ବନବିଭାଗ ଦ୍ୱାରା ହରିଣ ଉଦ୍ଧାର

0 172

ଦଶପଲ୍ଲା,୨୨/୪- ଜଙ୍ଗଲ ନିଆଁ, ମହୁଲ ମୂଳରୁ ମାରଇ ଡିଆଁ । ଜଙ୍ଗଲରେ ନିଆଁ ଲାଗିବା ଦ୍ୱାରା କେବଳ ଯେ ପରିବେଶ ନଷ୍ଟ ହେଉଛି ତାହା ନୁହେଁ ବନ୍ୟଜନ୍ତୁ ମାନେ ମଧ୍ୟ କ୍ଷତିଗ୍ରସ୍ତ ହୋଇଥାନ୍ତି । ତାହାର ଏକ ନିଛକ ଉଦାହରଣ ଆଜି ଦେଖିବାକୁ ମିଳିଛି ଦଶପଲ୍ଲା ଏନଏସି ଅଂଚଳରେ । ଜଙ୍ଗଲରେ ନିଆଁ ଲାଗିବା ଫଳରେ ଏକ ହରିଣ ଦଶପଲ୍ଲା ସହର ମଧ୍ୟକୁ ପଶିଆସିଥିଲା । ଆଜି ସକାଳୁ ସକାଳୁ ହରିଣଟିକୁ ଦଶପଲ୍ଲା ଫାୟାର ଷ୍ଟେସନ ନିକଟରେ ଦେଖିବା ପରେ, ବନବିଭାଗକୁ ଖବର ଦିଆଯାଇଥିଲା । ବନବିଭାଗ ହରିଣଟିକୁ କାବୁ କରିଥିବା ଜଣାପଡିଛି ।

hiranchal ad1
Leave A Reply

Your email address will not be published.

twenty + eighteen =