ବୌଦ୍ଧ ଜିଲ୍ଲାକୁ ଆସିଲେ ୫ ପିଜି ଡାକ୍ତର

0 2,060

hiring

ବୌଦ୍ଧ – ରାଜ୍ୟରେ କରୋନା ମହାମାରୀ ତାର କାୟା ବିସ୍ତାର କରି ଚାଲିଥିବା ବେଳେ ସଂକ୍ରମଣକୁ ପ୍ରତିହତ କରିବା ପାଇଁ ଲକ୍ ଡାଉନ ଓ ସଟ ଡାଉନ୍ କୌଣସି କାମକୁ ଆସୁନଥିବା ଦେଖା ଯାଉଛି l ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି l ସେଥିପାଇଁ ସରକାର କୋଭିଡ ପରିଚାଳନାରେ ସହଯୋଗ ପାଇଁ ସରକାର 241 ଜଣ ପିଜି ଡାକ୍ତର ମାନଙ୍କୁ ବିଭିନ୍ନ ଜିଲ୍ଲାରେ ମୁତୟନ କରିଛନ୍ତି | ସେହି କ୍ରମରେ ବୌଦ୍ଧ ଜିଲ୍ଲାରେ କୋଭିଡ ପରିଚାଳନାରେ ସହାୟତା ପ୍ରଦାନ କରିବା ପାଇଁ 5 ଜଣ ପିଜି ଡାକ୍ତରଙ୍କୁ ବୌଦ୍ଧ ପଠାଯାଇଛି l ସେମାନେ ବୌଦ୍ଧରେ କରୋନା ରୋଗୀଙ୍କ ଚିକିତ୍ସାରେ ସହାୟତା କରିବେ ବୋଲି ଜଣାପଡିଛି l

hiranchal ad1
Leave A Reply

Your email address will not be published.

19 − twelve =