କଣ୍ଟାମାଳ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ବୈଠକ

0 185

କଣ୍ଟାମାଳ,୯/୮- ଆଜି କଣ୍ଟାମାଳ ନିର୍ବାଚନ ମଣ୍ଡଳୀର ମନମୁଣ୍ଡା ବଙ୍ଗଳାଠାରେ ବିଜୁ ଛାତ୍ର ଜନତା ଦଳର କର୍ମକର୍ତ୍ତା ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକରେ ବିଜୁ ଛାତ୍ର ଜନତା ଦଳ କଣ୍ଟାମାଳର ସଭାପତି ଉଦିତ କୁମାର ଭୋଇଙ୍କ ସଭାପତିତ୍ୱରେ ମୁଖ୍ୟଅତିଥି ଭାବେ ବିଜୁ ଛାତ୍ର ଜନତାଦଳ ବୌଦ୍ଧର ପର୍ଯ୍ୟବେକ୍ଷକ ଶତ୍ରୁଘ୍ନ ମହାନନ୍ଦିଆ ଏବଂ ଜିଲ୍ଲା ଛାତ୍ର ସଭାପତି ସଂଗ୍ରାମ ଦାସ, ଯୁବନେତା ସୁଧାଂଶୁ ରଣା, ପ୍ରଶାନ୍ତ କୁମାର ରଣା ଯୋଗ ଦେଇଥିଲେ । ସ୍ୱର୍ଗତ ବିଜୁ ପଟ୍ଟନାୟକଙ୍କ ଉଦ୍ଦେଶ୍ୟରେ ସ୍ଳୋଗାନ ଦିଆଯିବାପରେ ବ୍ଲକର ସମସ୍ତ ଛାତ୍ର ନେତା ନିଜନିଜ ଅଭିଭାଷଣ ପ୍ରଦାନ କରିଥିଲେ । ଏହି ଅବସରରେ ବିଜୁବାବୁଙ୍କ ଦି ଟଲ୍‌ ମ୍ୟାନ ବହିକୁ ଉନ୍ମୋଚନ କରାଯାଇଥିଲା ।

hiranchal ad1
Leave A Reply

Your email address will not be published.

5 × five =