ବୌଦ୍ଧଜିଲ୍ଲା: ଆଜି ୧୭୯ କରୋନା ପଜିଟିଭ ଚିହ୍ନଟ, କରଞ୍ଜକଟା ଗ୍ରାମରୁ ସର୍ବାଧିକ ୩୫

0 2,358

ବୌଦ୍ଧ,୩/୬- ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୧୭୯ ଜଣ ନୂତନ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ଅଧିକାରୀ ରୀତାକାନ୍ତି ବଲିଆର ସିଂଙ୍କ ସୂତ୍ରରୁ ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରେ ବୌଦ୍ଧ ବ୍ଲକ୍‌ ଅଁଳାପାଲି ଗ୍ରାମ ପଞ୍ଚାୟତ ଗୁଡପଡା ଗ୍ରାମରୁ ୨ ଜଣ, ଆମ୍ବଝରୀ ଗ୍ରାମ ପଞ୍ଚାୟତ ଗୋଛାପଡା ଗ୍ରାମରୁ ୨ ଜଣ, ବଢିଗାଁ ଗ୍ରାମ ପଞ୍ଚାୟତ ଇଚ୍ଛାପୁର, ଅଲନିଆ, ବଲାସିଙ୍ଗା ଗ୍ରାମରୁ ୧ ଜଣ ଲେଖାଏଁ, ବଘିଆପଡା ଗ୍ରାମ ପଞ୍ଚାୟତ ପାଲଝାର୍‌ ଓ ବଘିଆପଡା ଗ୍ରାମରୁ ୧ ଜଣ ଲେଖାଏଁ, ବାଉଁଶୁଣୀ ଗ୍ରାମ ପଞ୍ଚାୟତ ଡିମିରିପାଲି ଗ୍ରାମରୁ ୨ ଜଣ, ଗୋଛାପଡା ଗ୍ରାମ ପଞ୍ଚାୟତ ଟାଲୁପାଲି ଓ ଲୁମୁରୁଜନା ଗ୍ରାମରୁ ୧ ଜଣ ଲେଖାଏଁ ଓ ମଙ୍ଗଳାମୁଣ୍ଡା ଗ୍ରାମରୁ ୨ ଜଣ ଲେଖାଏଁ, କସୁରବନ୍ଧ ଗ୍ରାମ ପଞ୍ଚାୟତ ବାଗଡିଆ ଗ୍ରାମରୁ ୭ ଜଣ ଓ ସାନ ଡୁଙ୍ଗୁରୀପାଲି ଗ୍ରାମରୁ ୩ ଜଣ, ଖୁଣ୍ଟ ବନ୍ଧ ଗ୍ରାମ ପଞ୍ଚାୟତ ଗୋବିନ୍ଦପୁର୍‌ ଓ ଶରଧାପୁର୍‌ ଗ୍ରାମରୁ ୧ ଜଣ ଲେଖାଏଁ ଓ ଜହ୍ନାପଙ୍କ ଗ୍ରାମରୁ ୨ ଜଣ, ମନୁପାଲି ଗ୍ରାମ ପଞ୍ଚାୟତ କନ୍ଧରିଆପଡା ଗ୍ରାମରୁ ୧ ଜଣ, ମୁଣ୍ଡାପଡା ଗ୍ରାମରୁ ୧୬ ଜଣ, ମୁଣ୍ଡିପଦର ଗ୍ରାମ ପଞ୍ଚାୟତ ହରିପୁର ଗ୍ରାମରୁ ୧ ଜଣ, ମୁର୍ଷୁଣ୍ଢି ଗ୍ରାମ ପଞ୍ଚାୟତ ଜଗଦୀଶପୁର୍‌ ଗ୍ରାମରୁ ୧ ଜଣ, ପଦ୍ମନପୁର୍‌ ଗ୍ରାମ ପଞ୍ଚାୟତ ମକୁନ୍ଦପୁର୍‌ ଗ୍ରାମରୁ ୧ ଜଣ, ଶଗଡା ଗ୍ରାମ ପଞ୍ଚାୟତ କନ୍‌ହର୍‌ପଡା ଗ୍ରାମରୁ ୨ ଜଣ ଓ ପାଇକବାହାଲ୍‌ ଗ୍ରାମରୁ ୧ ଜଣ, ତେଲିବନ୍ଧ ଗ୍ରାମ ପଞ୍ଚାୟତ ରାମପୁର ଗ୍ରାମରୁ ୧ ଜଣ, ହରଭଙ୍ଗା ବ୍ଲକ୍‌ ବାମଣ୍ଡା ଗ୍ରାମ ପଞ୍ଚାୟତ ମେଣ୍ଡା ଓ ନାଏକପଡା ଗ୍ରାମରୁ ୧ ଜଣ ଲେଖାଏଁ, ବନ୍ଧାପଥର ଗ୍ରାମରୁ ୧ ଜଣ, ବାଣୀଭୂଷଣପୁର୍‌ ଗ୍ରାମ ପଞ୍ଚାୟତ ବାହାଲିଗ୍ରାମରୁ ୨ ଜଣ, ଚାରିଛକ ଗ୍ରାମରୁ ୭ ଜଣ ଓ ଠିଡିକାଜୋର ଗ୍ରାମରୁ ୧ ଜଣ, ବୀରନରସିଂପୁର ଗ୍ରାମରୁ ୨ ଜଣ, ଛତ୍ରଙ୍ଗ ଗ୍ରାମ ପଞ୍ଚାୟତ ଗୁଣ୍ଡୁରୀସାହି ଓ ଛତ୍ରଙ୍ଗ ଗ୍ରାମରୁ ୧ ଜଣ ଲେଖାଏଁ, ଧଳପୁର ଗ୍ରାମରୁ ୧ ଜଣ, ହରଭଙ୍ଗା ଗ୍ରାମ ପଞ୍ଚାୟତ ଭେଜିଗୋରା, ଡିଆଁଘାଟ ଓ ହରଭଙ୍ଗା ଗ୍ରାମରୁ ୨ ଜଣ ଲେଖାଏଁ, ବୁକେସିଙ୍ଗା ଗ୍ରାମରୁ ୩ ଜଣ ଓ ସମ୍ବଲପୁର ଗ୍ରାମରୁ ୧ ଜଣ, କରଞ୍ଜକଟା ଗ୍ରାମ ପଞ୍ଚାୟତ ଉପରକଟା ଗ୍ରାମରୁ ୧ ଜଣ ଓ କରଞ୍ଜକଟା ଗ୍ରାମରୁ ୩୫ ଜଣ, କୁଶଙ୍ଗ ଗ୍ରାମ ପଞ୍ଚାୟତ କୁଶଙ୍ଗ ଗ୍ରାମରୁ ୪ ଜଣ, କୁସାସିଙ୍ଗା ଗ୍ରାମରୁ ୨ ଜଣ ଓ କୁମାରୀ ଓ ତିରଡଗ୍ରାମରୁ ୧ ଜଣ ଲେଖାଏଁ, ଲୁଣିବାହାଲ୍‌ ଗ୍ରାମ ପଞ୍ଚାୟତ ବଡବନ୍ଧ, ଲଇଗାଆଁ ଓ ଲୁଣିବାହାଲ୍‌ ଗ୍ରାମରୁ ୧ ଜଣ ଲେଖାଏଁ, ମହାଲିକପଡା ଗ୍ରାମ ପଞ୍ଚାୟତ କୁଟିବାରୀ ଗ୍ରାମରୁ ୧ ଜଣ, ପୁରୁଣାକଟକ ଗ୍ରାମରୁ ୨ ଜଣ, ରାମଗଡ ଗ୍ରାମରୁ ୧ ଜଣ, ସାଂପୋଚ ଗ୍ରାମ ପଞ୍ଚାୟତ ଭରତାପୁର୍‌ ଗ୍ରାମରୁ ୨ ଜଣ, ସାଂପୋଚ ଓ ଫକିରପୁର ଗ୍ରାମରୁ ୧ ଜଣ ଲେଖାଏଁ, ସଙ୍କୁଲେଇ ଗ୍ରାମରୁ ୧ ଜଣ, ସରସରା ଗ୍ରାମ ପଞ୍ଚାୟତ ନାରାୟଣପୁର