Monthly Archives

March 2020

କରୋନା ମୁକାବିଲା: ଜିଲ୍ଲାରେ ୧୨୪ଟି ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର

ସୋନପୁର : କରୋନା ମୁକାବିଲା ପାଇଁ ସମଗ୍ର ସୁବର୍ଣ୍ଣପୁର ଜିଲ୍ଲାରେ ଲକଡାଉନ୍ ପ୍ରକ୍ରିୟା ଚାଲୁ ରହିଛି । ଏଥିପାଇଁ ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟାପକ ବ୍ୟବସ୍ଥା ଗ୍ରହଣ କରାଯିବା ସହ ଅନେକ ସତର୍କତାମୂଳକ ବ୍ୟବସ୍ଥା କରାଯାଇଛି । ରାଜ୍ୟ ବାହାରୁ ଆସୁଥିବା ଜିଲ୍ଲାର ବିଭିନ୍ନ
Read More...

ସମ୍ବଲପୁର ଫ୍ରେଣ୍ଡ୍‌ସ ସୋସିଆଲ ଫାଉଣ୍ଡେସନ ତରଫରୁ ସହାୟତା

ସମ୍ବଲପୁର: କରୋନା ପାଇଁ ଚାରିଆଡେ ଲକ୍ ଡାଉନ ହୋଇଥିବାରୁ ସମ୍ବଲପୁର ଫ୍ରେଣ୍ଡ୍‌ସ ସୋସିଆଲ ଫାଉଣ୍ଡେସନ ତରଫରୁ ବସଷ୍ଟାଣ୍ଡ, କ୍ଷେତରାଜପୁର ଷ୍ଟେସନ, ଫାଟକ ଷ୍ଟେସନରେ ରହୁଥିବା ଅସହାୟମାନଙ୍କୁ ଶୁଖିଲା ଖାଦ୍ୟ ଯୋଗାଇ ଦିଆଯାଇଛି । ଏହି ଅସହାୟମାନଙ୍କୁ ବିସ୍କୁଟ, ପାଉଁରୁଟି ପ୍ରଦାନ କରାଯାଇଛି
Read More...

ବୌଦ୍ଧରେ ଅସହାୟଙ୍କୁ ସହାୟତା କଲା ଗଙ୍ଗାଧର ମେହେର ସଂସ୍ଥା

ବୈାଦ୍ଧ:-ସାରାଦେଶରେ କରୋନାକୁ ରୋକିବା ପାଇଁ ଲକଡାଉନ ଚାଲିଥିବାବେଳେ ବୌଦ୍ଧରେ ମଧ୍ୟରେ ଏହି ନିୟମକୁ କଡାକଡି କରାଯାଇଛି । ଲୋକମାନଙ୍କୁ ଘରେ ରହିବାପାଇଁ ପରାମର୍ଶ ଦିଆଯାଉଛି । କେହି ଯଦି ନିୟମ ଉଲ୍ଲଙ୍ଘନ କରୁଛି ତେବେ ଉଲ୍ଲଙ୍ଘନକାରୀଙ୍କ ବିରୁଦ୍ଧରେ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ
Read More...

କରୋନା ଭାଇରସ: ସ୍ପେନ ରାଜକୁମାରୀ ମାରିଆ ଟେରେସାଙ୍କ ମୃତ୍ୟୁ

ଓ୍ବାଶିଂଟନ,୨୯।୩: କରୋନା ଭାଇରସ ସଂକ୍ରମଣରେ ରାଜ ପରିବାରର ପ୍ରଥମ ସଦସ୍ୟଙ୍କ ମୃତ୍ୟୁ ହୋଇଛି। ବୋରବନ-ପରମା ସ୍ପେନର ରାଜକୁମାରୀ ମାରିଆ ଟେରେସାଙ୍କର କରୋନା ଭାଇରସ ସଂକ୍ରମଣ ଯୋଗୁ ମୃତ୍ୟୁ ହୋଇଥିବା ସୂଚନା ମିଳିଛି। ୮୬ ବର୍ଷୀୟା ରାଜକୁମାରୀ ମାରିଆ ରାଜା ଫେଲିପ ୪ର୍ଥଙ୍କର ସମ୍ପର୍କୀୟ
Read More...

ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଆରମ୍ଭ ହୋଇଛି। ପାରଦ ୪୦ ଡିଗ୍ରୀ ସେଲ୍‌ସିୟସକୁ ଛୁଇଁଛି। ଆଞ୍ଚଳିକ ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ ମିଳିଥିବା ସୂଚନା ଅନୁଯାୟୀ ଶନିବାର ମାଲକାନଗିରିରେ ସର୍ବୋଚ୍ଚ ତାପମାତ୍ରା ୪୦ ଡିଗ୍ରୀ ସେଲ୍‌ସିୟସ ରେକର୍ଡ କରାଯାଇଥିବା ବେଳେ ଅନୁଗୋଳ
Read More...

