ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଭିଡିଓ କନଫରେନସିଂ ଜରିଆରେ ବୌଦ୍ଧଜିଲ୍ଲାପାଇଁ ଅକ୍ସିଜେନ ପ୍ଲାଣ୍ଟର ଭିତ୍ତିପ୍ରସ୍ତର ଓ ବିଭିନ୍ନ ପ୍ରକଳ୍ପର ଶୁଭ ଉଦଘାଟନ କରିଛନ୍ତି । ଏହି ଅବସରରେ ବୌଦ୍ଧ ବିଧାୟକ ପ୍ରଦୀପ କୁମାର ଅମାତ, କଣ୍ଟମାଳ ବିଧାୟକ ମହୀଧର ରଣା ଓ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଉପସ୍ଥିତ ଥିଲେ ।
ବୌଦ୍ଧ ବିଧାୟକ ଶ୍ରୀ ଅମାତ ଓ କଣ୍ଟାମାଳ ବିଧାୟକ ଶ୍ରୀ ରଣା ନିଜନିଜ ବିଧାୟକ ପାଣ୍ଠିରୁ ୧୫ଲକ୍ଷ ଟଙ୍କା ପ୍ରଦାନ କରଥିବାରୁ ତିନୋଟି ମହାପ୍ରାୟାଣ ଗାଡି ଜିଲ୍ଲାପାଇଁ କିଣାଯାଇଛି ।