୧୮ରୁ ୪୪ ବର୍ଷ ଓ ୪୫ରୁ ଉର୍ଦ୍ଧ୍ୱ ବୟସ୍କଙ୍କ ପାଇଁ ଫିଜିଓ ଥେରାପି ୟୁନିଟ୍‌ ଠାରେ ଟୀକାକରଣ

0 90

ବୌଦ୍ଧ,୧/୮ : ଆସନ୍ତାକାଲି ଠାରୁ ବୌଦ୍ଧ ସହରର ୧୮ରୁ ୪୪ବର୍ଷ ଓ ୪୫ରୁ ଉର୍ଦ୍ଧ୍ୱ ବୟସ୍କ ହିତାଧିକାରୀଙ୍କ ପାଇଁ ଟୀକାକରଣ ସ୍ଥାନ ପରିବର୍ତ୍ତନ କରାଯାଇଛି । ବୌଦ୍ଧର ପୁରୁଣାଜେଲ୍‌ ସମ୍ମୁଖ ଫିଜିଓଥେରାପି ୟୁନିଟ ଠାରେ ୧୮ରୁ ୪୪ ବର୍ଷ ବୟସ୍କ ହିତାଧିକାରୀ ସକାଳ ୮ଟାରୁ ମଧ୍ୟାହ୍ନ ସାଢେ ୧୨ଟା ପର୍ଯ୍ୟନ୍ତ ଟିକାକରଣ କରିପାରିବେ । ସେହିପରି ୪୫ ରୁ ଉର୍ଦ୍ଧ୍ୱ ବୟସ୍କ ହିତାଧିକାରୀ ମଧ୍ୟ ଫିଜିଓ ଥେରାପି ୟୁନିଟ ଠାରେ ଅପରାହ୍ନ ୩ଟାରୁ ସାଢେ ୫ଟା ପର୍ଯ୍ୟନ୍ତ ଟିକା ନେଇପାରିବେ ବୋଲି ଜିଲ୍ଲା ଟିକାକରଣ ଅଧିକାରୀ ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

19 + three =