ଜୁଲାଇ ୧୮ରେ ଜେଇଇ ମେନ୍

0 95

ଭୁବନେଶ୍ୱର: କରୋନା ମହାମାରୀ ପାଇଁ ଜେଇଇ ମେନ୍ ପରୀକ୍ଷା ସଂପର୍କରେ ନିଷ୍ପତ୍ତି ନେବାରେ ବିଳମ୍ବ ହୋଇଥିଲେ ମଧ୍ୟ ଆସନ୍ତା ଜୁଲାଇ ୧୮ରେ ଏହି ଟେଷ୍ଟ କରାଯିବ ବୋଲି କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରଣାଳୟ ନିଷ୍ପତ୍ତି ନେଇଛି । ବିଭାଗୀୟ ମନ୍ତ୍ରୀ ରମେଶ ପଖୋରିଆ ସୂଚନା ଦେଇ କହିଛନ୍ତି ଯେ, ଏହି ଏଣ୍ଟ୍ରାନ୍ସ ୧୮ରୁ ୧୩ ପର୍ଯ୍ୟନ୍ତ ଚାଲିବ । ସେହିଭଳି ଜୁଲାଇ ୨୬ରେ ନିଟ୍ ଏଣ୍ଟ୍ରାନ୍ସ ପାଇଁ ଦିନ ଧାର୍ଯ୍ୟ କରାଯାଇଛି । ଉଲ୍ଲେଖଯୋଗ୍ୟ ଯେ, ପୂର୍ବରୁ ମେ ୧୭ରେ ଜେଇଇ ମେନ ଏଣ୍ଟ୍ରାନ୍ସ ହେବାର ଥିଲା ।

hiranchal ad1
Leave A Reply

Your email address will not be published.

sixteen + one =