କରୋନା ମୁକାବିଲା ପାଇଁ ‘ପିଏମ କେୟାରସ୍’ ଫଣ୍ଡକୁ ବିସିସିଆଇ ଦାନ କଲା ୫୧କୋଟି

ମୁମ୍ବାଇ : କରୋନା ଭାଇରସ୍ ପରିସ୍ଥିତିର ମୁକାବିଲା ଲାଗି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶନିବାର ‘ପିଏମ କେୟାରସ୍’ ଫଣ୍ଡର ସ୍ଥାପନା କରିଥିବା ବେଳେ ସଂଗ୍ରାମରେ ସମସ୍ତେ ସହଯୋଗର ହାତ ବଢାଇଛନ୍ତି। ଏଥିରେ ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ (ବିସିସିଆଇ) ୫୧ କୋଟି ଟଙ୍କା ସହଯୋଗ
Read More...

କରୋନା ସଂକ୍ରମଣ ରୋକିବାକୁ ଭାରତର ପ୍ରୟାସ

ନୂଆଦିଲ୍ଲୀ : କୋଭିଡ-୧୯ ବା କରୋନା ସଂକ୍ରମଣ ରୋକିବାକୁ ଭାରତର ପ୍ରୟାସ, ଆରମ୍ଭରୁ ସକ୍ରିୟ ଭାବେ ଚାଲୁରହିଛି । ଜାନୁଆରୀ ୩୦ରେ କରୋନାକୁ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସମଗ୍ର ବିଶ୍ୱବାସୀଙ୍କ ପାଇଁ ଏକ ସ୍ୱାସ୍ଥ୍ୟଗତ ଜରୁରୀ ଅବସ୍ଥା ଘୋଷଣା କରିବା ପୂର୍ବରୁ ଭାରତ ଏହି ରୋଗର ମୁକାବିଲା ପାଇଁ ଏକ
Read More...

ପ୍ରବାସୀ ଶ୍ରମିକଙ୍କୁ ସମସ୍ତ ପ୍ରକାର ସହାୟତା ପାଇଁ ସରକାର ପ୍ରତିଶ୍ରୁତିବଦ୍ଧ : ଶାହ

ନୂଆଦିଲ୍ଲୀ : କୋଭିଡ-୧୯ ସଂକ୍ରମଣକୁ ପ୍ରତିହତ କରିବା ଲାଗି ଦେଶବ୍ୟାପୀ ଗ୍ରହଣ କରାଯାଇଥିବା ପଦକ୍ଷେପର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଶ୍ରୀ ଅମିତ ଶାହ । ସେ କହିଛନ୍ତି ଯେ ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀଙ୍କ ନିର୍ଦ୍ଦେଶକ୍ରମେ ଲକଡାଉନ ସମୟରେ ପ୍ରବାସୀ ଶ୍ରମିକମାନଙ୍କୁ
Read More...

କିଟ୍‍ ଓ କିସ୍‍ ପକ୍ଷରୁ ବୁଲା ପଶୁ ଓ ବସ୍ତିରେ ଖାଦ୍ୟ ବଣ୍ଟନ

ଭୁବନେଶ୍ୱର : କରୋନା ଯୋଗୁଁ ବିଭିନ୍ନ ହୋଟେଲ୍‍, ଜଳଖିଆ ଦୋକାନ ଓ ପର୍ଯ୍ୟଟନ ସ୍ଥଳ ଆଦି ବନ୍ଦ ହୋଇଯାଇଥିବା ଯୋଗୁଁ ଏଗୁଡ଼ିକ ଉପରେ ନିର୍ଭର କରି ବଞ୍ଚୁଥିବା ବୁଲା କୁକୁର, ଗୋରୁ, ମାଙ୍କଡ଼ମାନେ ଖାଦ୍ୟ ପାଇ ପାରୁନାହାନ୍ତି । ଏହାକୁ ଦୃଷ୍ଟିରେ ରଖି ବୁଲା ପଶୁଙ୍କୁ ଖାଦ୍ୟ ଯୋଗାଇ ଦେବା ନିମନ୍ତେ
Read More...

କରୋନା ମୁକାବିଲାରେ ସାମିଲ ଥିବା ପୁଲିସ କର୍ମଚାରୀଙ୍କୁ ପାଣି ବୋତଲ ଓ ଫଳ ବାଣ୍ଟିଲେ ପାରାଳା ବିଧାୟକ

କରୋନା ଭାଇରସ କୋଭିଡ-୧୯’କୁ ନେଇ ପାରଳାଖେମୁଣ୍ଡି ସହର’ରେ ନିଜ ଜୀବନ’କୁ ବାଜି ଲଗାଇ ଦିନରାତି’କୁ ଏକ କରିଦେଇ ସହର ବାସୀଙ୍କୁ ସତର୍କତା ଓ ସଚେତନତା’ କରାଉଥିବା ଜାଗ୍ରତ ପୋଲିସ ବାହିନୀ’ଙ୍କ ପ୍ରତି ଅଶେଷ ସମ୍ମାନ ଜଣାଇ ପାରଳା ବିଧାୟକ ତଥା ଭାଜପା ଜିଲ୍ଲା ସଭାପତି ଶ୍ରୀ କେ:- ନାରାୟଣ
Read More...