ଗ୍ରାମ ପଞ୍ଚାୟତ ନୂଆଁପାଲି ଗ୍ରାମରୁ ୧ ଜଣ, ଲମ୍ବସରୀ ଗ୍ରାମ ପଞ୍ଚାୟତ ଧଉରାକୁଦ ଗ୍ରାମରୁ ୧୦ ଜଣ, ପିଣ୍ଡାପଦର ଓ ସାଙ୍କୋଚଗ୍ରାମରୁ ୧ ଜଣ ଲେଖାଏଁ, ମନମୁଣ୍ଡା ଗ୍ରାମପଞ୍ଚାୟତ ଭାଲିଆ ପଦର ଓ ସରସ୍ୱତୀପୁର ଗ୍ରାମରୁ ୧ ଜଣ ଲେଖାଏଁ, ନାରୟଣ ପ୍ରସାଦ ଗ୍ରାମ ପଞ୍ଚାୟତ ପାଣ୍ଡରାପିଟା ଗ୍ରାମରୁ ଓ ନାରାୟଣପ୍ରସାଦ ଗ୍ରାମରୁ ୧ ଜଣ ଲେଖାଏଁ, ରେଙ୍ଗାଲି ଗ୍ରାମରୁ ୧ ଜଣ, ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ଧୁଙ୍ଗିୟାପଦର ଗ୍ରାମରୁ ୧ ଜଣ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ରାଜନପାଲି ଓ ବୁଟୁପାଲିରୁ ୩ ଜଣ ଲେଖାଏଁ କରୋନା ପଜିଟିଭ ଚିନ୍‌ହଟ ହୋଇଥିବା ଜଣାପଡିଛି । ଆଜିର ଆକ୍ରାନ୍ତ ସଂଖ୍ୟାକୁ ମିଶାଇ ଆଜିପର୍ଯ୍ୟନ୍ତ ୧୦,୩୩୫ଜଣ ଆକ୍ରାନ୍ତ ଚିହ୍ନଟ ହୋଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

12 − ten =