Monthly Archives

July 2020

ରିୟା ଫେରାର୍‌

ମୁମ୍ବାଇ: ଅଭିନେତ୍ରୀ ରିୟା ଚକ୍ରବର୍ତ୍ତୀ ଫେରାର ହୋଇଯାଇଛନ୍ତି । ଏଭଳି ଏକ ଖବର ଏବେ ପ୍ରଚାରିତ ହେବା ପରେ ବଲିଉଡରେ ଓ ଅନ୍ୟାନ୍ୟ ମହଲରେ ହଇଚଇ ଖେଳିଯାଇଛି । ସୁଶାନ୍ତ ସିଂ ରାଜପୁତଙ୍କ ପିତା କେକେ ସିଂ ପାଟନାରେ ଥାନାରେ ରିୟାଙ୍କ ବିରୋଧରେ ଏଫ୍‌ଆଇଆର୍‌ ଦାଏର କରିବାର କିଛି ଘଣ୍ଟା ପରେ…
Read More...

ହୃଦ୍‌ରୋଗୀଙ୍କ ପାଇଁ କାଳ କରୋନା !

ନୂଆଦିଲ୍ଲୀ : କରୋନା ଭୂତାଣୁର ପ୍ରଭାବକୁ ନେଇ ଏବେ ଏକ ଚିନ୍ତାଜନକ ତଥ୍ୟ ସାମ୍ନାକୁ ଆସିଛି । ଏହି ତଥ୍ୟ ଅନୁଯାୟୀ ହୃଦରୋଗୀଙ୍କ ପାଇଁ କରୋନା କାଳ ସଦୃଶ ହୋଇଛି । ଯେଉଁମାନେ ଏହି ଭୂତାଣୁରେ ସଂକ୍ରମିତ ହେଉଛନ୍ତି, ସେମାନଙ୍କଠାରେ ହୃଦରୋଗ ସମସ୍ୟା ବହୁମାତ୍ରାରେ ବଢ଼ୁଛି ବୋଲି ଏକ ଗବେଷଣାରୁ…
Read More...

ସ୍ଥିତି ସାଙ୍ଘାତିକ: ଅଧଲକ୍ଷ ଟପିଲା ଦୈନିକ ସଂକ୍ରମଣ

ନୂଆଦିଲ୍ଲୀ : ଭାରତରେ କରୋନାର ଦୈନିକ ସଂକ୍ରମଣ ଆଜି ସଙ୍ଗୀନ୍‌ ସ୍ଥିତିରେ ପହଞ୍ଚିଛି । ଦେଶରେ କରୋନାକୁ ଛଅ ମାସ ପୁରିବାକୁ ଯାଉଥିବା ବେଳେ ଗତ ୨୪ ଘଣ୍ଟାରେ ଦିନକର ସଂକ୍ରମଣ ଅଧଲକ୍ଷ ଅତିକ୍ରମ କରିଛି । ଏହି ଅବଧିରେ ୫୨ ହଜାର ୧୨୩ ଜଣ ନୂଆ କରୋନା ରୋଗୀ ଚିହ୍‌ଟ ହୋଇଛନ୍ତି । ପୂର୍ବରୁ ଦୈନିକ…
Read More...

ପ୍ଲାଜମା ଦାନ କଲେ ଆଉ ଦୁଇ ପୁଲିସ ଅଧିକାରୀ

ଭୁବନେଶ୍ୱର : ଆଜି ଆଉ ଦୁଇଜଣ ପୁଲିସ ଅଧିକାରୀ ପ୍ଲାଜମା ଦାନ କରି ଉଦାହରଣ ସୃଷ୍ଟି କରିଛନ୍ତି । ଏହି ଦୁଇଜଣ ଅଧିକାରୀ ହେଲେ ଛତ୍ରପୁର ଓଏସ୍‌ଏପି ଅଷ୍ଟମ ବାଟାଲିୟନର ରବିନ୍ଦ୍ର ନାଥ ମହାପାତ୍ର ଓ ସୁଦର୍ଶନ ସେଠୀ । କଟକ ବଡ ଡାକ୍ତରଖାନାରେ ଏହି ଦୁଇ ଅଧିକାରୀ ପ୍ଲାଜମା ଦାନ କରିଥିବା ନେଇ…
Read More...

ବୁଦାମୂଳରୁ ମିଳିଲା ନବଜାତ ଶିଶୁ

ଭୁବନେଶ୍ୱର : ଖୋର୍ଦ୍ଧା-ଜଟଣୀ ରାସ୍ତା ଚିନ୍ତାମଣିନଗର ରାସ୍ତାକଡ ବୁଦାମୂଳରୁ ଆଜି ପୁଣି ଗୋଟିଏ ନବଜାତ ଶିଶୁପୁତ୍ର ମିଳିଛି । ରାସ୍ତାରେ ଯାଉଥିବା ସ୍ଥାନୀୟ ଲୋକେ ଶିଶୁପୁତ୍ର କାନ୍ଦ ଶୁଣି ଜଟଣୀ ପୁଲିସକୁ ଖବର ଦେଇଥିଲେ । ଜଟଣୀ ପୁଲିସ ଘଟଣା ସ୍ଥଳରେ ପହଞ୍ଚି ସଦ୍ୟ ପ୍ରସବ ହୋଇଥିବା…
Read More...

ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ମାମଲା :କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ଭୁବନେଶ୍ୱର : ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁର ତଦନ୍ତ ପାଇଁ ରାଜ୍ୟ ପୁଲିସ ମହାନିର୍ଦ୍ଦେଶକ ଅଭୟ ଆଜି କ୍ରାଇମବ୍ରାଞ୍ଚ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । ଡିଜି ଶ୍ରୀ ଅଭୟ ତଦନ୍ତ ନିର୍ଦ୍ଦେଶ ଦେବା ପରେ କ୍ରାଇମବ୍ରାଞ୍ଚର ଏକ ୪ଜଣିଆ ଟିମ୍‌ ଭୁବନେଶ୍ୱର ସ୍ଥିତ ଜିଆର୍‌ପି ଥାନାରେ ପହଞ୍ଚି…
Read More...

କରୋନାରେ ମୃତ ୨ ସାମ୍ବାଦିକଙ୍କ ପରିବାରକୁ ୧୫ଲକ୍ଷ ଲେଖାଏଁ ମଞ୍ଜୁର କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର : କରୋନା ଯୋଦ୍ଧା ଭାବରେ ସମ୍ମୁଖ ଭାଗରେ ସାମ୍ବାଦିକମାନଙ୍କୁ ମୁଖ୍ୟମନ୍ତ୍ରୀ ଗଣନା କରି କରୋନା କ୍ଷେତ୍ରରେ କାର୍ଯ୍ୟରତ ସାମ୍ବାଦିକ ମୃତ୍ୟୁବରଣ କଲେ ସେମାନଙ୍କ ପରିବାରକୁ ୧୫ଲକ୍ଷ ଟଙ୍କା ଅନୁକଂପା ସହାୟତା ଘୋଷଣା ପାଇଁ ମୁଖ୍ୟମନ୍ତ୍ରୀ ପ୍ରତିଶ୍ରୁତି ଦେଇଥିଲେ । ଯାହା ଆଜି…
Read More...

କମୁଛି ଗଞ୍ଜାମ, ବଢୁଛି ଖୋର୍ଦ୍ଧା

ଭୁବନେଶ୍ୱର : ରାଜ୍ୟରେ କରୋନା ସ୍ଥିତି ନେଇ ମିଳିଥିବା ଗ୍ରାଫରୁ ଜଣାପଡିଛି ଯେ, ହଟଚମଟ ସୃଷ୍ଟି କରିଥିବା ଗଞ୍ଜାମ ଜିଲ୍ଲାର ସ୍ଥିତି ଏବେ କରୋନା ସଂକ୍ରମଣରେ ସାମାନ୍ୟ ସୁଧାର ଆସିଛି । ଅର୍ଥାତ୍‌ ଗଞ୍ଜାମରେ କରୋନା କ୍ରମଶଃ କମୁଥିବା ବେଳେ ପଡୋଶୀ ଖୋର୍ଦ୍ଧା ଜିଲ୍ଲା ବିଶେଷକରି ଭୁବନେଶ୍ୱର…
Read More...

କରୋନା ସଂକଟ ସମୟରେ କେଜ୍ରିୱାଲଙ୍କ ବଡ ଘୋଷଣା, ଦିଲ୍ଲୀରେ ଡିଜେଲ ଦର କମାଇଲେ

ନୂଆଦିଲ୍ଲୀ : କରୋନା ସଂକଟ ସମୟରେ ଦିଲ୍ଲୀବାସୀଙ୍କୁ ଖୁସି ଖବର ଦେଇଛନ୍ତି ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ସେ ଆଜି ଦିଲ୍ଲୀରେ ଡିଜେଲ ଦର କମାଇଛନ୍ତି । ଦିଲ୍ଲୀ ସରକାର ଡିଜେଲ ପ୍ରତି ଲାଗୁ ହୋଇଥିବା ଭାଟକୁ ୩୦ ପ୍ରତିଶତକୁ ୧୬.୭୫ ପ୍ରତିଶତ କରିବାକୁ ନିଷ୍ପତ୍ତି ନେଇଛନ୍ତି ।…
Read More...

ଆଇପିଏଲକୁ ନେଇ ଆସିଲା ବଡ ଖବର, ସ୍ଥଗିତ ହୋଇପାରେ ଫାଇନାଲ ମ୍ୟାଚ୍‌

ନୂଆଦିଲ୍ଲୀ : କିଛି ଦିନ ପୂର୍ବରୁ ଇଣ୍ଡିଆନ ପ୍ରିମିୟର ଲିଗ୍‌(ଆଇପିଏଲ)ର ଚେୟରମ୍ୟାନ୍‌ ବୃଜେଶ ପଟେଲ ସ୍ପଷ୍ଟ କରିଥିଲେ ଯେ, ଚଳିତ ବର୍ଷ ଆଇପିଏଲ ୟୁଏଇରେ ୧୯ ସେପ୍ଟେମ୍ବରରୁ ୮ ନଭେମ୍ବର ମଧ୍ୟରେ ହେବ । କିନ୍ତୁ ତାଜ ଖବର ଅନୁଯାୟୀ ଆଇପିଏଲର ଫାଇନାଲ ମ୍ୟାଚ୍‌ ସ୍ଥଗିତ ହୋଇପାରେ । ରିପୋର୍ଟ…
Read More...