କରଣୀ ଭଦ୍ରା ପ୍ରାଥମିକ କୃଷି ସମବାୟ ସମିତି ଉଦଘାଟନ କଲେ ପାରଳା ବିଧାୟକ କେ. ନାରାୟଣ ରାଓ

0 217

ଗଜପତି,୧୨/୬- ଗଜପତି ଜିଲ୍ଲା କାଶୀନଗର ବ୍ଳକର ଶିଆଳି ଗ୍ରାମ ପଞ୍ଚାୟତର କରଣୀ ଭଦ୍ରା ଗ୍ରାମରେ ପ୍ରାଥମିକ କୃଷି ସମବାୟ ସମିତିକୁ ପାରଳା ବିଧାୟକ କେ. ନାରାୟଣ ରାଓ ଫିତା କାଟି ଶୁଭ ଉଦଘାଟନ କରିଛନ୍ତି ।ଏ ହି କାର୍ଯ୍ୟକ୍ରମରେ ଏ.ଆର. ସି.ଏସ.ଟି.ଭି. ପ୍ରସାଦ ରାଓ,କାଶୀ ନଗର ବ୍ଳକ ଅଧ୍ୟକ୍ଷ ସି.ଏଚ. ସୀମାଦ୍ରୀ, ଦିବ୍ୟ ରଞ୍ଜନ ବିଶ୍ୱାଳ,ଆଇ.ସି.ଏସ କମ୍‌ ଆଡପ୍ଟ ଅଫିସର ଉମା ଶଙ୍କର ଗନ୍ତାୟତ, ସଭାପତି କରଣୀ ଭଦ୍ରା ଏସ.ସି.ଏସ ଓ କରଣୀ ଭଦ୍ରା ସମ୍ପାଦକ ୟୋଗସ୍‌ ରାଓ ପ୍ରମୁଖ ଉପସ୍ଥିତ ଥିଲେ । କୋଭିଡ ନିୟମ ଅନୁସାରେ ମାସ୍କ ପିନ୍ଧି, ସାନିଟାଇଜର ବ୍ୟବହାର କରି ଓ ସାମାଜିକ ଦୂରତା ରକ୍ଷା କରି ଏହି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।

hiranchal ad1
Leave A Reply

Your email address will not be published.

four × 4 =