Monthly Archives

July 2020

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲେ ଡେପୁଟି କଲେକ୍ଟର

ବୌଦ୍ଧ,୧୪/୭ - ଗୋଟିଏ ସଡକ ଦୁର୍ଘଟଣାରୁ ଆଜି ଅଳ୍ପକେ ବର୍ତ୍ତି ଯାଇଛନ୍ତି ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ଶରତ କୁମାର ବାଗ୍ । ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାହ୍ନ ଘ.୨. ୩୦ ମିନିଟ ସମୟରେ ବୀରମହାରାଜପୁର - ବିଶିପାଲି - ବୌଦ୍ଧ ରାସ୍ତାରେ ମହିନ୍ଦ୍ରାଟି.ଯୂ.ଭି.
Read More...

ଖୋର୍ଦ୍ଧା ଜିଲ୍ଲା କୋଭିଡ ହସ୍ପିଟାଲ୍ ପାଇଁ ଚୁକ୍ତିନାମା ସ୍ବାକ୍ଷରିତ

ଖୋର୍ଦ୍ଧା: କୋରୋନା ଏବେ ନିଜର କାୟା ବିସ୍ତାର କରିବାରେ ଲାଗିଛି। ଦିନକୁ ଦିନ ଆକ୍ରାନ୍ତ ଙ୍କ ସଂଖ୍ୟା ମଧ୍ୟ ବଢିବାରେ ଲାଗିଛି। ଏହି ପରିପ୍ରେକ୍ଷୀରେ ଖୋର୍ଦ୍ଧା ଜିଲ୍ଲା ପ୍ରଶାସନ ପକ୍ଷରୁ କୋରୋନା ଆକ୍ରାନ୍ତ ରୋଗୀ ମାନଙ୍କର ଚିକିତ୍ସା ନିମନ୍ତେ ଆବଶ୍ୟକ ପଦକ୍ଷେପ ନେଇଛନ୍ତି। ଖୋର୍ଦ୍ଧା
Read More...

କଣ୍ଟେନମେଣ୍ଟ ଜୋନରେ ରାସ୍ତା ବନ୍ଦ ଥିବା ଯୋଗୁ କଷ୍ଟ ପାଇଲେ ଗର୍ଭବତୀ ମହିଳା

ଫୁଲବାଣୀ,୧୪/୭- କଣ୍ଟେନମେଣ୍ଟ ଜୋନରେ ରାସ୍ତା ବନ୍ଦ ଥିବା କାରଣରୁ ଜଣେ ଗର୍ଭବତୀ ମହିଳା କିଭଳି ଅକଥନୀୟ ହଇରାଣ ଅସୁବିଧା ଭୋଗୁଛନ୍ତି ତାହାର ଏକ ଭିଡିଓ ଏବେ କନ୍ଧମାଳ ଜିଲ୍ଲା ରାଇକିଆ ଅଂଚଳରେ ବେଶ ଭାଇରାଲ ହେବାରେ ଲାଗିଛି ! ଗାଁ ଭିତରକୁ ଆମ୍ବୁଲାନ୍ସ ଯାଇ ନ ପାରିବାରୁ ସମ୍ପୃକ୍ତ ଗର୍ବଭତୀ
Read More...

କଣ୍ଟେନମେଣ୍ଟ ଜୋନ ପାଇଁ ତଦାରଖକାରୀ ଅଧିକାରୀ ନିଯୁକ୍ତ

ବୌଦ୍ଧ,୧୪/୭ - ଆଜି ବୌଦ୍ଧ ସହରର ଦୁଇଟି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବେ ପ୍ରଶାସନ ଘୋଷଣା କରିବା ପରେ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସେ ଅଂଚଳରେ ତଦାରଖ କରିବା ପାଇଁ ଅଧିକାରୀ ନିଯୁକ୍ତ କରିଛନ୍ତି । କଣ୍ଟେନମେଣ୍ଟ ଅଂଚଳରେ ଅତିରିକ୍ତ ଜିଲ୍ଲାପାଳ ଏନସି ଜ୍ୟୋତିରଂଜନ ନାଏକଙ୍କୁ ସମସ୍ତ
Read More...

ଆସନ୍ତାକାଲି ସିବିଏସ୍ଇ ଦଶମ ରେଜଲ୍ଟ

ନୂଆଦିଲ୍ଲୀ : ଆସନ୍ତାକାଲି ପ୍ରକାଶ ପାଇବ ସେଣ୍ଟ୍ରାଲ୍ ବୋର୍ଡ ଅଫ୍ ସେକେଣ୍ଡାରୀ ଏଜୁକେସନ୍ (ସିବିଏସ୍ଇ) ଦଶମ ଶ୍ରେଣୀ ପରୀକ୍ଷା ଫଳ । ସିବିଏସ୍ଇ ପରୀକ୍ଷା ଫଳ ଆଜି ପ୍ରକାଶ ପାଇବାର ଥିଲା ମାତ୍ର ତାହା ବୁଧବାର ପ୍ରକାଶ ପାଇବ ବୋଲି ସୂଚନା ରହିଛି । କେନ୍ଦ୍ର ମାନବ ସମ୍ବଳ ବିକାଶ ମନ୍ତ୍ରୀ
Read More...

