ବୌଦ୍ଧ,୧୨/୫ – ଆଜି ଜିଲ୍ଲାର ବିଭିନ୍ନ ଗ୍ରାମରୁ ୧୮୦ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର ସିଂ ଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧବ୍ଲକ ବଢିଗାଁ ଗ୍ରାମ ପଞ୍ଚାୟତ ଛତନିଆକଟା ଗ୍ରାମରୁ ୧ ଜଣ, ବଢିଗାଁ ଗ୍ରାମରୁ ୧ ଜଣ, ବଲାସିଙ୍ଗା ଗ୍ରାମରୁ ୧ ଜଣ, ବାଉଁଶୁଣୀ ଗ୍ରାମ ପଞ୍ଚାୟତ ବୈଦ୍ୟନାଥପୁର୍ ଗ୍ରାମରୁ ୧ ଜଣ, ବାଉଁଶୁଣୀ ଗ୍ରାମରୁ ୩ ଜଣ, ବ୍ରିଜଛକରୁ ୩ ଜଣ, ବ୍ରାହ୍ମଣପାଲି ଗ୍ରାମ ପଞ୍ଚାୟତ ଭୁକ୍ତାପଡା ଗ୍ରାମରୁ ୧ ଜଣ, ଗୋଛାପଡା ଗ୍ରାମ ପଞ୍ଚାୟତ ଥପାପାଲି ଗ୍ରାମରୁ ୧ ଜଣ, ଖଲିଆପାଲି ଗ୍ରାମ ପଞ୍ଚାୟତ ରୁଗୁଡିଗୋରା ଗ୍ରାମରୁ ୧ ଜଣ, ଖୁଣ୍ଟ ବନ୍ଧ ଗ୍ରାମ ପଞ୍ଚାୟତ ଚଣ୍ଡିଗଡ ଗ୍ରାମରୁ ୨ ଜଣ, ଜହ୍ନାପଙ୍କ ଗ୍ରାମରୁ ୨ ଜଣ, ଲକ୍ଷ୍ମୀପ୍ରସାଦ ଗ୍ରାମ ପଞ୍ଚାୟତ ନାରୟଣ ନଗର ଗ୍ରାମରୁ ୧ ଜଣ, ମନୁପାଲି ଗ୍ରାମ ପଞ୍ଚାୟତ ଜମତାଙ୍ଗୀ ଗ୍ରାମରୁ ୨ ଜଣ, ଷାଣ୍ଢପାଲି ଗ୍ରାମରୁ ୧ ଜଣ, ମୁଣ୍ଡାପଡା ଗ୍ରାମ ପଞ୍ଚାୟତ କମିରା ଗ୍ରାମରୁ ୧ ଜଣ, ଖମାରୀପଡା ଗ୍ରାମରୁ ୨ ଜଣ, ମୁର୍ଶୁଣ୍ଡି ଗ୍ରାମ ପଞ୍ଚାୟତ ତେତେଲେଙ୍ଗା ଗ୍ରାମରୁ ୧ ଜଣ, ମୁର୍ଷୁଣ୍ଡି ଗ୍ରାମରୁ ୧ ଜଣ, ପଦ୍ମନପୁର୍ ଗ୍ରାମ ପଞ୍ଚାୟତ ମକୁନ୍ଦପୁର୍ ଗ୍ରାମରୁ ୧ ଜଣ, ତାଲସରଡା ଗ୍ରାମ ପଞ୍ଚାୟତ କଙ୍କଲା ଗ୍ରାମରୁ ୧ ଜଣ, ତେଲିବନ୍ଧ ଗ୍ରାମ ପଞ୍ଚାୟତ କମଳପୁର୍ ଗ୍ରାମରୁ ୧ ଜଣ, ଧୁଡୁରୁବାହାଲ୍ ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଞ୍ଚାୟତ ବାମଣ୍ଡା ଗ୍ରାମରୁ ୨ ଜଣ, ଟାଙ୍ଗରପାଲି ଗ୍ରାମରୁ ୧ ଜଣ, ବାଣୀଭୂଷଣପୁର୍ ଗ୍ରାମ ପଞ୍ଚାୟତ ଚାରିଛକ ଗ୍ରାମରୁ ୨ ଜଣ, ଛତ୍ରଙ୍ଗ ଗ୍ରାମରୁ ୨ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ଭେଜିଗୋରାରୁ ୬ ଜଣ, ବୁକେସିଙ୍ଗା ଗ୍ରାମରୁ ୧ ଜଣ, କରଞ୍ଜକଟା ଗ୍ରାମ ପଞ୍ଚାୟତ କରଞ୍ଜ କଟା ଗ୍ରାମରୁ ୬ ଜଣ, ତୁକୁଲୁଣ୍ଡା ଗ୍ରାମରୁ ୧୧ ଜଣ, ଲୁଣିବାହାଲ୍ ଗ୍ରାମରୁ ୧ ଜଣ, ଲଇଗାଆଁ ଗ୍ରାମରୁ ୧ ଜଣ, ପୀତାମ୍ବରପୁର୍ ଗ୍ରାମ ପଞ୍ଚାୟତ କାନପୁର୍ ଗ୍ରାମରୁ ୨ ଜଣ, ପୁରୁଣାକଟକ ଗ୍ରାମ ପଞ୍ଚାୟତ ପୁରୁଣା କଟକରୁ ୪ ଜଣ, ସାଲକଟା ଗ୍ରାମରୁ ୧ ଜଣ, ରାମଗଡ ଗ୍ରାମରୁ ୧ ଜଣ, ସାଂପୋଚ ଗ୍ରାମ ପଞ୍ଚାୟତ ସାଂପୋଚ ଗ୍ରାମରୁ ୪ ଜଣ, ଶ୍ୟାମସୁନ୍ଦରପୁର୍ ଗ୍ରାମରୁ ୨ ଜଣ, ସଙ୍କୁଲେଇ ଗ୍ରାମ ପଞ୍ଚାୟତ ବୁଲରା ଗ୍ରାମରୁ ୧ ଜଣ, ବିଶିପାଲି ଗ୍ରାମରୁ ୧ ଜଣ, ସଙ୍କୁଲେଇ ଗ୍ରାମରୁ ୧ ଜଣ, ସରସରା ଗ୍ରାମ ପଞ୍ଚାୟତ ମାଉଲୀସିଙ୍ଗା ଗ୍ରାମରୁ ୨ ଜଣ, ରଇଠାଣୀ ଗ୍ରାମରୁ ୧ ଜଣ, ସାନ ବୁଟୁପାଲି ଗ୍ରାମରୁ ୨ ଜଣ, ସରସରା ଗ୍ରାମରୁ ୧ ଜଣ, ତିଲେଶ୍ୱର୍ ଗ୍ରାମ ପଞ୍ଚାୟତ ବୁଋବୁଡା ଗ୍ରାମରୁ ୨ ଜଣ, କଣ୍ଟାମାଳ ବ୍ଲକ୍ ଆମ୍ବଗାଁ ଗ୍ରାମରୁ ୧ ଜଣ, ବରଗାଁ ଗ୍ରାମ ପଞ୍ଚାୟତ ପାଧେଲ୍ଗ୍ରାମରୁ ୧ ଜଣ, ମଲିକୁଦ୍ ଗ୍ରାମରୁ ୧ ଜଣ, ବିଲାସପୁର ଗ୍ରାମ ପଞ୍ଚାୟତ ବଡ ରାହାଜୋର୍ ଗ୍ରାମରୁ ୧ ଜଣ, ପଦର୍ପଡା ଗ୍ରାମରୁ ୧ ଜଣ, ପାଣ୍ଡରୀପଡା ଗ୍ରାମରୁ ୨ ଜଣ, ଖଇରହନା ଗ୍ରାମରୁ ୧ ଜଣ, ଦପଲା