Monthly Archives

July 2020

କୋଭିଡ ମୁକାବିଲା : ରୋଗୀଙ୍କ ସୁବିଧା, କୋଭିଡ ଯୋଦ୍ଧାଙ୍କ ସୁରକ୍ଷା ଓ ଫୋକସ୍‌ ଜିଲ୍ଲା ଉପରେ ମୁଖ୍ୟମନ୍ତ୍ରୀଙ୍କ…

ମୁଖ୍ୟମନ୍ତ୍ରୀ ଶ୍ରୀ ନବୀନ ପଟ୍ଟନାୟକ ଆଜି ଏକ ଉଚ୍ଚସ୍ତରୀୟ ବୈଠକରେ କୋଭିଡ ମୁକାବିଲା ସଂପର୍କରେ ସମୀକ୍ଷା କରିଥଲେ। ଏହି ବୈଠକରେ ମୁଖ୍ୟମନ୍ରୀେ କୋଭିଡ ରୋଗୀଙ୍କ ସୁବିଧା, କୋଭିଡ ରୋଗୀଙ୍କ ନିରାପତ୍ତା ଉପରେ ବିଶେଷ ଗୁରୁତ୍ବ ଆରୋପ କରିଥିଲେ। ଏହାସହିତ ରାଜ୍ୟର ୫ଟି ଫୋକସ୍‌ ଜିଲ୍ଲାରେ ତଦାରଖ
Read More...

ସମୁଦ୍ରରୁ ମିଳିଲା ମଣିଷ ସଦୃଶ ମାଛ, ଓଠ ଓ ଦାନ୍ତ ଦେଖି ଲୋକଙ୍କ ଉଡିଲା ହୋସ୍‌

ସୋସିଆଲ ମିଡିଆର ୟୁଜର୍ସମାନେ ସବୁବେଳେ ବିଚିତ୍ର ଓ ରହସ୍ୟମୟ ଜୀବଙ୍କ ଦେଖାଇଥାନ୍ତି । ଜୀବଜନ୍ତୁଙ୍କ ଏମିତି କେତେକ ଫଟୋ ଭାଇରାଲ ହେଉଛି ଯାହାକୁ ଲୋକମାନେ ଖୁବ୍ ପସନ୍ଦ କରିଛନ୍ତି । ଏବେ ସୋସିଆଲ ମିଡିଆରେ ମଣିଷ ପରି ଦେଖାଯାଉଥିବା ଏକ ମାଛର ଫଟୋ ଭାଇରାଲ ହେବାର ଲାଗିଛି । ଏହି
Read More...

ମାସେ ମଧ୍ୟରେ ଚିକେନ୍ ବିକ୍ରେତାଙ୍କୁ ସ୍ଥାନ ଯୋଗାଇ ଦେବ ଏନଏସି

ବୌଦ୍ଧ,୧୩/୭ : ରାସ୍ତା ପାର୍ଶ୍ୱରେ ଚିକେନ୍ କାଟିବାକୁ ବୌଦ୍ଧ ଏନଏସି ବାରଣ କରିଥିଲା ଓ କିଛି ଦୋକାନୀମାନଙ୍କୁ ଜରିମାନା ମଧ୍ୟ କରିଥିଲା । ବୌଦ୍ଧ ସହରର ଚିକେନ୍ ବିକ୍ରେତାମାନେ ଗତକାଲି ଏହାର ପ୍ରତିବାଦ କରି ଜିଲ୍ଲାପାଳଙ୍କୁ ଏକ ଦାବିପତ୍ର ପ୍ରଦାନ କରିଥିଲେ । ସେମାନଙ୍କ ପାଇଁ କୌଣସି
Read More...

ପୁରୁଣାକଟକକୁ ୭୨ ଘଣ୍ଟା ସଟ୍‌ଡାଉନ୍ କଲେ ସରପଞ୍ଚ

ବୌଦ୍ଧ,୧୩/୭ : ଆଜି ବୌଦ୍ଧ ଜିଲ୍ଲାରେ ୭ ଜଣଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ବେଳେ ସେଥିମଧ୍ୟରୁ ପୁରୁଣାକଟକର ଦୁଇ ଜଣ ବ୍ୟକ୍ତି ଆକ୍ରାନ୍ତ ଥିବା ଜଣାପଡିଛି । ସେଥିପାଇଁ ଆଜି ଖବର ପାଇବା ପରେ ପୁରୁଣାକଟକକୁ ସ୍ଥାନୀୟ ସରପଞ୍ଚ ଭବାନୀବାଳା କହଁର ଓ ସ୍ଥାନୀୟ ପ୍ରଶାସନ ୭୨ ଘଣ୍ଟା ପାଇଁ
Read More...

ସାରା ଅଲ୍ଲି ଖାଁଙ୍କ ଡ୍ରାଇଭରକୁ କରୋନା

ମୁମ୍ବାଇ : ଫିଲ୍ମ ଜଗତରେ ଲଗାତାର କରୋନା ଭାଇରସ ସଂକ୍ରମଣ ଜାରି ରହିଛି । ବଚ୍ଚନ ପରିବାର ଓ ଅନୁପର ଖେରଙ୍କ ପରିବାର ପରେ ଏବେ ଅଭିନେତ୍ରୀ ସାରା ଅଲ୍ଲି ଖାଁଙ୍କ ଡ୍ରାଇଭର ମଧ୍ୟ କରୋନା ରୋଗରେ ସଂକ୍ରମିତ ହୋଇଛନ୍ତି । ଏହାର ସୂଚନା ଅଭିନେତ୍ରୀ ନିଜେ ତାଙ୍କର ଇଷ୍ଟ୍ରାଗ୍ରାମ ଆକାଉଣ୍ଟ ଜରିଆରେ
Read More...

