Monthly Archives

June 2020

ଯୋଡା : ଖଣି କାର୍ଯ୍ୟ ଶୁଭାରମ୍ଭ କଲା ଜେଏସ୍‌ଡବ୍ଲୁ

ଯୋଡା, ୨୮- ୬ - ଚଳିତ ବର୍ଷ ମାର୍ଚ୍ଚ ୩୧ ତାରିଖ ସୁଦ୍ଧା ଖଣି ଲିଜ୍ ଅବଧି ସରିଥିବା ୧୯ଟି ଖଣିର ସରକାର ନିଲାମ ପ୍ରକ୍ରିୟା ଶେଷ କରିଛନ୍ତି । ଏଥିରେ ନୂତନ ଖଣି ଲିଜ୍ ଧାରୀମାନେ ସେମାନଙ୍କ ଖଣି କାର୍ଯ୍ୟ ଶୁଭାରମ୍ଭ କରିଥିବା ଜଣାପଡିଛି । ପ୍ରଥମ ଥର ପାଇଁ ଜିନ୍ଦଲ ସାଉଥ ୱେଷ୍ଟ
Read More...

ବିଜେପି ଯୁବ ମୋର୍ଚ୍ଚାର ଯୁବ ସମ୍ବାଦ ରାଲି

ବୌଦ୍ଧ - ଭାରତୀୟ ଜନତା ଯୁବମୋର୍ଚାର ରାଜ୍ୟସ୍ତରୀୟ ଯୁବ ସାମ୍ବାଦ ରାଲି କାର୍ଯ୍ୟକ୍ରମ କଣ୍ଟାମାଲ ନିର୍ବାଚନ ମଣ୍ଡଳୀର ଶୁଣ୍ଢିପଦର ପଂଚାୟତ ଅନ୍ତର୍ଗତ ଧୁଙ୍ଗିଆପଦର ଗ୍ରାମରେ ଯୁବନେତା ଓମ ପ୍ରକାଶ ମିଶ୍ରଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇ ଥିଲା । ଶତାଧିକ ଯୁବକ ଏହି କାର୍ଯ୍ୟକ୍ରମରେ ସୋସିଆଲ
Read More...

ଭୁବନେଶ୍ୱରରେ ପୁଣି ଆଉ ୬ ପଜିଟିଭ ଚିହ୍ନଟ

ଭୁବନେଶ୍ୱର,୨୮/୬: ରାଜଧାନୀ ଭୁବନେଶ୍ୱରରେ କରୋନା ମହାମାରୀର କରାଳରୂପ ଦିନକୁଦିନ ଭୟାନକ ରୂପ ନେଇଛି । ଆଜି ଆଉ ୬ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୩ଜଣ ହୋମ କ୍ୱାରେଣ୍ଟାଇନରୁ ଚିହ୍ନଟ ହୋଇଥିବାବେଳେ ୩ଜଣ ଲୋକାଲ କଣ୍ଟାକ୍ଟ କେସ୍ ବୋଲି ବିଏମସି ପକ୍ଷରୁ ସୂଚନା
Read More...

ପୂର୍ବ ରେକଡର଼୍ ଭାଙ୍ଗିଲା କରୋନା ସଂକ୍ରମଣ

ନୂଆଦିଲ୍ଲୀ: ଭାରତରେ କରୋନା ସଂକ୍ରମଣ ପ୍ରତିଦିନ ନୂଆ ରେକଡର଼୍ ସୃଷ୍ଟି କରୁଛି । ପ୍ରତିଦିନ ଏହା ଅତୀତର ଦୈନିକ ସଂକ୍ରମଣ ରେକଡର଼୍କୁ ଅତିକ୍ରମ କରୁଛି । ଗତ ୨୪ ଘଣ୍ଟା ମଧ୍ୟରେ ରେକଡର଼୍ ୧୯ ହଜାର ୯୦୬ଜଣ ନୂଆ ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିସହିତ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫ ଲକ୍ଷ ୨୮
Read More...

ସୀମା ସୁରକ୍ଷାରେ ସାଲିସ୍ର ପ୍ରଶ୍ନ ଉଠୁନି :ମୋଦି

ନୂଆଦିଲ୍ଲୀ : କୌଣସି ପରିସ୍ଥିତିରେ ବି ଭାରତ ସୀମା ସୁରକ୍ଷା କ୍ଷେତ୍ରରେ କିମ୍ବା ଅଖଣ୍ଡତା ସହିତ କେବେବି କୌଣସି ପରିସ୍ଥିତିରେ ସାଲିସ୍ କରିବ ନାହିଁ । ଭାରତକୁ ଯେଉଁମାନେ ନାଲି ଆଖି ଦେଖାଇଛନ୍ତି ଆମ ଯବାନ୍ମାନେ ସେମାନଙ୍କୁ ଉଚିତ୍ ଜବାବ ଦେଇଛନ୍ତି । ଲଦାଖରେ ମଧ୍ୟ ଯବାନ୍ମାନେ ଉତ୍ପାତ୍ତ
Read More...

