ଏମ୍ସରେ ଭର୍ତ୍ତି ହେଲେ ବିଷ୍ଣୁ ସେଠୀ

0 423

ଭୁବନେଶ୍ୱର: କରୋନାରେ ଆକ୍ରାନ୍ତ ହୋଇ ଭୁବନେଶ୍ୱର ଏମ୍ସରେ ଭର୍ତ୍ତି ହୋଇଛନ୍ତି ବିରୋଧୀ ଦଳ ଉପନେତା ବିଷ୍ଣୁ ସେଠୀ । ତେବେ ତାଙ୍କୁ ବର୍ତ୍ତମାନ ପ୍ରାଇଭେଟ କେବିନରେ ରଖାଯାଇଛି । ସ୍ୱତନ୍ତ୍ର କମିଟି ଗଠନ କରି ତାଙ୍କର ଚିକିତ୍ସା କରାଯିବ । ବର୍ତ୍ତମାନ ତାଙ୍କର ଅବସ୍ଥା ଭଲ ଅଛି ବୋଲି ଭୁବନେଶ୍ୱର ଏମସ ଅଧୀକ୍ଷକ ଡାକ୍ତର ସଚ୍ଚିଦାନନ୍ଦ ମହାନ୍ତି ସୂଚନା ଦେଇଛନ୍ତି ।

hiranchal ad1
Leave A Reply

Your email address will not be published.

4 × five =