Monthly Archives

May 2020

ମାଲବାହୀ ଟ୍ରକ ଯୋଗେ ଶ୍ରମିକ ଚାଲାଣ ଅବ୍ୟାହତ

ସମ୍ବଲପୁର: ପୁଲିସ ପକ୍ଷରୁ କଟକଣା ଓ ତଦାରଖ ସତ୍ତ୍ୱେ ଟ୍ରକ ଯୋଗେ ଅନ୍ୟ ରାଜ୍ୟରୁ ଏଠାକୁ ଶ୍ରମିକ ଚାଲାଣ ବନ୍ଦ ହୋଇପାରୁନାହିଁ । ଏଥିପାଇଁ ମାଲବାହୀ ଟ୍ରକ ବ୍ୟବହାର କରାଯାଉଛି କାରଣ ଖାଦ୍ୟ ସଙ୍କଟ ଭୟରେ ଏମାନଙ୍କୁ କଟକଣାର ଉର୍ଦ୍ଧ୍ୱରେ ରଖାଯାଇଛି ଓ ଏପରି କୋହଳର ସୁଯୋଗନେଇ ଟ୍ରକ ଚାଳକମାନେ
Read More...

ବୀରନରସିଂହପୁର ସରପଞ୍ଚଙ୍କ ଚିିଠି : ଦ୍ୱନ୍ଦ୍ୱରେ ହରଭଙ୍ଗା ବ୍ଲକର ଗ୍ରାମ ରୋଜଗାର ସେବକ

ବୌଦ୍ଧ: ବୀରନରସିଂହପୁର ସାଧୁଚରଣ ଉଚ୍ଚ ବିଦ୍ୟାଳୟରେ କରୋନା ପାଇଁ ଖୋଲାଯାଇଥିବା ଅସ୍ଥାୟୀ ସ୍ୱାସ୍ଥ୍ୟ ଶିବିର ପରିଚାଳନାରେ ସ୍ଥାନୀୟ ପଞ୍ଚାୟତ ନିର୍ବାହୀ ଅଧିକାରୀ ଓ ଜିଆରଏସ ସହଯୋଗ କରୁନଥିବା ସରପଞ୍ଚ ସୁବର୍ଣ୍ଣ ମଲ୍ଲିକ ବିଡିଓଙ୍କ ନିକଟରେ ଅଭିଯୋଗ କରିଥିଲେ । ହରଭଙ୍ଗା ବିଡିଓ କିଛି
Read More...

ମାଛମରା ପାଇଁ ପୋଖରୀ ପାଣିକଟାକୁ ନେଇ ଅସନ୍ତୋଷ

ବୌଦ୍ଧ: କଣ୍ଟାମାଳ ବ୍ଲ ଅନ୍ତର୍ଗତ ବିଳାସପୁର ଗ୍ରାମପଞ୍ଚାୟତର ତାଳପଡା ଗ୍ରାମରେ ପୋଖରୀରୁ ପାଣି କାଟିବାକୁ ନେଇ ଜନଅସନ୍ତୋଷ ଦେଖାଦେଇଛି । ପ୍ରବଳ ଖରାଯୋଗୁଁ ସମସ୍ତ ଜଳଉତ୍ସଗୁଡିକ ଶୁଖି ଯାଉଥିବାବେଳେ ମାଛ ମାରିବାପାଇଁ ପୋଖରୀର ପାଣି କଟାଯିବାକୁ ଗ୍ରାମବାସୀ ପ୍ରତିବାଦ କରିଛନ୍ତି ।
Read More...

ରାଜ୍ୟ ବାହାରୁ ଫେରୁଥିବା ଓଡ଼ିଆଙ୍କ ପାଇଁ ଗଜପତି ଜିଲ୍ଲାପାଳଙ୍କ ଜରୁରୀ ସୂଚନା : ଫେରିବା ଲୋକଙ୍କ ନାମ ଓ ଗାଡିର…

ରାଜ୍ୟ ବାହାରୁ ନିଜ ଜିଲ୍ଲାକୁ ଫେରୁଥିବା ଓଡ଼ିଆ’ଙ୍କ ପାଇଁ ଏଣିକି ସେମାନଙ୍କ ନାମ ଓ ଯେଉଁଥିରେ ଫେରୁଥିବେ ତାର ପଞ୍ଜିକରଣ ହେବା ବାଧ୍ୟତାମୂଳକ ବୋଲି ଗଜପତି ଜିଲ୍ଲାପାଳ ଅନୁପମ ଶାହା ଏକ ଜରୁରୀ ପ୍ରେସ ବିବୃତିରେ ଭିଡିଓ ମାଧ୍ୟମରେ ଜଣାଇଛନ୍ତି । ଜିଲ୍ଲାପାଳ ଶ୍ରୀ ଶାହା କହିଛନ୍ତି ଯେ ,
Read More...

ଭଦ୍ରକରେ ପ୍ରବାସୀ ଓଡ଼ିଆଙ୍କ ଘରବାହୁଡା

ଭଦ୍ରକ : ଆନ୍ଧ୍ର ପ୍ରଦେଶର ଗୁଣ୍ଟୁରରୁ ଟ୍ରେନ ଯୋଗେ ଓଡ଼ିଶା ଆସିଲେ ପ୍ରବାସୀ ଓଡ଼ିଆ । ଏକ ସ୍ୱତନ୍ତ୍ର ଟ୍ରେନ ଯୋଗେ ଓଡ଼ିଶାକୁ ଆସୁଥିବା ଏହି ପ୍ରବାସୀ ଓଡ଼ିଆ ଭଦ୍ରକ ରେଳ ଷ୍ଟେସନ ପୂର୍ବରୁ ଅନ୍ୟ ଷ୍ଟେସନରେ ଅଟକି ସେଠାକାର ନିକଟବର୍ତ୍ତୀ ଜିଲ୍ଲାର ପ୍ରବାସୀଙ୍କୁ ଉହ୍ଲାଇ ଦେଇ ଭଦ୍ରକରେ ପହଞ୍ଚିଲା
Read More...

