Monthly Archives

July 2020

ବଲାଙ୍ଗୀରକୁ ୪ଦିନିଆ ସଟଡ଼ାଉନ କଲେ ଜିଲ୍ଲାପାଳ

ବଲାଙ୍ଗୀର: ଗତ ତିନିଦିନରେ ୬୮ଜଣ କରୋନା ଆକ୍ରାନ୍ତ ଜିଲ୍ଲାର ବିଭିନ୍ନ ଅଂଚଳରେ ଜଣାପଡ଼ିବା ପରେ ଆଜି ୬ଜଣ ପଜିଟିଭ ବୋଲି ସୂଚନା ଦିଆଯାଇଛି । ଆଜି ମୋଟ ୪୦୬ଜଣ ଆକ୍ରାନ୍ତ ହୋଇଥିଲେ ମଧ୍ୟ ୨୮୬ ଜଣ ସୁସ୍ଥ ହୋଇ ଫେରିଛନ୍ତି । ୧୨୦ଜଣ ଚିକିତ୍ସିତ ହେଉଛନ୍ତି । ବଲାଙ୍ଗୀର ସହର ଓ ଜିଲ୍ଲାରେ
Read More...

ସୁନ୍ଦରଗଡ ଜିଲ୍ଲାରେ ପୁଣି ୭୪ କରୋନା ପଜିଟିଭ

ରାଉରକେଲା : ସୁନ୍ଦରଗଡ଼ ଜିଲ୍ଲାରେ କରୋନା ଦିନକୁ ଦିନ ବଢିବାରେ ଲାଗିଛି । ଗତକାଲି ଜିଲ୍ଲାରେ ୫୯୦ ଜଣଙ୍କର ନମୁନା ପରିକ୍ଷା କରାଯାଇଥିଲା । ସେଥିମଧ୍ୟରୁ ୭୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଜିଲ୍ଲାର ସର୍ବାଧିକ କରୋନା ପଜିଟିଭ ରାଉରକେଲା ସହରରୁ
Read More...

ବିଶ୍ୱକପ୍‌ ୨୦୨୩ ପାଇଁ ନିର୍ଣ୍ଣାୟକ ହେବ ସୁପର ଲିଗ୍‌

ନୂଆଦିଲ୍ଲୀ: ଭାରତରେ ହେବାକୁ ଯାଉଥିବା ୨୦୨୩ ଦିନିକିଆ ବିଶ୍ୱକପ୍‌ ଲାଗି ଇଂଲଣ୍ଡ ଓ ଆୟର୍ଲାଣ୍ଡ ମଧ୍ୟରେ ଅନୁଷ୍ଠିତ ସୁପରଲିଗ୍‌ ଏକ ଯୋଗ୍ୟତା ପର୍ଯ୍ୟାୟ ଟୁର୍ଣ୍ଣାମେଣ୍ଟ । ଏହି ଚାମ୍ପିଅନ୍‌ଶିପ୍‌ରୁ ବିଶ୍ୱକପ୍‌ରେ କେଉଁ କେଉଁ ଦଳ ଖେଳିବାକୁ ଯୋଗ୍ୟତା ଅର୍ଜନ କରିବେ ତାହା ସ୍ଥିର କରାଯିବ ।
Read More...

ପ୍ରିନ୍ସପାଲ ସିଂ ଜି-ଲିଗ୍‌ ଖେଳିବାରେ ଚତୁର୍ଥ ଭାରତୀୟ

ନୂଆଦିଲ୍ଲୀ: ଭାରତର ପ୍ରିନ୍ସିପାଲ ସିଂ ଆମେରିକାର ପ୍ରସିଦ୍ଧ ଏନ୍‌ବିଏ ଜି-ଲିଗ୍‌ରେ ଖେଳିବାକୁ ମନୋନୀତ ହୋଇଛନ୍ତି । ଲୁଧିଆନାରେ ଏହି ୬ଫୁଟ ୧୦ ଇଞ୍ଚ ଉଚ୍ଚତା ବିଶିଷ୍ଟ ବାସ୍କେଟବଲ ଖେଳାଳି ଚତୁର୍ଥ ଭାରତୀୟ ଭାବେ ଏହି ସମ୍ମାନଜନକ ଲିଗ୍‌ ଖେଳିବାକୁ ମନୋନୀତ ହୋଇଛନ୍ତି । ତାଙ୍କ ପୂର୍ବରୁ
Read More...

ଦାରିଙ୍ଗବାଡ଼ିର ଦୁଇ କରୋନା ଯୋଦ୍ଧା

ଦାରିଙ୍ଗବାଡ଼ି : କରୋନା ସଂକ୍ରମଣ ପ୍ରତିହତ କରିବା ପାଇଁ ସରକାରଙ୍କ ତରଫରୁ ଲକ୍‌ଡାଉନ କରାଯାଇଛି । ଏହି ସମୟରେ ସମସ୍ତଙ୍କୁ ଘରେ ରହିବା ପାଇଁ ସରକାର ବାଧ୍ୟକତାମୂଳକ କରିଛନ୍ତି । କିନ୍ତୁ ଏପରି କିଛି ସେବା ଅଛି ଯାହାକି ଅତ୍ୟନ୍ତ ଜରୁରୀ ।ସେ ସେବାରେ ନିୟୋଜିତ ଅଧିକାରୀମାନେ ନିଜ ଜୀବନକୁ
Read More...

