Monthly Archives

September 2020

ବାରମ୍ବାର ଆବେଦନ ସତ୍ବେ ଭତ୍ତା ମିଳୁ ନଥିବା ଅଭିଯୋଗ

ବୌଦ୍ଧ,୨୩/୯- ସରକାର 60 ବର୍ଷରୁ ଉର୍ଦ୍ଧ୍ବ ବୃଦ୍ଧ ବୃଦ୍ଧା ମାନଙ୍କୁ ବାର୍ଦ୍ଧକ୍ୟ ଭତା ପ୍ରଦାନ କରିବା ପାଇଁ ଯୋଜନା କରିଛନ୍ତି କିନ୍ତୁ ଅନେକ ଯୋଗ୍ୟ ହିତାଧିକାରୀ ଭତ୍ତା ପାଇବାରୁ ବଞ୍ଚିତ ହେଉଥିବା ଅଭିଯୋଗ ହୁଏ | ସେହିପରି ବ୍ୟବସ୍ଥା ଭିତରେ ଅବ୍ୟବସ୍ଥା ଦେଖିବାକୁ ମିଳିଛି କଣ୍ଟାମାଳ
Read More...

କପାସିରା ଗ୍ରାମକୁ କଣ୍ଟେନମେଣ୍ଟ ଜୋନ ଘୋଷଣା କଲେ ସରପଞ୍ଚ

ବୌଦ୍ଧ ,୨୨/୯- କଣ୍ଟାମାଳ ବ୍ଲକ୍ ମନମୁଣ୍ଡା ଗ୍ରାମ ପଂଚାୟତର କପାସିରା ଗାଁରେ 17କରୋନା ପଜେଟିବ ଚିହ୍ନଟ ହେବା ପରେ ସମ୍ପୃକ୍ତ ଅଞ୍ଚଳକୁ କଣ୍ଟେନମେଣ୍ଟ ଜୋନ ଭାବରେ ଘୋଷଣା କରିଛନ୍ତି ମନମୁଣ୍ଡା ସରପଞ୍ଚ ମୀନାକ୍ଷୀ ସାହୁ l ଗୋଷ୍ଠୀ ସଂକ୍ରମଣକୁ ରୋକିବା ପାଇଁ ଆସନ୍ତା କାଲି ସକାଳ 8 ଘଣ୍ଟା
Read More...

ବାହ୍ୟ ମଳମୁକ୍ତ ପାଇଁ ସଚେତନତା ବାର୍ତ୍ତା ବାଣ୍ଟୁଛନ୍ତି ଅଧ୍ୟାପକ

ଜହ୍ନ।ପଙ୍କ: ବୃତ୍ତିରେ ଅଧ୍ୟାପକ, ନିଶା ତାଙ୍କର ଶିକ୍ଷାଦାନ । କିନ୍ତୁ ତା ବାହାରେ ଖୋଲା ପଡ଼ିଆରେ ମଳତ୍ୟାଗ କରୁଥିବା ଲୋକମାନଙ୍କୁ ସଚେତନ କରାଉଛନ୍ତି । ସେ ହେଉଛନ୍ତି ଜନହାପଙ୍କ ଗନ୍ଧରାଡି ମହାବିଦ୍ୟାଳୟର ଶିକ୍ଷା ବିଭାଗର ଅଧ୍ୟାପକ । ଅଶୋକ କୁମାର ପାଣ୍ଡିଆ । ସେ ଆଜି ସକାଳେ ବୌଦ୍ଧ ବ୍ଳକ
Read More...

ଅବ୍ୟବସ୍ଥା ମଧ୍ୟରେ ଦହ୍ୟ। ଏଟିଏମ

ଜହ୍ନ ।ପଙ୍କ,୨୨/୯- ବୌଦ୍ଧଜିଲ୍ଲା ଜାତୀୟ ରାଜପଥ ୫୭ କଡରେ ଦହ୍ୟାଠାରେ ଥିବା ଏସବିଆଇ ଏଟିଏମ୍‌ ନାନା ଅବ୍ୟବସ୍ଥା ମଧ୍ୟରେ ଚାଲିଥିବା ସ୍ଥାନୀୟ ଲୋକମାନେ ଅଭିଯୋଗ କରିଛନ୍ତି । ସୂଚନାମତେ ଦୀର୍ଘଦିନ ହେଲା ଏଟିଏମର ବ୍ୟାଟେରୀ ଚାର୍ଜ ରହୁନାହିଁ ଫଳରେ ବିଦ୍ୟୁତ ଗଲେବଲ ଅକାମି ହୋଇପଡୁଛି ।
Read More...

ସମ୍ବଲପୁରରେ ୧୧୩ ଜଣ ନୂଆ ପଜିଟିଭ ଚିହ୍ନଟ: ଜିଲ୍ଲାରେ ମୋଟ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୫୦୬୩ ହେଲା

ସମ୍ବଲପୁର : ବିଗତ ୨୪ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୧୧୩ ଜଣ ନୂଆ ପଜିଟିଭ ଚିହ୍ନଟ କରାଯାଇଛି ଓ ଏହା ସହିତ କରୋନା ଆକ୍ରାନ୍ତ ଙ୍କ ମୋଟ ସଂଖ୍ୟା ୫ ହଜାର ପାରହୋଇ ୫୦୬୩ ରେ ପହଞ୍ଚିଛି । ବିଗତ ପ୍ରାୟ ଦୁଇ ସପ୍ତାହ ହେଲା ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ଦୈନିକ ଶତାଧିକ ରହିଆସୁଛି, ଯାହାକି
Read More...

