Monthly Archives

May 2020

କରୋନା ସଙ୍କ୍ରମଣ କବଳରେ ସୁବର୍ଣ୍ଣପୁର ଜିଲ୍ଲା

ସୋନପୁର - କରୋନା ସଙ୍କ୍ରମଣ ରେ ପଶ୍ଚିମ ଓଡିଶାର ଏକମାତ୍ର ବାଦପଡିଥିବା ସୁବର୍ଣ୍ଣପୁର ଜିଲ୍ଲା ରେ ମଧ୍ୟ ଆଜି ପ୍ରଥମ କରି ଜଣେ ସଙ୍କ୍ରମିତ ହୋଇଥିବା ଜିଲ୍ଲାପାଳ ମୋନିଷା ବାନାର୍ଜୀ ଏହା ସ୍ପଷ୍ଟ କରିଛନ୍ତି। ସଙ୍କ୍ରମିତ ଜଣକ ଡୁଙ୍ଗୁରିପାଲି ବ୍ଲକର ଗଜବନ୍ଧ ଅଞ୍ଚଳର ବୋଲି ଜଣାପଡିଛି।ତାଙ୍କର
Read More...

ମୁଣ୍ଡିପଦରରେ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ

ବୌଦ୍ଧ : ଗତକାଲି ବିଳମ୍ବିତ ରାତ୍ରୀରେ ବାଉଁଶୁଣୀ ଥାନା ମୁଣ୍ଡିପଦର ଗ୍ରାମରେ ବିଦ୍ୟାଧର ପ୍ରଧାନ ନାମକ ଜଣେ ୬୦ ବର୍ଷିୟ ବୃଦ୍ଧଙ୍କୁ ମରଣାନ୍ତକ ଆକ୍ରମଣ କରାଯାଇଥିବା ଜଣାପଡିଛି । ଗୁରୁତର ଅବସ୍ଥାରେ ବୃଦ୍ଧଙ୍କୁ ବୌଦ୍ଧ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିବା ଜଣାପଡିଛି ।
Read More...

ଜାତୀୟ ରାଜପଥ ମରାମତିରେ ଖାମଖିଆଲି !

ବୌଦ୍ଧ : ଜାତୀୟ ରାଜପଥ ନଂ ୫୭ ପୂର୍ବ ଓ ଦକ୍ଷିଣ ଓଡିଶା ସହିତ ପଶ୍ଚିମ ଓଡିଶାକୁ ସଂଯୋଗର ମାଧ୍ୟମ ସାଜିଥାଏ । ଏହି ରାସ୍ତାରେ ଦୈନିକ ହଜାରହଜାର ସଂଖ୍ୟାରେ ଅନେକ ଯାତ୍ରୀବାହୀ ଓ ମାଲବାହୀ ଯାନବାହନ ଚଳାଚଳ କରୁଛି । ଜାତୀୟ ରାଜପଥ ବିଭାଗର ବେପରୁୱା ଓ ଖାମଖିଆଲି ମନୋଭାବ ଯୋଗୁଁ ଉକ୍ତ
Read More...

ପ୍ରବାସୀ କଲେଣି ନାକେଦମ୍‌

ଭୁବନେଶ୍ୱର : କରୋନା ମହାମାରୀ ସମଗ୍ର ବିଶ୍ୱରେ ତାହାର କାୟାବିସ୍ତାର କରିଚାଲିଛି । ଆମ ଦେଶ ଭାରତ ମଧ୍ୟ କରୋନା କବଳରେ କବଳିତ ହୋଇ ରହିଛି । ଓଡିଶାରେ କରୋନାର ସ୍ଥିତି ଯଦିଓ ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଠାରୁ ଭଲ ରହିଛି ତେବେ ପ୍ରତିଦିନ ପଜିଟିଭ୍ ସଂଖ୍ୟା ବୃଦ୍ଧି ପାଉଛି । ଏହି କାରଣରୁ
Read More...

ରାଜ୍ୟରେ ଆଉ ୯୯ କରୋନା ରୋଗୀ ହେଲେ ସୁସ୍ଥ

ଭୁବନେଶ୍ୱର : ରାଜ୍ୟରେ ଆଉ ୯୯ଜଣ କରୋନା ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି । ଏମାନଙ୍କୁ ମିଶାଇ ମୋଟ୍ ୬୪୯ଜଣ କରୋନା ଆକ୍ରାନ୍ତ ଏପର୍ଯ୍ୟନ୍ତ ସୁସ୍ଥ ହୋଇଥିବା ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି । ସୁସ୍ଥ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ ୩୪ଜଣ ବାଲେଶ୍ୱର
Read More...

