Monthly Archives

July 2020

ସମ୍ବଲପୁରରେ କରୋନା ମୃତ୍ୟୁ ଆରମ୍ଭ ହେଲା

ସମ୍ବଲପୁର : ସମଗ୍ର ସମ୍ବଲପୁର ଜିଲ୍ଲାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ତିନି ଶତକ ଅତିକ୍ରମ କଲାପରେ ଏଠାରେ କରୋନା ମୃତ୍ୟୁ ଆରମ୍ଭ ହୋଇଛି । ମୃତକଙ୍କ ଚିହ୍ନଟ ଜଣେ ୬୭ ବର୍ଷୀୟ ପୁରୁଷ ରୂପେ କରାଯାଇଛି ଓ ଗତକାଲି ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ମୃତ୍ୟୁ ହୋଇଛି ବୋଲି ପ୍ରଶାସନିକ…
Read More...

ରାଜ୍ୟରେ ପୁଣି ୧୪୯୯ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତ ସଂଖ୍ୟା ବଢିବାରେ ଲାଗିଛି । ଆଜି ପୁଣି ରାଜ୍ୟରେ ୧୪୯୯ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଚିହ୍ନଟଙ୍କ ମଧ୍ୟରୁ ୯୧୪ ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୫୮୫ଜଣ ସ୍ଥାନୀୟ ବାସିନ୍ଦା ହୋଇଥିବା ରାଜ୍ୟ ସୂଚନା ଓ…
Read More...

ସୁବର୍ଣ୍ଣପୁର ଜିଲ୍ଲାରେ ଆକ୍ରାନ୍ତଙ୍କ ସଂଖ୍ୟା ଶତକମୁହାଁ : ଆଜି ପୁଣି ଗୋଟିଏ ପରିବାରର ୩ ସହ ୭ ସଂକ୍ରମିତ

ସୋନପୁର: ଦିନକୁ ଦିନ ଜିଲ୍ଲାର ବିଭିନ୍ନ ବ୍ଳକ ଅଞ୍ଚଳରେ ସ୍ଥାନୀୟ ସଂକ୍ରମଣ ଯେଉଁ ହାରରେ ବଢ଼ିବଢ଼ି ଚାଲିଛି ତାହା ପ୍ରଶାସନ ଓ ଜନସାଧାରଣ ଙ୍କ ନିଦ ହଜାଇଦେଇଛି।ବିଶେଷ କରି ଡୁଙ୍ଗୁରିପାଲି ବ୍ଲକ ସୁନାପାଲି ପଞ୍ଚାୟତ ର ସାନପହଣ୍ଡି ଅଞ୍ଚଳରେ ଦିନକୁ ଦିନ ସଂକ୍ରମିତ ଙ୍କ ସଂଖ୍ୟା ବଢ଼ିବାରେ…
Read More...

ଆଶା ଦିଦିଙ୍କୁ ଦୁର୍ବ୍ୟବହାର ଅଭିଯୋଗ, ଥାନାକୁ ଗଲା ମାମଲା

ବୌଦ୍ଧ -ବୌଦ୍ଧ ସହର ଉପକଣ୍ଠ ହରଭଙ୍ଗା ବ୍ଲକ୍ ସରସରା ଗ୍ରାମ ପଂଚାୟତ ରଇଠାଣି ଗ୍ରାମର ଆଶା ଦିଦିଙ୍କୁ ଦୁର୍ବ୍ୟବହାର କରାଯାଇଥବା ବୌଦ୍ଧ ଆଦର୍ଶ ଥାନାରେ ଗତକାଲି ଅଭିଯୋଗ ହୋଇଛି | ଚଳିତ ସପ୍ତାହରେ ଉକ୍ତ ଗ୍ରାମରୁ ଜଣେ ଯୁବକ କରୋନା ପଜିଟିଭ ଚିହ୍ନଟ ହେବା ପରେ ସରସରା ସରପଞ୍ଚ ଗ୍ରାମକୁ…
Read More...

ବୌଦ୍ଧ ଜିଲ୍ଲାକୁ ଆସିଲେ ୫ ପିଜି ଡାକ୍ତର

ବୌଦ୍ଧ - ରାଜ୍ୟରେ କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍ ଡାଉନ ଓ ସଟ ଡାଉନ୍ କୌଣସି କାମକୁ ଆସୁନଥିବା ଦେଖା ଯାଉଛି l ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ସେଥିପାଇଁ ସରକାର କୋଭିଡ ପରିଚାଳନାରେ…
Read More...