ରାଜ୍ୟରେ ପୁଣି ୧୦୧ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣରେ ବ୍ରେକ ଲାଗୁନି । ଆଜି ରାଜ୍ୟରେ ପୁଣି ୧୦୧ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହାକୁ ନେଇ ରାଜ୍ୟବାସୀଙ୍କ ମନରେ ଭୟର ବାତାବରଣ ସୃଷ୍ଟି ହେଲାଣି । ରାଜ୍ୟରେ ମୋଟ କରୋନା ଆକ୍ରାନ୍ତ ସଂଖ୍ୟା ୫୩୮ରେ ପହଞ୍ଚିଛି । ଆଜି ଚିହ୍ନଟ ହୋଇଥିବା ୧୦୧
Read More...

୨୦ଲକ୍ଷ କୋଟି ଟଙ୍କାର ଆର୍ଥିକ ପ୍ୟାକେଜ ଘୋଷଣା କଲେ ପିଏମ ମୋଦି : ଦେଶରେ ନୂଆ ରୂପରେ ଲାଗୁ ହେବ ଲକଡାଉନ ୪.୦

ନୂଆଦିଲ୍ଲୀ : କରୋନା ସଂକଟ ସମୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣି ଥରେ ରାଷ୍ଟ୍ରବାସୀଙ୍କୁ ସମ୍ବୋଧନ କରିଛନ୍ତି । ଏହି ଅବସରରେ ସେ କହିଛନ୍ତି ଦେଶ ଗତ ୪ ମାସ ହେଲାଣି ମହାମାରୀ କୋରନା ଲଢେଇ କରୁଛି । ଦେଶରେ କେତେକ ପରିବାର ନିଜ ନିଜର ଆତ୍ମୀୟଙ୍କୁ ହରାଇଛନ୍ତି । ତାଙ୍କର ଅମର ଆତ୍ମାର
Read More...

ଅବକାରୀ ବିଭାଗର ବ୍ୟାପକ ଚଢାଉ : ତାଡି ଓ ମହୁଲି ମଦ ସହ ୩ ଗିରଫ

ଢେଙ୍କାନାଳ:ସାରା ରାଜ୍ୟରେ ଲକ୍‌ଡାଉନ କଟକଣା ଯୋଗୁ ଦେଶୀ ବିଦେଶୀ ମଦ ଦୋକାନ ଗୁଡିକ ବନ୍ଦ ରହିଛି । ଫଳରେ ସାଧାରଣରେ ମଦ ମିଳିପାରୁନାହିଁ । ମଦ୍ୟପ ମାନେ ମଦ ପାଇଁ ଚୋରା କାରାବାର ହେଉଥିବା ଜାଗାର ଠିକଣା ଖୋଜି ପହଞ୍ଚିଯାଉଛନ୍ତି । ବିଦେଶି ମଦ ଦୋକାନ ଗୁଡିକ ସହରାଞ୍ଚଳରେ ବନ୍ଦ ରହିଥିବା
Read More...

ପୋଲିସ, ଡାକ୍ତରଖାନା କର୍ମଚାରୀ ଓ ସଫେଇ କର୍ମଚାରୀଙ୍କୁ ସମ୍ବର୍ଦ୍ଧିତ କଲା ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ସମର୍ପିତ…

କରୋନା ମହାମାରୀ ର ଆଗ ଧାଡିରେ ରହି ଦୃଢ଼ ମୁକାବିଲା କରୁଥିବା ପୋଲିସ, ଡାକ୍ତରଖାନା କର୍ମଚାରୀ ଓ ସଫେଇ କର୍ମଚାରୀ ମାନଙ୍କୁ କରୋନା ଯୋଦ୍ଧା ଭାବେ ସାମାଜିକ ସ୍ୱେଚ୍ଛାସେବୀ ସଂଗଠନ ସମର୍ପିତ ଓଡିଶା ପକ୍ଷରୁ ଖଦିଵସ୍ତ୍ର ଓ ସ୍ମୃତିଚିହ୍ନ ଦେଇ ସମ୍ବର୍ଦ୍ଧନା କରାଯାଇଥିଲା।ଏ ନେଇ ଆୟୋଜିତ
Read More...

ଏମ୍ସରୁ ଡିସ୍‌ଚାର୍ଜ ହେଲେ ମନମୋହନ

ନୂଆଦିଲ୍ଲୀ: ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ବରିଷ୍ଠ କଂଗ୍ରେସ ନେତା ଡଃ ମନମୋହନ ସିଂଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଉନ୍ନତି ଆସିବାରୁ ଆଜି ଦିଲ୍ଲୀ ଏମ୍ସରୁ ଘରକୁ ଫେରିଛନ୍ତି । ତାଙ୍କ ସ୍ୱାସ୍ଥ୍ୟାବସ୍ଥା ସ୍ୱାଭାବିକ ହେବା ପରେ ତାଙ୍କୁ ଡିସଚାର୍ଜ କରାଯାଇଛି ବୋଲି ଏମ୍ସ ସୂତ୍ରରୁ କୁହାଯାଇଛି ।
Read More...