Monthly Archives

September 2020

ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ ଜୟନ୍ତୀ ପାଳିତ

ବୌଦ୍ଧ /ବlଉଁଶୁଣି- କଣ୍ଟାମାଲ ନିର୍ବାଚନ ମଣ୍ଡଳୀର ଗୋଛାପଡା ଶକ୍ତିକେନ୍ଦ୍ରରେ ପଣ୍ଡିତ ଦୀନଦୟାଲ ଉପାଧ୍ୟାୟଙ୍କ 104 ତମ ଜନ୍ମ ଜୟନ୍ତୀ ପାଳିତ ହୋଇ ଯାଇଛି । କଣ୍ଟାମାଳ ବିଧାନସଭା ନିର୍ବାଚନ ମଣ୍ଡଳୀର ଯୁବ ମୋର୍ଚ୍ଚା ନେତା ଦାମୋଦର ମିଶ୍ରଙ୍କ ନେତୃତ୍ବରେ ଅନୁଷ୍ଠିତ ଜୟନ୍ତୀ କାର୍ଯ୍ୟକ୍ରମରେ
Read More...

ଟିଟଲାଗଡରେ ବିପର୍ଯ୍ୟସ୍ତ ପରିମଳ ବ୍ୟବସ୍ଥା

ଟିଟଲାଗଡ,୨୫/୯- ଟିଟଲାଗଡ ପୌରପରିଷଦର ସଫେଇ କର୍ମଚାରୀମାନଙ୍କ ଧର୍ମଘଟ ଯୋଗୁଁ ଏହାର ପରିମଳ ବ୍ୟବସ୍ଥା ଭୁଶୁଡି ପଡିଛି । ଆଜକୁ ପ୍ରାୟ ୧୫ଦିନ ହେବ କର୍ମଚାରୀଙ୍କର ପରିମଳର ଘରୋଇକରଣ ଠିକା ବ୍ୟବସ୍ଥାକୁ ବିରୋଧକରି ଅସହଯୋଗ ଏବଂ ଧର୍ମଘଟ ଯୋଗୁଁ ସହରର ମୁଖ୍ୟରାସ୍ତା ତଥା ଗଳିକନ୍ଦିରେ କୁଢକୁଢ
Read More...

ସାଇକେଲ ଆରୋହୀଙ୍କୁ ଧକ୍କାଦେଇ ରାସ୍ତା ତଳକୁ ଖସିଲା ସ୍କର୍ପିଓ

ବୌଦ୍ଧ,୨୫/୯- ଆଜି ଅପରାହ୍ନ ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ର ବାଉଁଶୁଣି ଥାନା ଗଜରାଜପୁର ନିକଟରେ ଗୋଟିଏ ସ୍କର୍ପିଓ ଜଣେ ସାଇକେଲ ଆରୋହୀଙ୍କୁ ଧକ୍କାଦେବାରୁ ସେ ଗୁରୁତର ଆହତ ହୋଇଛନ୍ତି । ସାଇକେଲ ଆରୋହୀଙ୍କୁ ଧକ୍କା ଦେବାପରେ ସ୍କର୍ପିଓ ଭାରସାମ୍ୟ ହରାଇ ରାସ୍ତା ତଳକୁ ଖସି
Read More...

କନ୍ଧମାଳରେ ଆଜି ପୁଣି ୧୦୨ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ,୨୫/୯ (ହୀ.ପ୍ର)- କନ୍ଧମାଳରେ କରୋନା ସଂକ୍ରମିତ ଚିହ୍ନଟ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତକାଲି ସଂକ୍ରମିତ ସଂଖ୍ୟା ୧୪୩ ଥିବା ବେଳେ ଆଜି କନ୍ଧମାଳ ରେ ପୁଣି ୧୦୨ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା
Read More...

ବlଉଁଶୁଣି : ମାରୁତି ବିହାର ହେଲା କଣ୍ଟେନମେଣ୍ଟ ଜୋନ

ବୌଦ୍ଧ /ବlଉଁଶୁଣି - ବୌଦ୍ଧ ବ୍ଲକ୍ ବlଉଁଶୁଣି ଗ୍ରାମର ମାରୁତି ବିହାର ଅଂଚଳରୁ ଜଣେ କରୋନା ପଜିଟିଭ ଚିନ୍ହଟ ହେବା ପରେ ସଂକ୍ରମଣ ଆଶଂକା କରି ସେହି ଅଂଚଳ ଓ ତତସଂଲଗ୍ନ 500 ମିଟର୍ ପରିଧି ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ସରପଞ୍ଚ ପଙ୍କଜିନୀ ନାଏକ ଘୋଷଣା କରିଛନ୍ତି | ଆଜି ସକାଳ 9
Read More...