ଆୟକର ନିୟମରେ ପରିବର୍ତ୍ତନ: ଭତ୍ତା ଉପରେ ଦାବି କରିହେବ ରିହାତି

ନୂଆଦିଲ୍ଲୀ: ଆୟକର ନିୟମରେ ଏକ ବଡ଼ ପରିବର୍ତ୍ତନ ଅଣାଯାଇଛି । ଯାହା ଆୟକର ଦାତାଙ୍କୁ ବେଶ୍ ଫାଇଦା ଦେବ । ଏହି ପରିବର୍ତ୍ତିତ ବ୍ୟବସ୍ଥା ଅନୁଯାୟୀ ନୂଆ କର ବ୍ୟବସ୍ଥା ଚୟନ କରୁଥିବା କରଦାତା ଅଧିକାରୀଙ୍କ ପ୍ରୟୋଜନ ଲାଗି ହୋଇଥିବା ଖର୍ଚ୍ଚର ଭତ୍ତାରେ ଶୁଳ୍କ ରିହାତି ଦାବି କରିପାରିବେ । ଏଥିରେ
Read More...

ସମ୍ବଲପୁର ଜିଲ୍ଲାରେ କରୋନା ଅର୍ଦ୍ଧଶତକ ଛୁଇଁଲା

ସମ୍ବଲପୁର,ଆଜି ଆଉ ଗୋଟିଏ ପଜିଟିଭ ଚିହ୍ନଟ ହେଲା ପରେ ସମ୍ବଲପୁର ଜିଲ୍ଲାରେ କରୋନା ରୋଗୀ ସ°ଖ୍ଯା ୫୦ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୬ ଜଣ ଚିକିତ୍ସା ରେ ଥିବା ବେଳେ ବାକି ୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବିଷୟରେ ଜିଲ୍ଲା ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜିର
Read More...

ସମ୍ବଲପୁର ଜିଲ୍ଲାରେ କରୋନା ଅର୍ଦ୍ଧଶତକ ଛୁଇଁଲା

ସମ୍ବଲପୁର:ଆଜି ଆଉ ଗୋଟିଏ ପଜିଟିଭ ଚିହ୍ନଟ ହେଲାପରେ ସମ୍ବଲପୁର ଜିଲ୍ଲାରେ କରୋନା ରୋଗୀସଂଖ୍ୟା ୫୦ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ ୨୬ ଜଣ ଚିକିତ୍ସାରେ ଥିବା ବେଳେ ବାକି ୨୪ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି । ଏବିଷୟରେ ଜିଲ୍ଲା ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଆଜିର ରୋଗୀ
Read More...

ଫୋନ୍ ପେ’ରେ ଠକେଇ, ୫ ହଜାର ଟଙ୍କାର ଲୋଭ ଦେଖାଇ ଶିକ୍ଷକଙ୍କ ଠାରୁ ଲୁଟିନେଲେ ୮୮ହଜାର ଟଙ୍କା

ଦାରିଙ୍ଗବାଡି: ଦାରିଙ୍ଗବାଡ଼ି ବ୍ଲକରେ* କାର୍ଯ୍ୟରତ ଜଣେ ଶିକ୍ଷକଙ୍କୁ ଫୋନ ପେ’ ଆପରେ ୪,୯୯୯ ଟଙ୍କା ପାଇବା ଲୋଭ ଦେଖାଇ ଶିକ୍ଷକଙ୍କ ଦାରିଙ୍ଗବାଡ଼ି ଷ୍ଟେଟ ବ୍ୟାଙ୍କ ଆକାଉଣ୍ଟରୁ ୮୮,୯୦୪ ଟଙ୍କା ଠକି ନେଇଥିବା ଜଣାପଡ଼ିଛି। ଏହି ଘଟଣା ସମଗ୍ର ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି କରିଛି କିରିକୁଟୀ
Read More...

ଦାରିଙ୍ଗବାଡ଼ିରେ ପ୍ଲାଷ୍ଟିକ ଅଣ୍ଡା, ରୋଷେଇ ବେଳେ ଅଣ୍ଡା ଫାଟି ୨ ମହିଳା ଆହତ

ଦାରିଙ୍ଗବାଡ଼ି: ଦାରିଙ୍ଗବାଡ଼ି ଅଞ୍ଚଳରେ ପ୍ଲାଷ୍ଟିକ ଅଣ୍ଡା ବିକ୍ରି ହେଉଛି। ଦାରିଙ୍ଗବାଡ଼ି ଥାନା ଅର୍ନ୍ତଗତ ଶ୍ରାନିକେତା ପଞ୍ଚାୟତ ସୁଲୁମାହା ଗ୍ରାମର ୨ ଜଣ ମହିଳା ଘରେ ଅଣ୍ଡା ରୋଷେଇ କରିବା ସମୟରେ ଅଣ୍ଡା ଫାଟିଥିଲା। ଫଳରେ ୨ ମହିଳା ଆହତ ହୋଇଥିବା ଜଣାପଡ଼ିଛି। ଆହତ ମହିଳାମାନେ ଗ୍ରାମର
Read More...