ବିଦାହେଲେ ସଚିନ୍

ଜୟପୁର : ରାଜସ୍ଥାନ ରାଜନୀତି ଆଜି ନାଟକୀୟ ମୋଡ଼ ନେଇଛି । ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ପଲା ଭାରି ପଡ଼ିଥିବା ବେଳେ ବିଦ୍ରୋହୀ ନେତା ସଚିନ୍ ପାଇଲଟଙ୍କୁ ଶକ୍ତ ଝଟ୍କା ଲାଗିଛି । ତାଙ୍କୁ ଉପମୁଖ୍ୟମନ୍ତ୍ରୀ ପଦରୁ ହଟାଇ ଦିଆଯାଇଛି । ତାଙ୍କର ଦୁଇ ଅନୁଗତ ବା ସମର୍ଥକଙ୍କୁ ମନ୍ତ୍ରିମଣ୍ଡଳରୁ
Read More...

ଭିମସାରରେ କରୋନା ପ୍ରବେଶ କଲା: ଆଜି ଦୁଇଜଣ ପଜିଟିଭ ଚିହ୍ନଟ ମଧ୍ୟରୁ ଜଣେ ଡାକ୍ତର

ସମ୍ବଲପୁର : ବାରବର୍ଷର ତପସ୍ୟା ଶୁଖୁଆ ପୋଡାରେ ଗଲାପରି ଅନେକ ଆକଟ ଓ ସାବଧାନ ରହିବା ସତ୍ତ୍ୱେ ଆଜି ଏଠାକାର ବଡ଼ମେଡ଼ିକାଲ ଭିମସାରରେ କରୋନା ପ୍ରବେଶ କରିଛି । ଜିଲ୍ଲା ପ୍ରଶାସନ ପକ୍ଷରୁ ଏ ବିଷୟରେ ମିଳିଥିବା ସୂଚନା ଅନୁସାରେ ଜଣେ ୨୮ବର୍ଷୀୟ ଡାକ୍ତର ପଜିଟିଭ ଚିହ୍ନଟ ହୋଇଛନ୍ତି, ଯିଏକି
Read More...

ଅନଲାଇନରେ ଭିନ୍ନକ୍ଷମ ଛାତ୍ରଛାତ୍ରୀଙ୍କ ନାମଲେଖା

ଭୁବନେଶ୍ୱର: କରୋନା ମହାମାରୀକୁ ଦୃଷ୍ଟିରେ ରଖି ଏଣିକି ଅନଲାଇନ ମାଧ୍ୟମରେ ଭିନ୍ନକ୍ଷମ ଛାତ୍ରଛାତ୍ରୀମାନଙ୍କର ନାମଲେଖା ପାଇଁ ନିଷ୍ପତ୍ତି ହୋଇଛି ବୋଲି ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା ସୂଚନା ଦେଇଛନ୍ତି । ମନ୍ତ୍ରୀ ଶ୍ରୀ ପଣ୍ଡା କହିଛନ୍ତି ଏ ନେଇ
Read More...

ଆଇପିଏସ୍ ସ୍ତରରେ ବଡ ଧରଣର ଅଦଳବଦଳ : ଉମାଶଙ୍କର ଭୁବନେଶ୍ୱର ନୂଆ ଡିସିପି, ସାଗରିକା ସୁନ୍ଦରଗଡ ଏସପି

ଭୁବନେଶ୍ୱର: ରାଜ୍ୟ ସରକାର ଆଜି ଆପିଏସ୍ ସ୍ତରରେ ବଡଧରଣର ଅଦଳବଦଳ କରିଛନ୍ତି । କେନ୍ଦ୍ରୀୟ ଡେପୁଟେସନରୁ ଫେରିଥିବା ବରିଷ୍ଠ ଆଇପିଏସ୍ ଏମ୍ ଅକ୍ଷୟଙ୍କୁ ରାଜ୍ୟ ପୁଲିସ ହାଉସିଂ କର୍ପୋରେସନର ସିଏମଡି ଭାବେ ନିଯୁକ୍ତି ଦିଆଯାଇଥିବା ବେଳେ କୋଇଲା ନିର୍ଦ୍ଦେଶକ ଥିବା ଆଇପିଏସ ସତ୍ୟଜିତ
Read More...

ସିବିଏସ୍‍ଇ ଦ୍ୱାଦଶ ଶ୍ରେଣୀ ପରୀକ୍ଷାରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ ଛାତ୍ରଛାତ୍ରୀଙ୍କ ସଫଳତା

ଭୁବନେଶ୍ୱର :କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସ୍‍ଇ) ଦ୍ୱାରା ପରିଚାଳିତ ଦ୍ୱାଦଶ ଶ୍ରେଣୀ ପରୀକ୍ଷା ଫଳ ଆଜି ପ୍ରକାଶିତ ହୋଇଛି । ଏଥିରେ କିଟ୍‍ ଇଣ୍ଟରନ୍ୟାସ୍‍ନାଲ୍‍ ସ୍କୁଲ୍‍ର ଛାତ୍ରଛାତ୍ରୀମାନେ ଶତପ୍ରତିଶତ ସଫଳତା ହାସଲ କରିଛନ୍ତି । ବିଜ୍ଞାନରେ ସ୍କୁଲ୍‍ର ଛାତ୍ର ଅମନ ପାତ୍ର
Read More...