ପୁରୁଣାକଟକକୁ ୭୨ ଘଣ୍ଟା ସଟ୍‌ଡାଉନ୍ କଲେ ସରପଞ୍ଚ

0 1,328

ବୌଦ୍ଧ,୧୩/୭ : ଆଜି ବୌଦ୍ଧ ଜିଲ୍ଲାରେ ୭ ଜଣଙ୍କ ଦେହରେ କରୋନା ପଜିଟିଭ ବାହାରିଥିବା ବେଳେ ସେଥିମଧ୍ୟରୁ ପୁରୁଣାକଟକର ଦୁଇ ଜଣ ବ୍ୟକ୍ତି ଆକ୍ରାନ୍ତ ଥିବା ଜଣାପଡିଛି । ସେଥିପାଇଁ ଆଜି ଖବର ପାଇବା ପରେ ପୁରୁଣାକଟକକୁ ସ୍ଥାନୀୟ ସରପଞ୍ଚ ଭବାନୀବାଳା କହଁର ଓ ସ୍ଥାନୀୟ ପ୍ରଶାସନ ୭୨ ଘଣ୍ଟା ପାଇଁ ସଟ୍‌ଡାଉନ୍ ଘୋଷଣା କରିଛନ୍ତି ।

hiranchal ad1
Leave A Reply

Your email address will not be published.

9 + thirteen =