ଆଜି ପୁଣି ୧୧ ରୋଗୀ ଚିହ୍ନଟ, ମୋଟ ୪୬୩ ରେ ପଂହଚିଲା ପଜିଟିଭଙ୍କ ସଂଖ୍ୟା,୧ମୃତ

ଫୁଲବାଣୀ: କନ୍ଧମାଳ ଜିଲ୍ଲାରେ କରୋନା ତାର ଧିରେ ଧିରେ କାୟା ବିସ୍ତାର କରିଚାଲିଛି । ଆଜି ପୁଣି ଜିଲ୍ଲାରେ ୧୧ ଜଣ ନୂତନ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏଥିରୁ ୬ ଜଣ ପୁରୁଷ ଥିବା ବେଳେ ୫ ଜଣ ମହିଳା ଅଛନ୍ତି । ୭ ଜଣ କରୋନା ପଜିଟିଭ ରୋଗୀ ଜି.ଉଦୟଗିରି ସବଜେଲରୁ ଚିହ୍ନଟ ହୋଇଥିବା ବେଳେ ୪
Read More...

ବୌଦ୍ଧ : ବିରଞ୍ଚି ଧରୁଆ ହେଲେ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ

ବୌଦ୍ଧ : ଓଡିଶା ରାଜସ୍ୱ ସେବାର ଅଧିକାରୀ ତଥା ବୌଦ୍ଧ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ଡେପୁଟି କଲେକ୍ଟର ବିରଞ୍ଚି ଧରୁଆ ବୌଦ୍ଧ ଜିଲ୍ଲା ସୂଚନା ଓ ଲୋକ ସମ୍ପର୍କ ଅଧିକାରୀ ଭାବେ ଅତିରିକ୍ତ ଦାୟିତ୍ୱରେ ରହିବେ । ଆଜି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ତାଙ୍କୁ ନିଯୁକ୍ତ କରିଥିବା ବେଳେ ସେ ନିଜ ମୂଳ
Read More...

କନ୍ଧମାଳରେ କୃଷି ବୀମା ରଥ ଗଡିଲା , କଣ୍ଟେନମେଣ୍ଟ ଜୋନ ବ୍ୟତୀତ ୧୭୧ଟି ପଞ୍ଚାୟତରେ କରିବ ସଚେତନତା

ଫୁଲବାଣୀ: ଆଜି ଫୁଲବାଣୀ କୃଷି କାର୍ଯ୍ୟାଳୟ ପରିସରେ ଦେଶରେ ଚାଷୀମାନଙ୍କ ପାଇଁ ସେମାନଙ୍କର କୃଷିରେ ସହାୟତା ନିମନ୍ତେ ବିଭିନ୍ନ ପ୍ରକାରର ପ୍ରାକୃତିକ ବିପର୍ଯ୍ୟୟ ଯୋଗୁଁ ଚାଷରେ କ୍ଷୟକ୍ଷତି ହେଲେ କେନ୍ଦ୍ର ସରକାରଙ୍କ ଦ୍ୱାରା ଆରମ୍ଭ କରାଯାଇଥିବା କୃଷି ବୀମା ଯୋଜନାର ବିଭିନ୍ନ ସୁବିଧାଗୁଡିକ
Read More...

ଜିଲା ପ୍ରଶାସନ ତରଫରୁ ସରକାରୀ କାର୍ଯ୍ୟାଳୟକୁ ଆସିବାକୁ ବାରଣ

ଫୁଲବାଣୀ:କରୋନା ସଂକ୍ରମଣ ଦିନକୁ ଦିନ ବଢିଚାଲିଥିବା ଫଳରେ କରୋନା ମୁକାବିଲା ଦାୟିତ୍ୱରେ ଥିବା ବିଭିନ୍ନ ବିଭାଗର ସରକାରୀ କର୍ମଚାରୀ, ପୋଲିସ କର୍ମଚାରୀ ମଧ୍ୟ ଦିନକୁ ଦିନ ବହୁସଂଖ୍ୟାରେ ସଂକ୍ରମିତ ହେବାରେ ଲାଗିଛନ୍ତି । ସରକାରୀ କର୍ମଚାରୀ ମାନେ ଏବେ ଭୟଭୀତ ଅବସ୍ଥାରେ ଅଛନ୍ତି ।
Read More...

କୋଭିଡ କଟକଣା ବିରୁଦ୍ଧାଚରଣ ପାଇଁ କାର୍ଯ୍ୟାନୁଷ୍ଠାନ : ୨ଜଣଙ୍କ ନାମରେ ମାମଲା ସହ ୨ଦୋକାନ ସିଲ୍‌

ସମ୍ବଲପୁର : କରୋନା ସଂକ୍ରମଣ ଉପରେ ନିୟନ୍ତ୍ରଣ ରଖିବା ପାଇଁ ସମଗ୍ର ଜିଲ୍ଲାରେ ଘୋଷିତ ୧୦ଦିନିଆ ସଟଡାଉନର ଆଜି ନବମ ଦିନ, ତଥାପି ଲୋକେ କଟକଣା ନିୟମର ବିରୁଦ୍ଧାଚରଣ କରୁଛନ୍ତି, ଯାହାକି ପ୍ରଶାସନ ପାଇଁ ଚିନ୍ତାର କାରଣ । ଏଣୁ ଘୋଷିତ କଟକଣାକୁ କଡାକଡି ଭାବେ କାର୍ଯ୍ୟକାରୀ କରିବା ପାଇଁ
Read More...