୨୫କେଜି ଗଞ୍ଜେଇ ସହ ୪ଗିରଫ, ଅଟୋ ଜବତ

0 272

କନ୍ଧମାଳ କରୋନାର ମହାମୁକାବିଲା ଚାଲିଥିବା ବେଳେ ଗଞ୍ଜେଇ ମାଫିଆଙ୍କ ବ୍ୟବସାୟ ବଢ଼ିବାରେ ଲାଗିଛି । ଆଜି ପୁଣି ଫିରିଙ୍ଗିଆ ଥାନାକୁ ଏକ ଗଞ୍ଜେଇ ବୋଝ ଅଟୋ ସହ ୪ ଜଣକୁ ଗିରଫ କରିଛି । ପୋଲିସ ଏକ ଅଟୋ ନମ୍ବର ଓଡି 0୨ ରେ ମୁସଲିପଙ୍ଗା ଗ୍ରାମରୁ ଗଞ୍ଜେଇ ଲୋଡ଼ କରି ଭୁବନେଶ୍ୱର ଅଭିମୁଖେ ଯାଉଥିଲା । ଫିରିଙ୍ଗିଆ ପୋଲିସ କୌଣସି ସୂତ୍ରରୁ ଖବର ପାଇ ମାଝିପାଡା ଛକରେ ଅଟୋକୁ ଜବତ କରିଥିଲେ । ଫିରିଙ୍ଗିଆ ଥାନା ଭାରପ୍ରାପ୍ତ ଅଧିକାରୀ ପି ଶ୍ୟାମ ସୁନ୍ଦର ରାଓ ୪ ଜଣଙ୍କୁ ଜାବେଦ ଅଖତର, ଡ୍ରାଇଭର 30ଗ୍ରାମ ପିପିଲି, ସୁସ୍ମିତା ସାହୁ ଜଟଣୀ ଜିଲ୍ଲା ଖୋର୍ଦ୍ଧା, ବୟସ 30, ସମୀର କୁମାର ନନ୍ଦ ବୟସ 42 ଗ୍ରାମ ନରସିଂହପୁର ଜିଲ୍ଲା କଟକ, ଜଖିଆ ଦିଗାଲ କରଣ୍ଡାଗଡ ଏମାନଙ୍କ ନାମରେ ଥାନା କେସ ନମ୍ବର 43/20ଏକ ମାମଲା ରୁଜୁ କରି କୋର୍ଟ ଚାଲାଣ କରିଛନ୍ତି ।

hiranchal ad1
Leave A Reply

Your email address will not be published.

five × 5 =