ବୌଦ୍ଧ: ଆଜି ଜିଲ୍ଲାରୁ ବିକ୍ଷିପ୍ତ ଭାବେ ୫୭ କରୋନା ପଜିଟିଭ ଚିହ୍ନଟ

0 2,063

ବୌଦ୍ଧ,୧୨/୬ – ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୫୭ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଜିଲ୍ଲାରୁ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧବ୍ଲକ ବଢିଗାଁ ଗ୍ରାମରୁ ୨ ଜଣ, ବୌଦ୍ଧ ବ୍ରିଜଛକ ନିକଟରୁ ୩ ଜଣ, ବ୍ରାହ୍ମଣୀପାଲି ଗ୍ରାମରୁ ୧ ଜଣ, କସୁରବନ୍ଧ ଗ୍ରାମ ପଞ୍ଚାୟତ ବଡ଼ ଡୁଙ୍ଗୁରୀପାଲି ଗ୍ରାମରୁ ୪ ଜଣ, ମନୁପାଲି ଗ୍ରାମ ପଞ୍ଚାୟତ କନ୍ଧରିଆପଡା ଗ୍ରାମରୁ ୧ ଜଣ ଓ ଡିଗୀ ଗ୍ରାମରୁ ୨ ଜଣ, ପଦ୍ମନପୁର ଗ୍ରାମ ପଞ୍ଚାୟତ ମକୁନ୍ଦପୁର ଗ୍ରାମରୁ ୧ ଜଣ, ରକସା ଗ୍ରାମ ପଞ୍ଚାୟତ ବାହାଜୋର ଗ୍ରାମରୁ ୧ ଜଣ, ଶଗଡା ଗ୍ରାମ ପଞ୍ଚାୟତ ନାଲିକୁମ୍ପା ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍‌ ବାମଣ୍ଡା ଗ୍ରାମ ପଞ୍ଚାୟତ ନାଏକପଡା ଓ ତାଳବାହାଲ୍‌ ଗ୍ରାମରୁ ୧ ଜଣ ଲେଖାଏଁ, ବନ୍ଧାପଥର ଗ୍ରାମ ପଞ୍ଚାୟତ ଲମ୍ବକାନୀ ଗ୍ରାମରୁ ୧ ଜଣ, ଛତ୍ରଙ୍ଗ ଗ୍ରାମରୁ ୧ ଜଣ, କରଞ୍ଜକଟା ଗ୍ରାମ ପଞ୍ଚାୟତ ପାବୁଲିପଡା ଗ୍ରାମରୁ ୧ ଜଣ, କୁଶଙ୍ଗ ଗ୍ରାମ ପଞ୍ଚାୟତ କୁଶଙ୍ଗ ଗ୍ରାମରୁ ୩ ଜଣ ଓ କୁମାରୀ ଗ୍ରାମରୁ ୧ ଜଣ, ମହାଲିକପଡା ଗ୍ରାମ ପଞ୍ଚାୟତ ହାତୀଗଡ ଗ୍ରାମରୁ ୧ ଜଣ, ପୀତାମ୍ବରପୁର ଗ୍ରାମ ପଞ୍ଚାୟତ ଶରଧାପୁର ଗ୍ରାମରୁ ୧ ଜଣ, ପୁରୁଣାକଟକ ଗ୍ରାମ ପଞ୍ଚାୟତ ଉଦେପୁର ଗ୍ରାମରୁ ୧ ଜଣ, ରାଧାନଗର ଗ୍ରାମ ପଞ୍ଚାୟତ ରାୟପୁର ଗ୍ରାମରୁ ୧ ଜଣ, ସଙ୍କୁଲେଇ ଗ୍ରାମରୁ ୧ ଜଣ, ସରସରା ଗ୍ରାମ ପଞ୍ଚାୟତ ନାରାୟଣପୁର ଓ ସରସରା ଗ୍ରାମରୁ ୧ ଜଣ ଲେଖାଏଁ, ତିଲେଶ୍ୱର ଗ୍ରାମରୁ ୨ ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ବରଗାଁ ଗ୍ରାମ ପଞ୍ଚାୟତ ପୁଟାକେତା ଗ୍ରାମରୁ ୧ ଜଣ, ବରଗୋଛା ଗ୍ରାମ ପଞ୍ଚାୟତ ମଲିକପଡା ଓ ସାରିଆପାଲି ଗ୍ରାମରୁ ୧ ଜଣ ଲେଖାଏଁ, ବିଳାସପୁର ଗ୍ରାମ ପଞ୍ଚାୟତ ପଦରପଡା ଗ୍ରାମରୁ ୧ ଜଣ, ଘିକୁଣ୍ଡି ଗ୍ରାମ ପଞ୍ଚାୟତ ହାତୀପାଲି ଗ୍ରାମର ୧ ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ସର୍ଗିପାଲି ଗ୍ରାମରୁ ୧ ଜଣ ଓ ବଡ଼ ଛପାପାଲି ଓ କଣ୍ଟାମାଳ ଗ୍ରାମରୁ ୧ ଜଣ ଲେଖାଏଁ, ଖଟଖଟିଆ ଗ୍ରାମ ପଞ୍ଚାୟତ ଆମ୍ବ ପଖାଳ ଗ୍ରାମରୁ ୨ ଜଣ, ଖୁଣ୍ଟି ଗୋରା ଗ୍ରାମ ପଞ୍ଚାୟତ ସିନ୍ଧୁଗୋରା ଗ୍ରାମରୁ ୧ ଜଣ, ଲମ୍ବସରୀ ଗ୍ରାମ ପଞ୍ଚାୟତ ଧଉରାକୁଦ ଗ୍ରାମରୁ ୧ ଜଣ, ମନମୁଣ୍ଡା ଗ୍ରାମ ପଞ୍ଚାୟତ ଯୋଗୀପଦର ଗ୍ରାମରୁ ୨ ଜଣ, ନାରୟଣ ପ୍ରସାଦ ଗ୍ରାମରୁ ୧ ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ଧାନଖଣ୍ଡି ଓ ଜୁନାନୀ ଗ୍ରାମରୁ ୧ ଜଣ ଲେଖାଏଁ, ଶୁଣ୍ଢିପଦର ଗ୍ରାମରୁ ୧ ଜଣ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ଖଦାଲସାହି ଅଂଚଳର ୨ ଜଣ ଓ ନୂଆସାହି ଅଞ୍ଚଳର ୧ ଜଣ ଲେଖାଏଁ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି । ଆଜିର ପଜିଟିଭକୁ ମିଶାଇ ବୌଦ୍ଧଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ୧୧୪୪୬ ରେ ପହଞ୍ଚିଛି । ସେହିପରି ଗତକାଲି ସୁଦ୍ଧା ରିପୋର୍ଟ ଅପେକ୍ଷାରେ ୪୩୧, ସୁସ୍ଥ ହୋଇଥିବା ସଂଖ୍ୟା ୯୩୨୯, ଚିକିତ୍ସାଧୀନ ଆକ୍ରାନ୍ତଙ୍କ ସଂଖ୍ୟା ୧୯୯୨, କରୋନା ଆକ୍ରାନ୍ତଙ୍କ ମୃତ୍ୟୁ ସଂଖ୍ୟା ୬୮ ବୋଲି ଜିଲ୍ଲା ସୂଚନା ଓ ଲୋକସଂପର୍କ ଅଧିକାରୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

6 − five =