ସଂକ୍ରମଣ ସ୍ଥିତି ଅଣାୟତ୍ତ

ଆଦିଲ୍ଲୀ: ଭାରତରେ ଅନ୍ୟ କେତେକ ନିର୍ଦ୍ଦିଷ୍ଟ ଦେଶ ତୁଳନାରେ ଦୈନିକ ବା ଦିନକର ସଂକ୍ରମଣ ସ୍ଥିତି ଅଧିକ ଉଦ୍‌ବେଗଜନକ ହୋଇପଡ଼ିଛି । ପ୍ରତିଦିନ ସଂକ୍ରମଣ ରେକର୍ଡ଼ ଭାଙ୍ଗୁଛି । ପୂର୍ବରୁ ଦିନକର ସଂକ୍ରମଣ ସଂଖ୍ୟା ୬,୭୬୭ ଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ଏହି ରେକର୍ଡ଼ ଭଙ୍ଗ କରି ୬,୯୭୭ରେ
Read More...

ସୁପ୍ରିମ୍‌କୋର୍ଟଙ୍କ ନିର୍ଦ୍ଦେଶ: ବିମାନ ମଝି ସିଟ୍ ଖାଲି ରହିବ

ନୂଆଦିଲ୍ଲୀ : ବିମାନରେ ବିଦେଶରୁ ଭାରତୀୟଙ୍କୁ ଆଣୁଥିବା ବିମାନ ପାଇଁ ସୁପ୍ରିମ୍‌କୋର୍ଟ କେତେକ ନିୟମ ପାଳନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି । ଏହି ବିମାନଗୁଡ଼ିକର ମଝି ସିଟ୍ ଖାଲି ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ତେବେ ଜୁନ୍ ୬ ପରେ ଏହି ନିୟମ ଲାଗୁ ହେବ । କାରଣ ଏହି ତାରିଖ ଯାଏଁ ବିମାନର
Read More...

ଆଇପିଏଲ୍ ଖୁବ୍‌ଶୀଘ୍ର ହେବା ନେଇ ଧାୱନ ଆଶାବାଦୀ

ନୂଆଦିଲ୍ଲୀ : ଆଇପିଏଲ୍ ଚଳିତ ବର୍ଷ ହେବ ଏବଂ ଖୁବ୍‌ଶୀଘ୍ର ଏହା ଆରମ୍ଭ ହୋଇଯିବ । ଏଭଳି ଆଶାବ୍ୟକ୍ତ କରିଛନ୍ତି ଭାରତୀୟ ଓପନର ଶିଖର ଧାୱନ । ସେ କହିଛନ୍ତି ଯେ, ବର୍ତ୍ତମାନର ଲକ୍‌ଡାଉନ୍ ସମୟରେ ସମସ୍ତଙ୍କର ଗୋଟିଏ ଚିନ୍ତା ଆଇପିଏଲ୍ କେବେ ଖେଳାଯିବ । ଯେହେତୁ କରୋନା ମହାମାରୀ ସଂକ୍ରମଣ ଜାରି
Read More...

ସୁବର୍ଣ୍ଣ ସୁଯୋଗକୁ ଏଡ଼ାଇ ପାଠପଢ଼ାକୁ ଗୁରୁତ୍ୱ ଦେଲେ ଜ୍ୟୋତି

ନୂଆଦିଲ୍ଲୀ : ଏଇ ନିକଟରେ ଜ୍ୟୋତି କୁମାରୀ ନାମ୍ନୀ ଜଣେ ଯୁବତୀ କେବଳ ଭାରତ ନୁହେଁ, ସାରା ବିଶ୍ୱରେ ଚର୍ଚ୍ଚାର ପାତ୍ରୀ ହୋଇଛନ୍ତି । ବିଶ୍ୱର ନାମୀଦାମୀ ସାଇକେଲ୍ ଚାଳନା ସଂଗଠନଗୁଡ଼ିକର ସେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହାର ମୁଖ୍ୟ କାରଣ ହେଉଛି ତାଙ୍କର ଦୀର୍ଘ ବାଟର ସାଇକେଲ୍ ଚାଳନା ।
Read More...

ହକି କିମ୍ବଦନ୍ତୀ ବଲବୀରଙ୍କ ପରଲୋକ: ବିଭିନ୍ନ ମହଲରେ ଶୋକ

ନୂଆଦିଲ୍ଲୀ : ଭାରତୀୟ ହକିର କିମ୍ବଦନ୍ତୀ ବ୍ୟକ୍ତିତ୍ୱ ବଲବୀର ସିଂ (ସିନିୟର)ଙ୍କର ସୋମବାର ଭୋର ସମୟରେ ପରଲୋକ ହୋଇଯାଇଛି । ମୃତ୍ୟୁବେଳକୁ ତାଙ୍କୁ ୯୬ ବର୍ଷ ବୟସ ହୋଇଥିଲା । ସେ ଦୀର୍ଘ ଦିନ ଧରି ଅସୁସ୍ଥ ରହିଥିଲେ । ମଇ ୮ ତାରିଖରେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିମୋନିଆରେ
Read More...