ବୌଦ୍ଧଜିଲ୍ଲା : ୨୭୩ କରୋନା ପଜିଟିଭ ଚିହ୍ନଟ, ବଡ଼ ବାଗବର୍‌ ଗ୍ରାମରୁ ସର୍ବାଧିକ ୨୫

0 4,559

ବୌଦ୍ଧ.୨୨/୫ – ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୨୭୩ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆର୍‌ ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧବ୍ଲକ୍‌ ଅଁଳାପାଲି ଗ୍ରାମ ପଞ୍ଚାୟତ ଅଁଳାପାଲି ଗ୍ରାମରୁ ୨ ଜଣ ଓ ବାଦିକଟା ଗ୍ରାମରୁ ୧ ଜଣ, ବଢିଗାଁ ଗ୍ରାମ ପଞ୍ଚାୟତ ସାଲିଗାଆଁ, ଛତନିଆକଟା ଓ ବଲାସିଙ୍ଗା ଗ୍ରାମରୁ ୧ ଜଣ ଲେଖାଏଁ, ବଘିଆପଡା ଗ୍ରାମ ପଞ୍ଚାୟତ ନୂଆଁପାଲି ଗ୍ରାମରୁ ୩ ଜଣ ଓ ବଘିଆପଡା ଗ୍ରାମରୁ ୧ ଜଣ, ବହିରା ଗ୍ରାମ ପଞ୍ଚାୟତ ବହିରା ଓ ମନକାମନା ଗ୍ରାମରୁ ୧ ଜଣ ଲେଖାଏଁ, ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଡିମିରିପାଲି ଗ୍ରାମରୁ ୫ ଜଣ, ବୌଦ୍ଧ ବ୍ରିଜଛକ ଗ୍ରାମାଞ୍ଚଳରୁ ୫ ଜଣ, ଗୋଛାପଡା ଗ୍ରାମ ପଞ୍ଚାୟତ ଅଁଳାଝୁଲି ଗ୍ରାମରୁ ୧ ଜଣ, କସୁରବନ୍ଧ ଗ୍ରାମରୁ ୧ ଜଣ, ଖୁଣ୍ଟ ବନ୍ଧ ଗ୍ରାମ ପଞ୍ଚାୟତ ଚଣ୍ଡିଗଡ, ଖୁଣ୍ଟ ବନ୍ଧ ଓ ଗୋବିନ୍ଦପୁର୍‌ ଗ୍ରାମରୁ ୧ ଜଣ ଲେଖାଏଁ, ମନୁପାଲି ଗ୍ରାମ ପଞ୍ଚାୟତ କନାପଡା ଗ୍ରାମରୁ ୧ ଜଣ, ମୁଣ୍ଡାପଡା ଗ୍ରାମ ପଞ୍ଚାୟତ କମିରା ଗ୍ରାମରୁ ୧ ଜଣ, ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଗୋପୀନାଥପୁର୍‌ ଓ ହରିପୁର ଗ୍ରାମରୁ ୩ ଜଣ ଲେଖାଏଁ, କଳାପଥର ଗ୍ରାମରୁ ୮ ଜଣ, କୁଲୁତାଖଲି ଗ୍ରାମରୁ ୭ ଜଣ, ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତ ଟୁଟୁସିଙ୍ଗା ଗ୍ରାମରୁ ୧ ଜଣ, ଶଗଡା ଗ୍ରାମ ପଞ୍ଚାୟତ ଝଗଡଗାଡିଆ, ରୁଗୁଡିଗୋରା ଗ୍ରାମରୁ ୧ ଜଣ ଲେଖାଏଁ ଓ କୁରୁମୁଣ୍ଡା ଗ୍ରାମରୁ ୨ ଜଣ, ତାଲସରଡା ଗ୍ରାମ ପଞ୍ଚାୟତ ସିଙ୍ଗାରୀ ଗ୍ରାମରୁ ୨ ଜଣ ଓ କଙ୍କଲା ଗ୍ରାମରୁ ୧ ଜଣ, ତେଲିବନ୍ଧ ଗ୍ରାମ ପଞ୍ଚାୟତ କାଶଲ୍‌ପୁର୍‌ ଗ୍ରାମରୁ ୮ ଜଣ ଓ ତେଲିବନ୍ଧ ଗ୍ରାମରୁ ୬ ଜଣ, ଟିକରପଡା ଗ୍ରାମ ପଞ୍ଚାୟତ ଟିକରପଡା ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍‌ ଆଡେଣିଗଡ ଗ୍ରାମରୁ ୧ ଜଣ, ବାମଣ୍ଡା ଗ୍ରାମ ପଞ୍ଚାୟତ ବାମଣ୍ଡା ଗ୍ରାମରୁ ୩ ଜଣ, ଦେବଗଡ ଗ୍ରାମରୁ ୧ ଜଣ, ମେଣ୍ଡା ଗ୍ରାମରୁ ୯ ଜଣ ଓ ତାଲବାହାଲ୍‌ ଗ୍ରାମରୁ ୧ ଜଣ, ବନ୍ଧାପଥର ଗ୍ରାମ ପଞ୍ଚାୟତ ଭେଜିମାଲ୍‌ ଗ୍ରାମରୁ ୧ ଜଣ, ବାଣୀଭୂଷଣପୁର୍‌ ଗ୍ରାମ ପଞ୍ଚାୟତ ଚାରିଛକ ଗ୍ରାମରୁ ୧ ଜଣ, ବୀରନରସିଂପୁର୍‌ ଗ୍ରାମ ପଞ୍ଚାୟତ ମହୁଲବୁରୀ ଓ ବୀରାମଚନ୍ଦ୍ରପୁର ଗ୍ରାମରୁ ୧ ଜଣ ଲେଖାଏଁ, ବୀରନରସିଙ୍ଗପୁର୍‌ ଗ୍ରାମରୁ ୨ ଜଣ, ଛତ୍ରଙ୍ଗ ଗ୍ରାମରୁ ୧ ଜଣ, ଭେଜିଗୋରାରୁ ୧ ଜଣ, କରଞ୍ଜକଟା ଗ୍ରାମ ପଞ୍ଚାୟତ ତୁକୁଲୁଣ୍ଡା ଗ୍ରାମରୁ ୧ ଜଣ, ସୋରିଷ ପଙ୍ଖାଳ ଗ୍ରାମରୁ ୨ ଜଣ, କୁଶଙ୍ଗ ଗ୍ରାମରୁ ୫ ଜଣ, ଲୁଣିବାହାଲ୍‌ ଗ୍ରାମ ପଞ୍ଚାୟତ ବଡବନ୍ଧ, ବାରବାନୀ, ଲଇଗାଆଁ ଗ୍ରାମରୁ ୨ ଜଣ, କଣ୍ଟିଆ ପଦର ଗ୍ରାମରୁ ୧ ଜଣ, ମହାଳିକପଡା ଗ୍ରାମରୁ ୧ ଜଣ, ପୁରୁଣାକଟକ ଗ୍ରାମ ପଞ୍ଚାୟତ ଯାଜପୁର ଗ୍ରାମରୁ ୨ ଜଣ, ପୁରୁଣା କଟକ ଗ୍ରାମରୁ ୫ ଜଣ, ରାଧାନଗର୍‌ ଗ୍ରାମ ପଞ୍ଚାୟତ ବଡବାଗବର୍‌ ଗ୍ରାମରୁ ୨୫ ଜଣ, ରାଧାନଗର୍‌ ଗ୍ରାମରୁ ୨ ଜଣ, ରାମଗଡ ଗ୍ରାମ ପଞ୍ଚାୟତ ପରଗଲପୁର୍‌ ଓ ରାମଗଡ ଗ୍ରାମରୁ ୧ ଜଣ ଲେଖାଏଁ, ସରସରା ଗ୍ରାମରୁ ୨ ଜଣ, ତିଲେଶ୍ୱର୍‌ ଗ୍ରାମ ପଞ୍ଚାୟତ କୃଷ୍ଣପାଲି ଗ୍ରାମରୁ ୩ ଜଣ, ବୁରୁବୁଡା ଗ୍ରାମରୁ ୨ ଜଣ, ମୁଷାଡ୍‌, ଟଭା ପଦର ଓ ତିଲେଶ୍ୱ୍ୱର୍‌ ଗ୍ରାମରୁ ୧ ଜଣ ଲେଖାଏଁ, କଣ୍ଟାମାଳ ବ୍ଲକ୍‌ ଆମ୍ବଗାଁ ଗ୍ରାମ ପଞ୍ଚାୟତ ଆମ୍ବଗାଁ ଗ୍ରାମରୁ ୧ ଜଣ, ବରଗାଁ ଗ୍ରାମ ପଞ୍ଚାୟତ ଶିମିଳି ଜୋରା ଗ୍ରାମରୁ ୩ ଜଣ, ବରଗୋଛା ଗ୍ରାମ ପଞ୍ଚାୟତ ଲୁଣପଙ୍ଗା ଗ୍ରାମରୁ ୧ ଜଣ, ବିଳ।।ସପୁର ଗ୍ରାମ ପଞ୍ଚାୟତ କିରିକିଚିପାଲି, ବିଳାସପୁର, ବଡ଼ ରାହାଜୋର୍‌ ଗ୍ରାମରୁ ୨ ଜଣ ଲେଖାଏଁ, ସାନ ରାହାଜୋର୍‌, ପଦରପଡା ଓ ଠୁରୁବନ୍ଧଲି ଗ୍ରାମରୁ ୧ ଜଣ ଲେଖାଏଁ, ଦପଲା ଗ୍ରାମ ପଞ୍ଚାୟତ ଟୋକେଇପାଲି ଗ୍ରାମରୁ ୨ ଜଣ, ଦପଲା ଗ୍ରାମରୁ ୩ ଜଣ, ଘିକୁଣ୍ଡି ଗ୍ରାମରୁ ୧ ଜଣ, ଗୁଡଭେଲିପଦର୍‌ ଗ୍ରାମ ପଞ୍ଚାୟତ ଡଙ୍ଗାଝୋଲ ଗ୍ରାମରୁ ୨ ଜଣ, ଗୁଡଭେଲିପଦର୍‌ ଗ୍ରାମରୁ ୧ ଜଣ, ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତ ଯୋଗିନ୍ଦ୍ର ପୁର୍‌ ଗ୍ରାମରୁ ୨ ଜଣ ଓ ବାନ୍ଧନ ଝୁଲି ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମ ପଞ୍ଚାୟତ ବଡ ଛପାପାଲି ଗ୍ରାମରୁ ୫ ଜଣ, ଦପଲା ଗ୍ରାମରୁ ୧ ଜଣ, ଦେଉଳଦୁଙ୍ଗୁରୀ ଗ୍ରାମରୁ ୧ ଜଣ, କଣ୍ଟାମାଳ ଗ୍ରାମରୁ ୧୨ ଜଣ, ଖଲିଆପାଲି ଗ୍ରାମ ପଞ୍ଚାୟତ ଟିକରପଡା ଗ୍ରାମରୁ ୧ ଜଣ, ଖମନମୁଣ୍ଡା ଗ୍ରାମ ପଞ୍ଚାୟତ ଗୁନୁଚୀତୋରା ଗ୍ରାମରୁ ୧ ଜଣ, ଖଟଖଟିଆ ଗ୍ରାମ ପଞ୍ଚାୟତ ଗୋପାଳମାଲ୍‌, ଦମାମୁଣ୍ଡା ଓ ବ୍ରାହ୍ମଣୀ ଗ୍ରାମରୁ ୧ ଜଣ ଲେଖାଏଁ, ଲମ୍ବସରୀ ଗ୍ରାମ ପଞ୍ଚାୟତ ବଡ ଝାରମୁଣ୍ଡା ଗ୍ରାମରୁ ୧ ଜଣ, ଗୁହିରାପାଲି ଗ୍ରାମରୁ ୨ ଜଣ ଓ ପିଣ୍ଡାପଦର ଗ୍ରାମରୁ ୫ ଜଣ ଲେଖାଏଁ, ମନମୁଣ୍ଡା ଗ୍ରାମ୍‌ ଦେଉଳି ଓ ଖଇରମାଲ୍‌ ଗ୍ରାମରୁ ୨ ଜଣ ଲେଖାଏଁ, ବାସୁଦେବପାଲି, ଭାଲିଆ ପଦର, ଭୁର୍କୀପଡା, ଜାମୁପାଲି, କପାସିରା ଗ୍ରାମରୁ ୧ ଜଣ ଲେଖାଏଁ ଓ ମନମୁଣ୍ଡା ଗ୍ରାମରୁ ୫ ଜଣ, ନାରୟଣ ପ୍ରସାଦ ଗ୍ରାମ ପଞ୍ଚାୟତ ସିଲେଇମାଲ୍‌, ନାରାୟଣ ପ୍ରସାଦ, ଖେମୁଣ୍ଡି ଗଡ ଓ ରିଙ୍ଗାପଡା ଗ୍ରାମରୁ ୧ ଜଣ ଲେଖାଏଁ, ପଲସାଗୋରା ଗ୍ରାମ ପଞ୍ଚାୟତ ପଲସାଗୋରା ଗ୍ରାମରୁ ୨ ଜଣ ଓ ବାଘମୁଣ୍ଡା, ଦେଙ୍ଗପଦର୍‌, ପିପଲପାଲି ଗ୍ରାମରୁ ୧ ଜଣ ଲେଖାଏଁ, ରେଙ୍ଗାଲି ଗ୍ରାମ ପଞ୍ଚାୟତ ସାନ ଛପାପାଲି ଗ୍ରାମରୁ ୪ ଜଣ, କମଘାଟ ବଡ଼ କୁଶଙ୍ଗ ଓ ଠେଲକବେଡା ଗ୍ରାମରୁ ୧ ଜଣ ଲେଖାଏଁ, ରୁଣ୍ଡି ମହୁଲ ଗ୍ରାମରୁ ୬ ଜଣ, ଶିମିଳି ପଦର ଗ୍ରାମ ପଞ୍ଚାୟତ ଗବଜୋର୍‌ ଗ୍ରାମରୁ ୧ ଜଣ, ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ଧୁଙ୍ଗିୟା ପଦର ଗ୍ରାମରୁ ୪ ଜଣ ଓ ଶୁଣ୍ଢିପଦର ଗ୍ରାମରୁ ୨ ଜଣ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ରଥସାହିରୁ ୩ ଜଣ, ରାଜବାଟୀ ଓ ବୁଟୁପାଲିରୁ ୨ ଜଣ ଲେଖାଏଁ, ବ୍ରିଜ ଛକ, ରାଜନପାଲି, ଖଲିଆ ବଗିଚା, ବଗିଚା ସାହି, ଖଦାଲ୍‌ସାହି, ବ୍ରାହ୍ମଣସାହି ଓ ନୂଆସାହି ଅଂଚଳର ୧ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

two × 2 =