ବୌଦ୍ଧ: ଜିଲ୍ଲାରେ ୨୬୧ କରୋନା ପଜିଟିଭ ଚିହ୍ନଟ, ବିଜାପଦର ଗ୍ରାମରୁ ୫୩

0 3,623

ବୌଦ୍ଧ,୨୪/୫- ଆଜି ପୁଣି ଗୋଟିଏ ଦିନରେ ବୌଦ୍ଧ ଜିଲ୍ଲାରେ ୨୬୧ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ଅଧିକାରୀ ରୀତାକାନ୍ତି ବଳିଆରସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ୨୬୧ କରୋନା ପଜିଟିଭ ମଧ୍ୟରୁ ଅଁଳାପାଲି ଗ୍ରାମ ପଞ୍ଚାୟତ ବାଦିକଟା ଓ ହିଲୁଙ୍ଗ ଗ୍ରାମରୁ ୧ ଜଣ ଲେଖାଏଁ, ବଢିଗାଁ ଗ୍ରାମ ପଞ୍ଚାୟତ ବଲାସିଙ୍ଗା ଗ୍ରାମରୁ ୧ ଜଣ, ବଘିଆପଡା ଗ୍ରାମ ପଞ୍ଚାୟତ ଏରେଡା ଗ୍ରାମରୁ ୧ ଜଣ, ବହିରା ଗ୍ରାମ ପଞ୍ଚାୟତ ସଦେଇପୁର ଗ୍ରାମରୁ ୧ ଜଣ, ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଡିମିରିପାଲି ଓ ଜମଘାଟୀ ଗ୍ରାମରୁ ୧ ଜଣ ଲେଖାଏଁ, ବାଉଁଶୁଣୀ ଗ୍ରାମରୁ ୨ ଜଣ, ବୌଦ୍ଧ ବ୍ରିଜ ଛକ ନିକଟରୁ ୨ ଜଣ, ବ୍ରାହ୍ମଣପାଲି ଗ୍ରାମ ପଞ୍ଚାୟତ ବିଜାପଦର ଗ୍ରାମରୁ ସର୍ବାଧିକ ୫୩ ଜଣ, ଗୋଛାପଡା ଗ୍ରାମ ପଞ୍ଚାୟତ ଅଁଳାଝୁଲି ଗ୍ରାମରୁ ୫ ଜଣ ଓ ଉଡବିଲିକା ଗ୍ରାମରୁ ୨ ଜଣ, ଖୁଣ୍ଟ ବନ୍ଧ ଗ୍ରାମ ପଞ୍ଚାୟତ ଜହ୍ନାପଙ୍କ ଗ୍ରାମରୁ ୧ ଜଣ, ଲକ୍ଷ୍ମୀପ୍ରସାଦ ଗ୍ରାମରୁ ୧ ଜଣ, ମନୁପାଲି ଗ୍ରାମ ପଞ୍ଚାୟତ ସାହୁପଡା ଓ ଷାଣ୍ଢପାଲି ଗ୍ରାମରୁ ୧ ଜଣ, ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ଗୋପୀନାଥପୁର୍‌ ଗ୍ରାମରୁ ୨ ଜଣ, ମୁଣ୍ଡିପଦର ଗ୍ରାମରୁ ୩୮ ଜଣ, କଳାପଥର ଗ୍ରାମରୁ ୧ ଜଣ, ମୁର୍ଷୁଣ୍ଢି ଗ୍ରାମରୁ ୨ ଜଣ, ଶଗଡା ଗ୍ରାମ ପଞ୍ଚାୟତ ଶରଧାପାଲି ଓ କୁରୁମୁଣ୍ଡା ଗ୍ରାମରୁ ୧ ଜଣ ଲେଖାଏଁ, ତାଲସରଡା ଗ୍ରାମ ପଞ୍ଚାୟତ ସିଙ୍ଗାରୀ ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍‌ ବାମଣ୍ଡା ଗ୍ରାମରୁ ୨ ଜଣ, ବନ୍ଧାପଥର ଗ୍ରାମରୁ ୧ ଜଣ, ଚାରିଛକ ଗ୍ରାମରୁ ୨ ଜଣ, ବୀରନରସିଂପୁର ଗ୍ରାମ ପଞ୍ଚାୟତ ମଙ୍ଗଳପୁର ଓ ହାଟଗାଁ ଗ୍ରାମରୁ ୧ ଜଣ ଲେଖାଏଁ, ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଗୁଣ୍ଡୁରୀସାହି ଗ୍ରାମରୁ ୨ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ବୁକେସିଙ୍ଗା ଓ ହରଭଙ୍ଗା ଗ୍ରାମରୁ ୧ ଜଣ ଲେଖାଏଁ, କରଞ୍ଜକଟା ଗ୍ରାମ ପଞ୍ଚାୟତ କରଞ୍ଜକଟା ଗ୍ରାମରୁ ୧ ଜଣ ଓ ସୋରିଷପଙ୍କାଲ ଗ୍ରାମରୁ ୨ ଜଣ, କୁଶଙ୍ଗ ଗ୍ରାମ ପଞ୍ଚାୟତ କୁଶଙ୍ଗ ଗ୍ରାମରୁ ୩୮ ଜଣ ଓ କୁମାରୀ ଗ୍ରାମରୁ ୨ ଜଣ, ମହାଲିକପଡା ଗ୍ରାମ ପଞ୍ଚାୟତ ମହାଲିକପଡା ଓ ହାତୀଗଡ ଗ୍ରାମରୁ ୧ ଜଣ ଲେଖାଏଁ, ପୀତାମ୍ବରପୁର୍‌ ଗ୍ରାମ ପଞ୍ଚାୟତ ବଲଣ୍ଡା ଗ୍ରାମରୁ ୩ ଜଣ ଓ ବ୍ରାହ୍ମଣଗାଆଁ ଗ୍ରାମରୁ ୧ ଜଣ, ପୁରୁଣା କଟକ ଗ୍ରାମ ପଞ୍ଚାୟତ ପୁରୁଣା କଟକ ଗ୍ରାମରୁ ୩ ଜଣ, ଯାଜପୁର ଓ ରତନପୁର୍‌ ଗ୍ରାମରୁ ୧ ଜଣ ଲେଖାଏଁ, ରାଧାନଗର ଗ୍ରାମ ପଞ୍ଚାୟତ ରାଧାନଗର ଗ୍ରାମରୁ ୯ ଜଣ, ରାମଗଡ ଗ୍ରାମ ପଞ୍ଚାୟତ ବୈକୁଣ୍ଠପୁର୍‌ ଗ୍ରାମରୁ ୧ ଜଣ, ରାମଗଡ ଗ୍ରାମରୁ ୨ ଜଣ, ସାଂପୋଚ ଗ୍ରାମ ପଞ୍ଚାୟତ ରାମ୍ଭିକଟା ଗ୍ରାମରୁ ୧ ଜଣ, ସଙ୍କୁଲେଇ ଗ୍ରାମ ପଞ୍ଚାୟତ ବିଶିପାଲି ଗ୍ରାମରୁ ୧ ଜଣ, ତିଲେଶ୍ୱର ଗ୍ରାମ ପଞ୍ଚାୟତ ବୁରୁବୁଡା ଗ୍ରାମରୁ ୨ ଜଣ, କୃଷ୍ଣପାଲି ଗ୍ରାମରୁ ୧ ଜଣ ଓ ତିଲେଶ୍ୱର ଗ୍ରାମରୁ ୪ ଜଣ, କଣ୍ଟାମାଳ ବ୍ଲକ୍‌ ବରଗୋଛା ଗ୍ରାମ ପଞ୍ଚାୟତ କଳାଶୁଲିଆ ଗ୍ରାମରୁ ୨ ଜଣ ଓ ବରଗୋଛା ଗ୍ରାମରୁ ୧ ଜଣ, ବିଲାସପୁର ଗ୍ରାମ ପଞ୍ଚାୟତ ପଦରପଡା ଗ୍ରାମରୁ ୩ ଜଣ ଓ ରାକ୍ଷସକୁଟୀ ଗ୍ରାମରୁ ୧ ଜଣ, ଦପଲା ଗ୍ରାମ ପଞ୍ଚାୟତ ବଉଳସିଙ୍ଗା ଗ୍ରାମରୁ ୧ ଜଣ ଓ ଦପଲା ଗ୍ରାମରୁ ୨ ଜଣ, ଘିକୁଣ୍ଡି ଗ୍ରାମ ପଞ୍ଚାୟତ ଘିକୁଣ୍ଡି ଓ ତୁଣ୍ଡମାଲ୍‌ ଗ୍ରାମରୁ ୧ ଜଣ ଲେଖାଏଁ, ଗୁଡଭେଲିପଦର୍‌ ଗ୍ରାମରୁ ୧ ଜଣ, ଯୋଗୀନ୍ଦ୍ରପୁର୍‌ ଗ୍ରାମ ପଞ୍ଚାୟତ ବାନ୍ଧନଝୁଲି ଓ ଡିମିରିମୁଣ୍ଡା ଗ୍ରାମରୁ ୧ ଜଣ ଲେଖାଏଁ ଓ ଯୋଗିନ୍ଦ୍ରପୁର୍‌ ଗ୍ରାମରୁ ୫ ଜଣ, କଣ୍ଟାମାଳ ଗ୍ରାମରୁ ୩ ଜଣ, ଖଟଖଟିଆ ଗ୍ରାମ ପଞ୍ଚାୟତ ଖଟଖଟିଆ ଓ ବ୍ରାହ୍ମଣ ଗ୍ରାମରୁ ୧ ଜଣ ଲେଖାଏଁ, ଲମ୍ବସରୀ ଗ୍ରାମ ପଞ୍ଚାୟତ ଧଉରାକୁଦ ଗ୍ରାମରୁ ୧ ଜଣ, ମନମୁଣ୍ଡା ଗ୍ରାମ୍‌ ପଞ୍ଚାୟତ ମନମୁଣ୍ଡା ଗ୍ରାମରୁ ୨ ଜଣ ଓ ନୁର୍ପା ଗ୍ରାମରୁ ୫ ଜଣ, ପଲସାଗୋରା ଗ୍ରାମ ପଞ୍ଚାୟତ ଦେଙ୍ଗପଦର୍‌ ଗ୍ରାମରୁ ୧ ଜଣ, ରେଙ୍ଗାଲି ଗ୍ରାମ ପଞ୍ଚାୟତ ଠେଲକବେଡା ଗ୍ରାମରୁ ୧ ଜଣ, ଶିମିଳିପଦର ଗ୍ରାମ ପଞ୍ଚାୟତ ଫଗୁନା ମାଲ୍‌ ଓ ଲୋକାପଡା ଗ୍ରାମରୁ ୧ ଜଣ ଲେଖାଏଁ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ବୁଟୁପାଲିରୁ ୫ ଜଣ, ବଗିଚା ସାହିରୁ ୩ ଜଣ, କେଉଟସାହିର ୨ ଜଣ ଓ ବାବୁସାହି, ଖଦାଲସାହି, ଦୈନିିକବଜାର, ମାଳିସାହି ଅଂଚଳରୁ ୧ ଜଣ ଲେଖାଏଁ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି ।

hiranchal ad1
Leave A Reply

Your email address will not be published.

seventeen − 5 =