ଗ୍ରାମରୁ ୧ ଜଣ ଓ ସରସରା ଗ୍ରାମରୁ ୩ ଜଣ, ତଳଗାଁ ଗ୍ରାମ ପଞ୍ଚାୟତ ତଳଗାଁ, ବଡ ଗୁଣ୍ଡୁରୀସାହି ଓ ଖଳାଗାଡୁ ଗ୍ରାମରୁ ୧ ଜଣ ଲେଖାଏଁ, ତିଲେଶ୍ୱର ଗ୍ରାମ ପଞ୍ଚାୟତ ଖଣ୍ଡହତା ଗ୍ରାମରୁ ୨ ଜଣ, କୁଟୁଣିଆପଡା, ଖଜୁରୀଆ ଓ ତିଲେଶ୍ୱ୍ୱର ଗ୍ରାମରୁ ୧ ଜଣ ଲେଖାଏଁ, କଣ୍ଟାମାଳ ବ୍ଲକ୍‌ ବିଳାସପୁର ଗ୍ରାମ ପଞ୍ଚାୟତ କିରିକିଚିପାଲି ଓ ଅଶିଣବିର ଗ୍ରାମରୁ ୧ ଜଣ ଲେଖାଏଁ, ଦପଲା ଗ୍ରାମରୁ ୧ ଜଣ, ଘଣ୍ଟା ପଡା ଗ୍ରାମ ପଞ୍ଚାୟତ ତାଳବେଡା ଗ୍ରାମରୁ ୧ ଜଣ, ଘିକୁଣ୍ଡି ଗ୍ରାମ ପଞ୍ଚାୟତ ଆମ୍ବଗହଣା ଗ୍ରାମରୁ ୧ ଜଣ, ଯୋଗୀନ୍ଦ୍ରପୁର ଗ୍ରାମ ପଞ୍ଚାୟତ ରାବେଡି ଓ ଯୋଗିନ୍ଦ୍ରପୁର ଗ୍ରାମରୁ ୧ ଜଣ ଲେଖାଏଁ, ଖଲିଆପାଲି ଗ୍ରାମ ପଞ୍ଚାୟତ ହାତୀ ପାଲି ଗ୍ରାମରୁ ୨ ଜଣ, ଖଟଖଟିଆ ଗ୍ରାମ ପଞ୍ଚାୟତ ବ୍ରାହ୍ମଣୀ ଗ୍ରାମରୁ ୩ ଜଣ, ମନମୁଣ୍ଡା ଗ୍ରାମ୍‌ ପଞ୍ଚାୟତ ମନମୁଣ୍ଡା, ଭାଲିଆ ପଦର, ଭୁର୍କୀପଡା, ବିଚିନାପାଟି ଗ୍ରାମରୁ ୧ ଜଣ ଲେଖାଏଁ, ପଲସାଗୋରା ଗ୍ରାମ ପଞ୍ଚାୟତ ବାଘମୁଣ୍ଡା ଗ୍ରାମରୁ ୧ ଜଣ ଓ ପଲସାଗୋରା ଗ୍ରାମରୁ ୩ ଜଣ, ରେଙ୍ଗାଲି ଗ୍ରାମ ପଞ୍ଚାୟତ କମଘାଟ ଗ୍ରାମରୁ ୧ ଜଣ, ଶୁଣ୍ଢିପଦର ଗ୍ରାମ ପଞ୍ଚାୟତ ଧୁଙ୍ଗିୟା ପଦର ଓ ନଦିଆନବର ଗ୍ରାମରୁ ୧ ଜଣ ଲେଖାଏଁ, ବୌଦ୍ଧ ସହରାଞ୍ଚଳ ଅନ୍ତର୍ଗତ ରାମେଶ୍ୱର ବିହାର ଓ ବ୍ରିଜ ଛକ ନିକଟରୁ ୨ ଜଣ ଲେଖାଏଁ, ଖଲିଆ ବଗିଚା, ରଥ ସାହି ଓ ପୋଡାପଡା ଅଞ୍ଚଳରୁ ୧ ଜଣ ଲେଖାଏଁ କରୋନା ପଜିଟିଭ ଚିହ୍ନଟ ହୋଇଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

15 + fourteen =