କଷ୍ଟ ସହି ସରକାରଙ୍କୁ ସହଯୋଗ ପାଇଁ ଓଡିଶା ଫେରନ୍ତାଙ୍କୁ ଧର୍ମେନ୍ଦ୍ରଙ୍କ ପରାମର୍ଶ

0 81

ବର୍ତ୍ତମାନର ସମୟ ହେଉଛି ଆହ୍ୱାନପୂର୍ଣ୍ଣ । ତେଣୁ ବାହାରୁ ଫେରୁଥିବା ଓଡ଼ିଆ ଭାଇଭଉଣୀଙ୍କୁ ମୋର ଅନୁରୋଧ ଧୈର୍ଯ୍ୟ ଧରନ୍ତୁ, ଟିକେ କଷ୍ଟ ସହି ସରକାରଙ୍କୁ ସହଯୋଗ କରନ୍ତୁ । ରାଜ୍ୟରେ ଥିବା ଭାଇଭଉଣୀଙ୍କୁ ନିବେଦନ ଆପଣମାନେ ମଧ୍ୟ ତାଙ୍କୁ ସହଯୋଗର ହାତ ବଢ଼ାନ୍ତୁ । ଆମେ ସମସ୍ତେ ମିଳିମିଶି ଏହି ସଙ୍କଟର ମୁକାବିଲା କରିବା ବୋଲି କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

hiring

hiranchal ad1
Leave A Reply

Your email address will not be published.

6 + one =