ବୌଦ୍ଧଜିଲ୍ଲାରେ ୭୭ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟାହେଲା ୧୫୩୮

ବୌଦ୍ଧ ୨୨/୯: ବୌଦ୍ଧଜିଲାରେ ଆଜି ୭୭ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଆଜି ଚିହ୍ନଟଙ୍କ ମଧ୍ୟରେ ସର୍ବାଧିକ ବୌଦ୍ଧ ବ୍ଳକର ଅଂଳାପାଲି ଗ୍ରାମର ୧୮ ଜଣ ଅଟନ୍ତିି । ବୌଦ୍ଧ ସହରରେ–୯, ଆଇଆରବି – ୨, କଂଟାମାଳ – ୨, କପାସିରା – ୧୭ ଜଣ, ମାଧପୁର- ୫, ଆଡେଣିଗଡ- ୪, ତଳଗାଁ- ୨ , କରଡି-
Read More...

ପୁଣି ରାଜ୍ୟରେ ୪୧୮୯ କରୋନା ପଜିଟିଭ ଚିହ୍ନଟ, ୧୧ ମୃତ

ଭୁବନେଶ୍ୱର: ଆଜି ରାଜ୍ୟରେ ୪୧୮୯ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୨୪୫୩ ଓ ସ୍ଥାନୀୟ ଅଞ୍ଚଳରୁ ୧୭୩୬ ଆକ୍ରାନ୍ତ ଅଛନ୍ତି । ଏହା ଫଳରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧ ଲକ୍ଷ ୮୮ ହଜାର ୩୧୧କୁ ବୃଦ୍ଧି ପାଇଛି । ୩୦ଟି ଜିଲ୍ଲାରୁ ଏହିସବୁ
Read More...

ଭତ୍ତାରୁ ବଞ୍ଚିତ ଦୁଃସ୍ଥ କଳାକାର ପଞ୍ଚାନନ ମିଶ୍ର

ବୌଦ୍ଧ,୨୨/୯ -କଣ୍ଟାମାଳ ବ୍ଲକ୍‌ ପୁରୁଣାକଟକ ହାତୀପାଲି ଗାଁର ଜଣାଶୁଣା କଳାକାର ପଞ୍ଚାନନ ମିଶ୍ର । ଦୀର୍ଘ ୨୫ ବର୍ଷ ଉଭୟ ଗାହକ ଓ ବାହକ କଳାକୁ ବୃତ୍ତି ଭାବେ ଆପଣେଇଥିବା ପଞ୍ଚାନନ ଏପର୍ଯ୍ୟନ୍ତ କଳାକାର ଭତ୍ତା ପାଇବାରୁ ବଞ୍ଚିତ ହୋଇଛନ୍ତି । ପ୍ରଥମ ଥର ଯେଉଁ କଳାକାର ତାଲିକା ସରକାର
Read More...

ଆଦିମ ଅଧିବାସୀ ଏକତା ମଞ୍ଚ ପକ୍ଷରୁ ଦାବିପତ୍ର ପ୍ରଦାନ

ବୌଦ୍ଧ/ ହରଭଙ୍ଗା,୨୨/୯ - ଲୋକଙ୍କ ଖାଦ୍ୟ ସୁରକ୍ଷା ଅଧିକାରକୁ ନେଇ ଆଦିମ ଅଧିବାସୀ ଏକତା ମଞ୍ଚ ବୌଦ୍ଧ ଓ ହରଭଙ୍ଗା ବ୍ଲକ୍‌ ପକ୍ଷରୁ ପୃଥକ୍‌ ପୃଥକ୍‌ ପୁଷ୍ଟିକର ଖାଦ୍ୟ ସୁରକ୍ଷା ଅଭିଯାନ କାର୍ଯ୍ୟକ୍ରମର ଆୟୋଜନ କରାଯାଇ ଡାକ ଯୋଗେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଗତକାଲି ଦାବିପତ୍ର ପ୍ରଦାନ
Read More...

ଧାନ ପଂଜିକରଣରୁ ବଞ୍ଚିତ ଚାଷୀ ଏ.ଆର.ସି.ଏସ.ଙ୍କ ଦ୍ୱାରସ୍ଥ

ବୌଦ୍ଧ/ବlଉଁଶୁଣି,୨୨/୯ - ବୌଦ୍ଧ ବ୍ଲକ୍ ବହିରା ସେବା ସମବାୟ ସମିତିର କର୍ମଚାରୀଙ୍କ ଅବହେଳାରୁ ଚଳିତ ଖରିଫ ଋତୁରେ ଅନେକ ଚାଷୀ ଫର୍ମ ଦାଖଲ କରିଥିବା ସତ୍ବେ ଚାଷୀ ଧାନ ପଂଜିକରଣ ହୋଇନଥିବା ଅଭିଯୋଗ ହୋଇଛି | ଏ ସମ୍ପର୍କରେ କ୍ଷତିଗ୍ରସ୍ତ ହୋଇଥିବା ଚାଷୀ ମାନେ ସମବାୟ ସମିତି ସମୂହର
Read More...