ସାପ କାମୁଡାରେ ଯୁବକ ମୃତ

ବୌଦ୍ଧ -ଗତ ବିଳମ୍ବିତ ରାତିରେ ବlଉଁଶୁଣି ଥାନା ବାଦିକଟା ଗ୍ରାମର ଜଣେ ଯୁବକଙ୍କ ବିଷଧର ସାପ କାମୁଡାରେ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବାଦିକଟା ଗ୍ରାମର ରାଜେଶ ବାଦୀ (26 ବର୍ଷ ) ନାମକ ଜଣେ ଯୁବକ ରାତିରେ ନିଜ ଘରେ ଶୋଇଥିଲେ l ବିଳମ୍ବିତ ରାତିରେ ଗୋଟିଏ…
Read More...

ଅଜଣା ଯୁବକର ମୃତ ଦେହ ନାଳରୁ ଉଦ୍ଧାର

ଫୁଲବାଣୀ: କନ୍ଧମାଳ ଜିଲ୍ଳାର ଖଜୁରିପଡା ଥାନା ଅଧିନସ୍ଥ ଦୁତିମେଣ୍ଢି ଗ୍ରାମପଂଚାୟତ ସମ୍ବରଡେଗା ନାଳରେ ଆଜି ଜଣେ ଅଜଣା ଯୁବକ ମରି ପଡିଥିବା ଦେଖି କିଛି ଲୋକ ପୋଲିସକୁ ସୂଚନା ଦେଇଥିଲେ । ଖଜୁରୀପଡ଼ା ଥାନା ଅଧିକାରୀ ଶ୍ରୀ ରମାକାନ୍ତ ପାତ୍ର, ଏସଆଇ ବିକାଶ କୁମାର ମଲ୍ଳିକ, ଉଦ୍ଧବ କୁମାର ଯାନୀ…
Read More...

କିନ୍ନରମାନଙ୍କ କରୋନା ସଚେତନତା

ଫୁଲବାଣୀ: କନ୍ଧମାଳ ଜିଲ୍ଳାରେ କରୋନା ସଂକ୍ରମଣ ଦିନକୁ ଦିନ ବୃଦ୍ଧି ପାଉଥିବା ହେତୁ ଜିଲ୍ଳା ପ୍ରଶାସନ ତରଫରୁ ବିଭିନ୍ନ ସଚେତନତା ଜାରି ରହିଥିବାବେଳେ ଲକ୍‌ଡାଉନ୍‌ ଓ ସଟଡାଉନ୍‌ ପ୍ରକ୍ରିୟା ଜାରି ରଖି ଏହି ସମୟରେ ଅଙ୍ଗନବାଡି, ଆଶାକର୍ମୀ, ଶିକ୍ଷକ ଶିକ୍ଷୟତ୍ରୀଙ୍କ ଜରିଆରେ ସ୍ୱାସ୍ଥ୍ୟ…
Read More...

ଅର୍ପିତା ବି କମ୍‌ ନୁହଁନ୍ତି ପ୍ରତିକୂଳ ପରିସ୍ଥିତିରେ ସଫଳ

ବଲାଙ୍ଗୀର : ଗତକାଲି ମାଟ୍ରିକ ପରୀକ୍ଷା ଫଳାଫଳ ପ୍ରକାଶ ପାଇଛି । ପୂର୍ବ ବର୍ଷମାନଙ୍କ ପରି ପୁଣି ଥରେ ଶୀର୍ଷ ସ୍ଥାନ ଦଖଲରେ ଘରୋଇ ବିଦ୍ୟାଳୟ ସରକାରୀ ବିଦ୍ୟାଳୟ ଠାରୁ ଆଗୁଆ ଅଛି । ବଲାଙ୍ଗୀର ଜିଲ୍ଲାରେ ପାସ ହାର ଗତ ବର୍ଷ ଠାରୁ କମିଛି । ଜିଲ୍ଲାରୁ ପରୀକ୍ଷା ଦେଇଥିବା ସମୁଦାୟ୨୨,୫୫୫…
Read More...

କୋଭିଡ୍‌ ସେଣ୍ଟର ପାଇଁ ଖଟିଆ ବୋହିଲେ ସ୍କୁଲ ଛାତ୍ର !

କ.ନୂଆଗାଁ : କୋରନା ମୁକାବିଲା ପାଇଁ ସରପଞ୍ଚମାନଙ୍କୁ ଜିଲ୍ଲାପାଳ କ୍ଷମତା ପ୍ରଦାନ କରିଛନ୍ତି ରାଜ୍ୟ ସରକାର । କିନ୍ତୁ କନ୍ଧମାଳ ଜିଲ୍ଲା ଅନ୍ତର୍ଗତ କ.ନୂଆଗାଁ ବ୍ଲକର ଜିରିଡିକିଆ ପଞ୍ଚାୟତର ସରପଞ୍ଚ ମହାଦେବ ପ୍ରଧାନ ଜିଲ୍ଲାପାଳ କ୍ଷମତାର ଅପବ୍ୟବହାର କରି ସ୍କୁଲ୍‌ ଛାତ୍ରମାନଙ୍କ ଦ୍ୱାରା…
Read More...