Monthly Archives

July 2020

ରେକର୍ଡ : ଦେଶରେ ୨୪ଘଣ୍ଟାରେ ୨୯,୪୨୯ ନୂଆ ପଜିଟିଭ ଚିହ୍ନଟ, ୫୮୨ ଲୋକଙ୍କ ଯାଇଛି ଜୀବନ

ନୂଆଦିଲ୍ଲୀ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢୁଥିବା ବେଳେ ଗତ ୨୪ ଘଣ୍ଟା ମଧ୍ୟରେ ରେକର୍ଡ ସଂଖ୍ୟାକ ୨୯ହଜାରରୁ ଅଧିକ ନୂଆ ମାମଲା ସାମ୍ନାକୁ ଆସିଛି । ଯାହା ଦ୍ୱାରା ଦେଶରେ ସଂକ୍ରମିତଙ୍କ ସଂଖ୍ୟା ୯.୩୬ ଲକ୍ଷକୁ ବୃଦ୍ଧି ପାଇଛି । ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ ୨୦ହଜାର ସଂକ୍ରମିତ…
Read More...

ଝାଡ୍ରାଜିଙ୍ଗ ପଜିଟିଭଙ୍କ କଣ୍ଟାକ୍ଟ ଟ୍ରେସିଂ ମଧ୍ୟରୁ ପୁଣି ୨ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୫/୭ : ଗତକାଲି ବୌଦ୍ଧ ସହର, ପୁରୁଣାକଟକ ଓ ମଥୁରା ଅଂଚଳରୁ ୭ ଜଣଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ବେଳେ ଆଜି ଚାରିଛକ ଅଂଚଳରୁ ପୁଣି ୨ ଜଣ କରୋନା ସଂକ୍ରମଣ ଥିବା ରିପୋର୍ଟ ଆସିଛି । ଆଜିର ୨ ଜଣ ବ୍ୟକ୍ତିଙ୍କୁ ମିଶାଇଲେ ବୌଦ୍ଧ ଜିଲ୍ଲାର କରୋନା ପଜିଟିଭ ସଂଖ୍ୟା ୬୨ରେ ପହଞ୍ଚିଛି…
Read More...

ସାଂଘାତିକ ହେଉଛି ରାଜ୍ୟରେ କରୋନା ସ୍ଥିତି : ପୁଣି ୬୧୮ ନୂଆ ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ସାଂଘାତିକ ହେବାରେ ଲାଗିଛି । ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଭିନ୍ନ ଅଂଚଳରେ ସଟଡାଉନ ଘୋଷଣା କରୁଥିଲେ ମଧ୍ୟ ତାହା ସ୍ଥିତିକୁ ସୁଧାରିବାରେ ସଫଳ ହୋଇପାରୁନାହିଁ । ଆଜି ପୁଣି ରାଜ୍ୟରେ ୬୧୮ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ…
Read More...

ମହାନଦୀ ବ୍ରିଜରୁ ଡେଇଁପଡିଲେ ମହିଳା

ସୋନପୁର : ଗତକାଲି ସଂଧ୍ୟାରେ ସୋନପୁର ମହାନଦୀ ପୋଲ ଉପରୁ ତଳକୁ ଡେଇଁପଡିଲେ ଜଣେ ମହିଳା । ସଂନ୍ଧ୍ୟା ସମୟରେ ଉଲୁଣ୍ଡା ବ୍ଲକ କୁହ୍ଲିଆକାନୀ ଗାଁର ନିତ୍ୟାନନ୍ଦ ସେଠୀ ତାଙ୍କ ପତ୍ନୀ ମୀରା ସେଠୀଙ୍କ ସହିତ ସୋନପୁରରୁ ଫେରୁଥିବା ବେଳେ ମହାନଦୀ ପୋଲ ମଝିରେ ପାଣି ଦେଖିବା ପାଇଁ ଓହ୍ଲାଇଥିଲେ ।…
Read More...

ରିପୋର୍ଟ ନେଗେଟିଭ ଆସିଲେ ବାପାଙ୍କ ଶୁଦ୍ଧିକ୍ରିୟା କରିବାକୁ ଆଶାବାଦୀ ପୁଅ

ବୌଦ୍ଧ,୧୫/୭ – ବୌଦ୍ଧଜିଲ୍ଲା ହରଭଙ୍ଗା ଗ୍ରାମର ୫୨ ବର୍ଷିୟ ପଞ୍ଚୁ ଦନାୟକଙ୍କ ଗତ ଗୁରୁବାର ଦିନ ମ୍ରୁତ୍ୟୁ ହୋଇଥିଲା । ବଡ଼ ପୁଅ ସୁଶାନ୍ତ ଦନାୟକ ରୋଜଗାର କରିବା ପାଇଁ ସୁରଟକୁ କାମ କରିବାକୁ ଯାଇଥିବାରୁ ଶେଷ ସମୟରେ ବାପାଙ୍କ ମୁହଁ ଦେଖି ପାରିଲେ ନାହିଁ । ବାପାଙ୍କ ମ୍ରୁତ୍ୟୁ ଖବର ପରିବାର…
Read More...

