Monthly Archives

June 2020

ପଜିଟିଭ ଚିହ୍ନିତ ପ୍ରସୂତୀଙ୍କୁ ବୁର୍ଲାରୁ ରାଉରକେଲା ପଠାଗଲା : ଚିକିତ୍ସାରତ ଡାକ୍ତର ଓ ନର୍ସଙ୍କୁ କ୍ୱାରେଣ୍ଟାଇନ ସହିତ…

ସମ୍ବଲପୁର: ସ୍ତ୍ରୀ ଓ ପ୍ରସୂତୀ ବିଭାଗରେ ଜଣେ କରୋନା ପଜିଟିଭ ଚିହ୍ନଟ ହେଲାପରେ ତାଙ୍କର ଚିକିତ୍ସାରେ ନିୟୋଜିତ ୨ ଡାକ୍ତର, ୨ ସେବିକା ଓ ଜଣେ ଆଟେନଣ୍ଡାଣ୍ଟଙ୍କୁ କ୍ୱାରେଣ୍ଟାଇନରେ ରଖାଯାଇଛି ଓ ତାଙ୍କର ବ୍ୟବହୃତ କକ୍ଷକୁ ବିଶୋଧିତ କରାଯାଇଛି । ଏବିଷୟରେ ସବୁ ବୁଝିଲା ପରେ ଜିଲ୍ଳାପାଳ ଶୁଭମ
Read More...

ବୌଦ୍ଧ ଶିକ୍ଷା ଜିଲ୍ଲାରେ କେବେ ହେବ ଶିକ୍ଷକ ପଦୋନ୍ନତି ?

ବୌଦ୍ଧ: ପ୍ରାୟ ୨୦ ବର୍ଷ ହେଲା ବୌଦ୍ଧ ଶିକ୍ଷାଜିଲ୍ଲାରେ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ପଦୋନ୍ନତି ହୋଇନଥିବାରୁ ପଦୋନ୍ନତି ଆଶାୟୀମାନେ ହତାଶ ହୋଇଛନ୍ତି । ଡିସେମ୍ବର ୨୦୧୯ର ଶେଷସୁଦ୍ଧା ପ୍ରମୋଶନ ଦେବାକୁ ସରକାର ନିଷ୍ପତ୍ତି ନେବାପରେ ସେମାନଙ୍କର ମନରେ ନୂତନ ଆଶାର ସଂଚାର କରିଥିଲା । ମାତ୍ର
Read More...

ଗଞ୍ଜେଇ ଭର୍ତ୍ତି ଗାଡିଛାଡି ଫେରାର ମାମଲା : ଅଭିଯୁକ୍ତଙ୍କୁ ଧରିପାରିନାହିଁ କଣ୍ଟାମାଳ ପୋଲିସ !

ବୌଦ୍ଧ:ଗତ ଜୁନ୍ ୬ ତାରିଖରେ ବନବିଭାଗ କର୍ମଚାରୀମାନେ ପେଟ୍ରୋଲିଂବେଳେ କଣ୍ଟମାଳ ଥାନା ଶ୍ରୀମାଲ ଗ୍ରାମ ନିକଟରୁ ଏକ ପିକ୍‌ଅପ ଗାଡିରୁ ୧୧ବସ୍ତା ଗଞ୍ଜେଇ ଚାଲାଣକାରୀମାନେ ଛାଡି ପଳାଇଥିବା ଦେଖିଥିଲା ମାମଲାଟିକୁ କଣ୍ଟାମାଳ ପୋଲିସକୁ ବନବିଭାଗ ହସ୍ତାନ୍ତର କରିଥିଲେ ମଧ୍ୟ ଆଜିଯାଏଁ ତଦନ୍ତ କଣ
Read More...

ସୁବର୍ଣ୍ଣପୁର ଜିଲ୍ଲା ହେଲା କରୋନା ମୁକ୍ତ

ସୋନପୁର:ସୁବର୍ଣ୍ଣପୁର ଜିଲ୍ଲାର ସମସ୍ତ୨୯କରୋନା ଆକ୍ରାନ୍ତ ସୁସ୍ଥହୋଇ ଘରକୁ ଫେରିଛନ୍ତି । ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ଏଇ ସୂଚନା ପ୍ରଦାନ ପରେ ଜିଲ୍ଲାବାସୀଙ୍କ ମଧ୍ୟରେ ଆଶ୍ୱସ୍ତି ପ୍ରକାଶ ପାଇଛି । ଗତ ୬ ତାରିଖରେ ୮ଜଣ ଓ ୧୧ତାରିଖରେ ୯ଜଣ ସୁସ୍ଥ ହୋଇଥିଲେ ।
Read More...

ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ ଆଣିଲେ ବାପା

ପାଟଣାଗଡ : ବଲାଙ୍ଗିର ଜିଲ୍ଲା ବେଲପଡା ଥାନା ବେହେରାମୁଣ୍ଡା ପଚଂୟତର ଦର୍ହମୁଣ୍ଡା ପତ୍ରା ଜଙ୍ଗଲରୁ ଗାଁର ସୁଶାନ୍ତ ଭୁଏ (୧୮) ନାମକ ଜଣେ ଯୁବକର ମୃତ ଦେହ ଉଦ୍ଧାର କରିଛି ବେଲପଡା ପୋଲିସ ତେବେ ଏହା ହତ୍ୟା ନା ଆତ୍ମହତ୍ୟା ପୋଲିସର ତଦନ୍ତ ପରେ ହିଁ ଜଣାପଡିବ । ମିଳିଥିବା ସୁଚନା ଅନୁସାରେ
Read More...