ବୃକ୍ଷ ରୋପଣ ଓ ମାସ୍କ୍ ବଣ୍ଟନ କରି ବିବାହ ବାର୍ଷିକ ଉତ୍ସବ ପାଳନ

ମହାବୀର ମଲ୍ଟି ଜିମ୍ର ପ୍ରତିଷ୍ଠାତା ତଥା ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ର ଉପସଭାପତି ଅକ୍ଷୟ କୁମାର ସ୍ବାଇଁ ଓ ଲକ୍ଷ୍ମୀପ୍ରିୟା ସାହୁଙ୍କ ୪ର୍ଥ ବିବାହ ବାର୍ଷିକ ଉପଲକ୍ଷେ ୱାର୍ଡ ନମ୍ବର ୫ , ସତ୍ୟବିହାର ଶିବମନ୍ଦିର ପରିସରରେ ୨୦ଗୋଟି ବୃକ୍ଷ ରୋପଣ କରାଯିବା ସହିତ କରୋନା ସଚେତନତା
Read More...

ନତାଶା ସେୟାର କଲେ ବେବି ବମ୍ପ ଫଟୋ, ହାର୍ଦ୍ଦିକଙ୍କୁ ଦେଲେ ଏହି ଖାସ୍ ମେସେଜ୍‌

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ଟିମ୍ ଇଣ୍ଡିଆର ଷ୍ଟାର ଖେଳାଳି ହାର୍ଦ୍ଦିକ୍ ପାଣ୍ଡ୍ୟା ଏକ ଖୁସି ଖବର ଜଣାଇଥିଲେ । ହାର୍ଦ୍ଦିକ ଜଣାଇଥିଲେ ଯେ, ସେ ଖୁବଶୀଘ୍ର ବାପା ହେବାକୁ ଯାଉଛନ୍ତି । ଏହାପରେ ତାଙ୍କୁ ବହୁ କ୍ରିକେଟର ଓ ସମର୍ଥକ ତାଙ୍କୁ ଅଭିନନ୍ଦନ ଜଣାଇଥିଲେ । ଏବେ ହାର୍ଦ୍ଦିକଙ୍କ
Read More...

ଆସାମ ବନ୍ୟା : ବଢିପାଣିରେ ପଶି ଲୋକଙ୍କ ଜୀବନ ବଞ୍ଚାଉଛନ୍ତି ଏହି ବିଧାୟକ, ଭିଡିଓ ହେଲା ଭାଇରାଲ

ନୂଆଦିଲ୍ଲୀ : ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ଆସାମ ସରକାରର ଜଣେ ବିଧାୟକ ମୃଣାଳ ସୈକିୟା ସୁଦୁର ଗାଁରେ ବଢିପାଣିରେ ପଶି ଲୋକଙ୍କୁ ସାହାଯ୍ୟ କରୁଥିବା ଦେଖିବାକୁ ମିଳୁଛି । ଆସାମରେ ଏହି ସମୟରେ ୨୪ ଜିଲ୍ଲାର ୨,୦୧୫ ଗାଁର ୧୩ଲକ୍ଷ ଲୋକ ପ୍ରଭାବିତ
Read More...

ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୯ଲକ୍ଷ ପାର୍‌, ୨୪ ଘଣ୍ଟାରେ ୨୮,୪୯୮ ନୂଆ ପଜିଟିଭ୍ ଚିହ୍ନଟ

ନୂଆଦିଲ୍ଲୀ : ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାର ନା ଧରୁନାହିଁ । ଗତ ୨୪ ଘଣ୍ଟା ମଧ୍ୟରେ ଦେଶରେ ୨୮,୪୯୮ ନୂଆ ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଦେଶରେ ମୋଟ ଆକ୍ରାନ୍ତ ସଂଖ୍ୟା ୯ଲକ୍ଷକୁ ଅତିକ୍ରମ କରିଛି । ଏହି ସମୟ ମଧ୍ୟରେ ୫୫୩ ରୋଗୀ ମୃତ୍ୟୁବରଣ କରିଛନ୍ତି । ମୋଟ ମୃତ୍ୟୁ ସଂଖ୍ୟା
Read More...

ସୁବର୍ଣ୍ଣପୁରରେ ମାଇକ୍ରୋ ଲୋକ ଅଦାଲତ

ସୋନପୁର, ୧୪/୭ : ମୋଟରଯାନ ଦୁର୍ଘଟଣାଜନିତ କ୍ଷତିପୂରଣ ମାମଲା ସଂବନ୍ଧିତ ଏକ ମାଇକ୍ରୋ ଲୋକ ଅଦାଲତ ସ୍ଥାନୀୟ ସିଭିଲକୋଟ ପରିସରରେ ଅନୁଷ୍ଠିତ ହୋଇଯାଇଛି । କରୋନା କଟକଣାକୁ ଦୃଷ୍ଟିରେ ରଖି ସାମାଜିକ ଦୁରତା ଅବଲମ୍ବନ କରି ଅନୁଷ୍ଠିତ ହୋଇଥିବା ଏହି ଲୋକ ଅଦାଲତ ରେ ଜିଲ୍ଲା ଦୌରାଜଜ୍ ଅରୁଣ କୁମାର
Read More...