ଭୁବନେଶ୍ୱର: ଓଡିଶାର ଗଣପର୍ବ ରଜ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟର ମାଧ୍ୟମରେ ଓଡିଶାବାସୀଙ୍କ ଶୁଭ କାମନା ଜଣାଇଛନ୍ତି । ଏଥି ସହିତ ସେ ଓଡ଼ିଆ ଭାଇଭଉଣୀଙ୍କ ନିରାମୟ ସ୍ୱାସ୍ଥ୍ୟ ଓ଼ ସମୃଦ୍ଧି କାମନା କରିଛନ୍ତି ।


Recover your password.
A password will be e-mailed to you.
ଭୁବନେଶ୍ୱର: ଓଡିଶାର ଗଣପର୍ବ ରଜ ଉତ୍ସବ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଟ୍ୱିଟର ମାଧ୍ୟମରେ ଓଡିଶାବାସୀଙ୍କ ଶୁଭ କାମନା ଜଣାଇଛନ୍ତି । ଏଥି ସହିତ ସେ ଓଡ଼ିଆ ଭାଇଭଉଣୀଙ୍କ ନିରାମୟ ସ୍ୱାସ୍ଥ୍ୟ ଓ଼ ସମୃଦ୍ଧି କାମନା କରିଛନ୍ତି ।

Best wishes on the auspicious occasion of Raja Parba. I pray for the good health and well-being of everyone.
— Narendra Modi (@narendramodi) June 14, 2021

Recover your password.
A password will be e-mailed to you.