ସଂକ୍ରମଣ ଆଶଙ୍କାରେ ଗଛ ପକାଇ ରାସ୍ତା ଅବରୋଧ କଲେ କଣ୍ଟିସର ବାସୀ

ବୌଦ୍ଧ - ଗତ କିଛି ଦିନ ମଧ୍ୟରେ ହରଭଙ୍ଗା ବ୍ଲକ୍ ତଳଗାଆଁ ଅଂଚଳରେ କିଛି କରୋନା ପଜିଟିଭ ଚିନ୍ହଟ ହୋଇଥିବା ଜଣାପଡିଛି l ସେମାନଙ୍କୁ ହୋମ୍ କ୍ବାରେଣ୍ଟାଇନରେ ରହିବା ପାଇଁ ପ୍ରଶାସନ ତରଫରୁ କୁହାଯାଇଛି | ପଜିଟିଭ ଚିନ୍ହଟ ହୋଇଥିବା ଆକ୍ରାନ୍ତ ମାନେ ହୋମ୍ କ୍ବାରେଣ୍ଟାଇନରେ ନ ରହି ଏଣେତେଣେ
Read More...

କିଟରେ କୋଭିଡ୍‍-୧୯ରେ ଏନ୍‍ଏସ୍‍ଏସ୍‍ର ଭୂମିକା ଉପରେ ୱେବ୍‍ନାର

ଭୁବନେଶ୍ୱର : କିଟ ବିଶ୍ୱବିଦ୍ୟାଳୟ ଜାତୀୟ ସେବା ଯୋଜନା(ଏନଏସ୍‍ଏସ୍‍) ବ୍ୟୁରୋ ପକ୍ଷରୁ କୋଭିଡ୍‍-୧୯ରେ ଏନ୍‍ଏସ୍‍ଏସ୍‍ର ଭୂମିକା ଉପରେ ଭର୍ଚୁଆଲ୍‍ ଜାତୀୟ ସମ୍ମିଳନୀ ଏବଂ କୋଭିଡ୍‍-୧୯ରେ ଏନ୍‍ଏସ୍‍ଏସ୍‍ ସ୍ୱେଚ୍ଛାସେବୀଙ୍କ ପାଇଁ ଚ୍ୟାଲେଞ୍ଜ ଉପରେ ସମ୍ମିଳନୀ ପୂର୍ବରୁ ଏକ କର୍ମଶାଳା
Read More...

କୃମିନାଶକ ଔଷଧ ସେବନ ଅଭିଯାନ ଆରମ୍ଭ

ବୌଦ୍ଧ/ବାଉଁଶୁଣୀ,୨୫/୯- ବୌଦ୍ଧବ୍ଲକ ବାଉଁଶୁଣୀ ଅନ୍ତର୍ଗତ ଜମଘାଟି ଗ୍ରାମରେ ଜାତୀୟ କୃମିନାଶକ ଔଷଧ ସେବନ ଅଭିଯାନ ଆରମ୍ଭ ହୋଇଯାଇଛି । ଏକବର୍ଷରୁ ୫ବର୍ଷ ଶିଶୁକୁ ସିରଫ ଓ ୬ବର୍ଷରୁ ୧୯ ବର୍ଷ ପିଲାଙ୍କୁ ବଟିକା ମାଗଣାରେ ବଣ୍ଟନ କରାଯାଇଛି । ଜମଘାଟି ଅଙ୍ଗନୱାଡି କର୍ମୀ ଓ ମିନି ଅଙ୍ଗନୱାଡି
Read More...

ରାସ୍ତାରେ ପାଚେରୀ ନିର୍ମାଣ କୁ ଗ୍ରାମବାସୀଙ୍କ ବିରୋଧ ପୂରାତନ ରାସ୍ତାରେ ଓ ଟି ଡ଼ି ସି ତରଫରୁ ସତୁରୀ ଲକ୍ଷ ଟଙ୍କାରେ…

ଦାରିଙ୍ଗବାଡ଼ି,୨୫/୯- କନ୍ଧମାଳ ଜିଲ୍ଲାର ଓଡ଼ିଶାର କାଶ୍ମୀର ଦାରିଙ୍ଗବାଡ଼ି ଠାରେ ୨୪ ଜାନୁଆରୀ ୨୦୦୩ ମସିହାରେ ଶୁଭାରମ୍ଭ ହୋଇଥିଲା ଟ୍ୟୁରିଷ୍ଟି କମ୍‌ପ୍ଲେକ୍ସ । ତେବେ ସେହି ସମୟରେ ଗ୍ରାମବାସୀଙ୍କ ସହ ବିଧାୟକ ସାଲୁଗା ପ୍ରଧାନ ଗ୍ରାମକୁ ଆସି ଗ୍ରାମରେ ଅଲୋଚନା କରି ଅଳ୍ପ ଜାଗାକୁ ଓ ଟି ଡ଼ି
Read More...

ଗଜପତି: ୧୩ଜଣ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୨୫/୯- ଗଜପତିରେ ପୁଣି ୧୩ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୁମ୍ମାବ୍ଳକରୁ ଜଣେ, ନୂଆଗଡ଼ ବ୍ଳକରୁ ଜଣେ, ଆର ଉଦୟଗିରି ବ୍ଲକ ରୁ ୫ ଜଣ, ରାୟଗଡ ବ୍ଲକରୁ ୩ଜଣ, ଗଜପତିରୁ ୩ ଜଣ ଚିହ୍ନଟ ହୋଇଛନ୍ତି । ଏହି ଆକ୍ରାନ୍ତଙ୍କ ମଧ୍ୟରୁ
Read More...