ଗ୍ରାମରୁ ୭ ଜଣ, ଗୁଡଭେଲିପଦର୍ ଗ୍ରାମର ୧ ଜଣ, କଣ୍ଟାମାଳ ଗ୍ରାମରୁ ୪ ଜଣ, ଖଲିଆପାଲି ଗ୍ରାମରୁ ୩ ଜଣ, ଖମନ୍ମୁଣ୍ଡା ଗ୍ରାମ ପଞ୍ଚାୟତ ଗୁନୁଚୀତୋରା ଗ୍ରାମରୁ ୨ ଜଣ, ଖଟଖଟିଆ ଗ୍ରାମ ପଞ୍ଚାୟତ ସାନ ମନମୁଣ୍ଡା ଗ୍ରାମରୁ ୨ ଜଣ, ଶଙ୍କରପୁର୍ ଗ୍ରାମରୁ ୧ ଜଣ, ଜାଲପାଲି ଗ୍ରାମରୁ ୧ ଜଣ, ଲମ୍ବସରୀ ଗ୍ରାମ ପଞ୍ଚାୟତ ଲମ୍ବସରୀ ଗ୍ରାମରୁ ୨ ଜଣ, ବୀରାମୁଣ୍ଡା ଗ୍ରାମରୁ ୧ ଜଣ, ଜାମୁଖୋଲ୍ ଗ୍ରାମରୁ ୧ ଜଣ, ମନମୁଣ୍ଡା ଗ୍ରାମ୍ ପଞ୍ଚାୟତ ଖଇରମାଲ୍ ଗ୍ରାମରୁ ୧ ଜଣ, ମନମୁଣ୍ଡା ଗ୍ରାମରୁ ୨ ଜଣ, ବିଛଣା ପାଟି ଗ୍ରାମରୁ ୧ ଜଣ, ବାସୁଦେବ ପାଲି ଗ୍ରାମରୁ ୨ ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ଧାନଖଣ୍ଡି ଗ୍ରାମରୁ ୧ ଜଣ, ପିପଲପାଲି ଗ୍ରାମରୁ ୧ ଜଣ, ବାଘମୁଣ୍ଡା ଗ୍ରାମରୁ ୧ ଜଣ, ପଲସାଗୋରା ଗ୍ରାମରୁ ୨ ଜଣ, ରେଙ୍ଗାଲି ଗ୍ରାମ ପଞ୍ଚାୟତ ମଲିକପଦର ଗ୍ରାମରୁ ୧ ଜଣ, ଶିମିଳି ପଦର ଗ୍ରାମ ପଞ୍ଚାୟତ ଲୋକାପଡା ଗ୍ରାମରୁ ୮ ଜଣ, ବାରଡୋଲ ଗ୍ରାମରୁ ୧ ଜଣ, ଗୋପାଳପୁର ଗ୍ରାମରୁ ୧ ଜଣ, ଶୁଣ୍ଢିପଦର ଗ୍ରାମରୁ ୧ ଜଣ, ବ୍ରିଜ ଛକରୁ ୧ ଜଣ, ଇରିଗେସନ୍ କଲୋନୀ ୧ ଜଣ, ରାଜନପାଲିରୁ ୧୧ ଜଣ, ବଗିଚା ସାହିରୁ ୨ ଜଣ, ସାନ ମାଳିସାହିରୁ ୧ ଜଣ, ଖଲିଆ ବଗିଚା ସାହିରୁ ୯ ଜଣ, ଦୈନିକବଜାରରୁ ୧ ଜଣ, ରଥସାହି ଅଂଚଳର ୧ ଜଣ, ରାଜବାଟୀ ଅଞ୍ଚ଼ଳରୁ ୪ ଜଣ, ପୋଡାପଡା ୨ ଜଣ ଓ ମାଷ୍ଟର୍ ଲାଇନର ୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।