ଗଜପତି ଜିଲ୍ଲାସ୍ତରୀୟ ମକ ଡ୍ରିଲ ପାଇଁ ପୂର୍ବ ପ୍ରସ୍ତୁତି ଆଲୋଚନା

ଗଜପତି ଜିଲ୍ଲାସ୍ତରୀୟ ମକଡ୍ରିଲ ପାଇଁ ପୂର୍ବପ୍ରସ୍ତୁତି ବୈଠକଆରମ୍ଭ ହୋଇଯାଇଛି । ଏହି ବୈଠକରେ ଗଜପତି ଜିଲ୍ଲାପାଳ ଅନୁପମ ସାହା ତତ୍ୱାବଧାନ ଓସୱାନ ଭିଡିଓ କନଫେରାନ୍ସ ହଲ ଠାରେ ଆଲୋଚନା ହୋଇଥିଲା । ଏହି ଆଲୋଚନା କାର୍ଯ୍ୟକ୍ରମରେ ଜିଲ୍ଲା ସମସ୍ତ ଗୋଷ୍ଠୀ ଉନ୍ନୟନ ଅଧିକାରୀ ଓ ତହସିଲଦାର
Read More...

୨୫କେଜି ଗଞ୍ଜେଇ ସହ ୪ଗିରଫ, ଅଟୋ ଜବତ

କନ୍ଧମାଳ କରୋନାର ମହାମୁକାବିଲା ଚାଲିଥିବା ବେଳେ ଗଞ୍ଜେଇ ମାଫିଆଙ୍କ ବ୍ୟବସାୟ ବଢ଼ିବାରେ ଲାଗିଛି । ଆଜି ପୁଣି ଫିରିଙ୍ଗିଆ ଥାନାକୁ ଏକ ଗଞ୍ଜେଇ ବୋଝ ଅଟୋ ସହ ୪ ଜଣକୁ ଗିରଫ କରିଛି । ପୋଲିସ ଏକ ଅଟୋ ନମ୍ବର ଓଡି 0୨ ରେ ମୁସଲିପଙ୍ଗା ଗ୍ରାମରୁ ଗଞ୍ଜେଇ ଲୋଡ଼ କରି ଭୁବନେଶ୍ୱର ଅଭିମୁଖେ ଯାଉଥିଲା
Read More...

କାମରେ ଆସୁନାହିଁ ପାନୀୟ ଜଳଯୋଗାଣ ପ୍ରକଳ୍ପ

ବୌଦ୍ଧ: ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ବାମଣ୍ଡା ଗ୍ରାମପଞ୍ଚାୟତର ନାୟକପଡା ଗ୍ରାମରେ ଥିବା ପାନୀୟ ଜଳଯୋଗାଣ ପ୍ରକଳ୍ପ ନିର୍ମାଣ ହେବାଠାରୁ ଦୀର୍ଘବର୍ଷ ହେଲା ଲୋକଙ୍କର କାମରେ ଆସୁନଥିବା ଗ୍ରାମବାସୀ ଅଭିଯୋଗ କରୁଛନ୍ତି । ପ୍ରକଳ୍ପକୁ କାର୍ଯ୍ୟକ୍ଷମ କରିବାପାଇଁ ଗ୍ରାମବାସୀ ଗ୍ରାମ୍ୟ ଜଳଯୋଗାଣ ଓ
Read More...

ପ୍ରବାସୀ ଓଡ଼ିଆଙ୍କୁ ନିଜ ଘରକୁ ପଠାଇବା ବନ୍ଦୋବସ୍ତ କଲେ ସମାଜସେବୀ ଓ ଠିକାଦାର

ଫୁଲବାଣୀ/ବାଲିଗୁଡା: କରୋନା ମହାମୁକାବିଲା ପାଇଁ ସାରା ଦେଶ ଲକଡାଉନ ଥିବା ଯୋଗୁଁ ସମସ୍ତ ବସ, ଟ୍ରକ, ଟ୍ରେନ ଚଳାଚଳ ବନ୍ଦ ରହିଥିବା ଯୋଗୁଁ କିଛି ପ୍ରବାସୀ ଓଡ଼ିଆ ରାଜ୍ୟ ବାହାରେ ଓ ଜିଲ୍ଲା ବାହାରେ ରହି ଯାଇଥିଲେ I ଯାହାଦ୍ୱାରା କିଛି ପ୍ରବାସୀ ଓଡ଼ିଆ କାମ ଧନ୍ଦା, ବ୍ୟବସାୟ କରିବାକୁ
Read More...

ଘର ଉପରେ ପଡିଲା ତାଳଗଛ, ଅଳ୍ପକେ ବର୍ତ୍ତିଲେ ୯ଜଣ

ବୌଦ୍ଧ:- ବୌଦ୍ଧବ୍ଲକ ବଢିଗାଁ ଗ୍ରାମପଞ୍ଚାୟତ ଅନ୍ତର୍ଗତ ସାଲିଗାଁ ଗ୍ରାମରେ ଗତକାଲି ମଧ୍ୟରାତ୍ରିରେ ଜଣକ ଘର ଉପରେ ଏକ ବିଶାଳ ତାଳଗଛ ପଡିଯିବାରୁ ଘରଭିତରେ ଶୋଇଥିବା ୯ଜଣ ପରିବାର ସଦସ୍ୟ ଅଳ୍ପକେ ବର୍ତ୍ତିଯାଇଛନ୍ତି । ମିଳିଥିବା ସୂଚନା ଅନୁଯାୟୀ ସାଲିଗାଁ ଗ୍ରାମର ନାରାୟଣ ପ୍ରଧାନଙ୍କ ପରିବାର
Read More...