ରକ୍ଷଣାବେକ୍ଷଣ ଅଭାବରୁ ରାସ୍ତା ଅବସ୍ଥା ଶୋଚନୀୟ

ବୌଦ୍ଧ,୧୫/୭ – ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ୍ ରେଙ୍ଗାଲି ଗ୍ରାମ ପଂଚାୟତକୁ ସଂଯୋଗ କରୁଥିବା ଗ୍ରାମ୍ୟ ଉନ୍ନୟନ ବିଭାଗ ଦ୍ୱାରା ନିର୍ମିତ ପ୍ରଧାନମନ୍ତ୍ରୀ ସଡକ ଅବସ୍ଥା ଦିନକୁଦିନ ଶୋଚନୀୟ ହୋଇ ପଡୁଛି । ଉକ୍ତ ରାସ୍ତା ଉପରେ ସମଗ୍ର ରେଙ୍ଗାଲି ଗ୍ରାମ ପଂଚାୟତର ଲୋକ ପଂଚାୟତ କାର୍ଯ୍ୟାଳୟକୁ…
Read More...

ନାଳରେ ବୁଡି ବୃଦ୍ଧଙ୍କ ମୃତ୍ୟୁ

ବୌଦ୍ଧ -କଣ୍ଟାମାଳ ବ୍ଲକ୍ ଝିଙ୍କରପାଲି ଗ୍ରାମରେ ଜଣେ ବୃଦ୍ଧ ଗ୍ରାମ ନିକଟ ନାଳ କୁ ଗଧୋଇବାକୁ ଯାଇ ପାଣିରେ ବୁଡି ମୃତ୍ୟୁବରଣ କରିଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ଝିଙ୍କର କଣ୍ଟାମାଳ ଥାନା ଝିଙ୍କର ପାଲି ଗ୍ରାମର ତହସିଲ ସୁନା ଆଜି ସକାଳେ ଗାଆଁ ନିକଟ ନାଳକୁ ଗାଧୋଇବାକୁ…
Read More...

ବୌଦ୍ଧ : ଦିନ ୨ ଘଣ୍ଟା ପରେ ବୌଦ୍ଧ ଜିଲ୍ଲା ହେବ ସଂପୂର୍ଣ୍ଣ ଲକ୍ ଡାଉନ୍

ବୌଦ୍ଧ,୧୪/୭ - ଜିଲାରେ କରୋନା ସଂକ୍ରମଣ ଦିନକୁଦିନ ବଢୁଥିବାରୁ ଦୋକାନ ବଜାର ଓ ଜନସାଧାରଣଙ୍କ ଚଳପ୍ରଚଳ ସମୟରେ ହ୍ରାସ କରିଛି ଜିଲ୍ଲା ପ୍ରଶାସନ । ଆଜି ଏ ସଂପର୍କରେ ଆଦେଶ ଜାରୀ କରିଛନ୍ତି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର । ଆସନ୍ତାକାଲି ଠାରୁ ଜୁଲାଇ ମାସ ଶେଷ ଯାଏଁ ଜିଲ୍ଲାର ସମସ୍ତ ଦୋକାନ…
Read More...

ଆଉ ନିସ୍ତାର ନାହିଁ, ଏଥର ସାବାଡ ହେବେ ଅମାନିଆ !

ବୌଦ୍ଧ,୧୪/୭ - ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବାକୁ ପ୍ରଶାସନ ଲୋକଙ୍କୁ ଯେତେ ସଚେତନ କଲେ ମଧ୍ୟ ଗୁଡାଏ ଅମାନିଆ ଲୋକ ଫୁ….ରେ ଉଡାଇ ଦେଉଥିବା ଦେଖିବାକୁ ମିଳୁଛି । ଆଉ ନିସ୍ତାର ନାହିଁ ଏଥର, ଯିଏ କୋଭିଡ୍ ଆଇନକୁ ଉଲଙ୍ଘନ କରିବ ଧରା ପଡିଲେ ଦେବେ ତଣ୍ଡ । ସାମାଜିକ ଦୂରତା ରକ୍ଷା ଓ…
Read More...

ଆଉ ନିସ୍ତାର ନାହିଁ, ଏଥର ସାବାଡ ହେବେ ଅମାନିଆ !

ବୌଦ୍ଧ,୧୪/୭ - ସାମାଜିକ ଦୂରତା ରକ୍ଷା ଓ ମାସ୍କ ପିନ୍ଧିବାକୁ ପ୍ରଶାସନ ଲୋକଙ୍କୁ ଯେତେ ସଚେତନ କଲେ ମଧ୍ୟ ଗୁଡାଏ ଅମାନିଆ ଲୋକ ଫୁ….ରେ ଉଡାଇ ଦେଉଥିବା ଦେଖିବାକୁ ମିଳୁଛି । ଆଉ ନିସ୍ତାର ନାହିଁ ଏଥର, ଯିଏ କୋଭିଡ୍ ଆଇନକୁ ଉଲଙ୍ଘନ କରିବ ଧରା ପଡିଲେ ଦେବେ ତଣ୍ଡ । ସାମାଜିକ ଦୂରତା ରକ୍ଷା ଓ…
Read More...