ଚାକିରୀ ବୟସ ସୀମା ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି କରିବାକୁ ଦାବୀ ନେଇ ବିକ୍ଷୋଭ

0 188

ଫୁଲବାଣୀ:୨/୮: ସୋମବାର କନ୍ଧମାଳଜ଼ିଲା ଯୁବ କଂଗ୍ରେସ ପକ୍ଷରୁ ସରକାରୀ ଚାକିରୀ ବୟସ ସୀମା ୩୨ ବର୍ଷରୁ ୪୨ ବର୍ଷକୁ ବୃଦ୍ଧି କରିବାକୁ ଦାବୀକରି ବିକ୍ଷୋଭ କରିଥିଲେ । ଏ ନେଇ ଏକ ସ୍ମାରକପତ୍ର ଜ଼ିଲ୍ଲା ପ୍ରଶାସନକୁ ଦେଇଥିଲେ । ଜ଼ିଲା ଯୁବ କଂଗ୍ରେସ ସଭାପତି ବସନ୍ତ କୁମାର ପାଢ଼ୀଙ୍କ ନେତୃତ୍ୱରେ ଜ଼ିଲ୍ଲା କଂଗ୍ରେସ ସଭାପତି ଅନାମ ନାୟକ,ଏ ଆଇ ସି ସି ସଦସ୍ୟ ତଥା ଆଇ ଏନ ଟି ୟୁ ସି ନେତା ଘନ କୁମାର ଶବର,କଂଗ୍ରେସ ନେତା ହେମନ୍ତ କର, ସଂସାର ଭୋଇ, ନଗର ସଭାପତି ଶିବଶଙ୍କର ବେହେରା. ଓ ଛାତ୍ର ନେତା ଅନୁପମ କହଁର, ପ୍ରମୁଖଙ୍କ ସମେତ ବହୁ ନେତା ଯୋଗ ଦେଇଥିଲେ ।

hiranchal ad1
Leave A Reply

Your email address will not be published.

16 + 7 =