Monthly Archives

September 2020

କନ୍ଧମାଳରେ ଆଜି ପୁଣି ୧୧୬ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ: କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି କନ୍ଧମାଳ ରେ ପୁଣି ୧୧୬ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୩୨୦୬ ରେ ପହଂଚିଛି । ସେଥିରୁ ଆଜି ପର୍ଯ୍ୟନ୍ତ ୨୬୩୬ ଜଣ ସୁସ୍ଥ ହୋଇ
Read More...

ପାରଳାଖେମୁଣ୍ଡିରେ ଆରମ୍ଭ ହେଲା ସେରୋ ସର୍ଭିଲେନ୍ସ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି : କରୋନା ଭୁତାଣୁକୁ ପ୍ରତିହତ କରିବା ପାଇଁ ଆମ ଶରୀରରେ ରୋଗ ପ୍ରତିରୋଧକ ଶକ୍ତିକେତେ ଦୂର ସକ୍ଷମ ହୋଇଛି ତାହାକୁ ପରୀକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ପାରଳା ପୌରାଞ୍ଚଳରେ ତିନି ଦିନିଆସେରୋସର୍ଭିଲେନ୍ସ ଆରମ୍ଭ ହୋଇଛି ।ସେରୋ ସର୍ଭିଲେନ୍ସ
Read More...

ୟୁରିଆ ସାର ପାଇଁ ଚାଷୀ ହଟହଟା

ବୌଦ୍ଧ - ବୌଦ୍ଧ ଜିଲ୍ଲାରେ ୟୁରିଆ ସାରର ବ୍ୟାପକ ଅଭାବ ପରିଲକ୍ଷିତ ହେଉଥିବା ଯୋଗୁଁ ଚାଷୀ ହଇରାଣ ହେଉଥିବା ଦେଖିବାକୁ ମିଳୁଛି । ସରକାର ଆବଶ୍ୟକ ୟୁରିଆ ସାର ଜିଲ୍ଲାକୁ ଯୋଗାଣ କରିପାରୁନଥିବା ଯୋଗୁଁ ଚାଷୀ ମାନଙ୍କ ଆବଶ୍ୟକତା ପୂରଣ ହୋଇ ପାରୁନଥିବା ସୂଚନା ମିଳିଛି । ବାମଣ୍ଡା ଗ୍ରାମ ପଂଚାୟତ
Read More...

ସୌଭାଗ୍ୟ ଯୋଜନାରୁ ବଞ୍ଚିତ ୩ ପରିବାର

ବୌଦ୍ଧ : ବୌଦ୍ଧ ବ୍ଲକ୍ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ବ୍ରହ୍ମଚାରି ଗ୍ରାମରେ ୩ ଗୋଟି ଗରୀବ ପରିବାର କେନ୍ଦ୍ର ସରକାରଙ୍କ ସୌଭାଗ୍ୟ ଯୋଜନାରୁ ବଞ୍ଚିତ ହୋଇଥିବା ଜଣାପଡିଛି । ସେମାନେ ସାଉଥ କୋ ନିର୍ବାହୀ ଯନ୍ତ୍ରୀଙ୍କୁ ଭେଟି ନିଜର ଅଭିଯୋଗ ଦେଇଛନ୍ତି । ଅଭିଯୋଗ ଅନୁଯାୟୀ ବ୍ରହ୍ମଚାରୀ ଗ୍ରାମର
Read More...

ବାଇକ ଦୁର୍ଘଟଣାରେ ଯୁବକ ମୃତ୍ୟୁ

ଫୁଲବାଣୀ,୧୭/୯ - କନ୍ଧମାଳ ଜିଲ୍ଲା ଖଜୁରିପଡା ଥାନା ଅନ୍ତର୍ଗତ ଦୁତିମେଣ୍ଢି ଗ୍ରାମପଞ୍ଚାୟତ ସ୍ଥିତ ଉଚ୍ଚ ବିଦ୍ୟାଳୟ ସମୁଖ ରାସ୍ତା ରେ ଏକ ବାଇକ ଭାରସାମ୍ୟ ହରାଇ ଦୁର୍ଘଟଣା ଗ୍ରସ୍ଥ ଯୋଗୁଁ ବାଇକ ଆରୋହି ମହେଶ୍ବର ପାତ୍ର(୨୩)ଲଣ୍ଡାଙ୍କର ଘଟଣା ସ୍ଥଳରେ ମୃତ୍ୟୁଘଟିଛି।ଏହି ଘଟଣା ସଂପୃକ୍ତ
Read More...

ସମ୍ବଲପୁରରେ ନୂଆ ୯୧ ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର : ସମ୍ବଲପୁର ଜିଲ୍ଲାରେ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା ୫ଦିନ ପର୍ଯ୍ୟନ୍ତ ପ୍ରତିଦିନ ଲଗାୟତ ଶତାଧିକ ରହିବା ପରେ ଗତ ୨୪ଘଣ୍ଟା ମଧ୍ୟରେ ପୁଣି ୯୧ ଜଣ ନୂଆ ଚିହ୍ନଟ କରାଯାଇଛି । ଏମାନଙ୍କୁ ମିଶାଇ ଜିଲ୍ଲା ରେ ଏପର୍ଯ୍ୟନ୍ତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୪୪୪୯ରେ ପହଞ୍ଚିଛି, ଏମାନଙ୍କ
Read More...

ବୌଦ୍ଧ ଆଜି ରେକର୍ଡ ସଂଖ୍ୟକ ୯୪ ଆକ୍ରାନ୍ତ ଚିହ୍ନଟ, ସଂଖ୍ୟାହେଲା ୧୨୫୮

ବୌଦ୍ଧ,୧୭/୯- ବୌଦ୍ଧ ଜିଲାରେ ଆଜି ଗୋଟିଏ ଦିନରେ ରେକର୍ଡ ସଂଖ୍ୟକ ୯୪ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜି ଚିହ୍ନଟଙ୍କ ମଧ୍ୟରେ ସର୍ବାଧିକ ଆକ୍ରାନ୍ତ ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ ସରସରାର ୨୦ ଜଣ ରହିଥିବା
Read More...

ପୁଣି ରାଜ୍ୟରେ ଚିହ୍ନଟ ହେଲେ ୪୨୪୧ କରୋନା ପଜିଟିଭ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ୨୪ ଘଣ୍ଟା ମଧ୍ୟରେ ୪୨୪୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୬୭୧୬୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ଆଲୁମିନିୟମ କ୍ଷେତ୍ରରେ ଭାରତର ଆତ୍ମନିର୍ଭରଶୀଳତାକୁ ବଢ଼ାଇବା ପାଇଁ ବେଦାନ୍ତ କରୁଛି ବିଶ୍ୱସ୍ତରୀୟ ଇଞ୍ଜିନିୟରିଂ ଏବଂ…

ଝାରସୁଗୁଡା: ଇଂଜିନିୟରିଂ ଦିବସ ଅବସରରେ, ଦେଶର ସର୍ବବୃହତ ଆଲୁମିନିୟମ ଉତ୍ପାଦକ ବେଦାନ୍ତ ଲିଃ, ଝାରସୁଗୁଡା ଆଲୁମିନିୟମ କ୍ଷେତ୍ରରେ ଦେଶର ଆତ୍ମନିର୍ଭରଶୀଳତା ତଥା ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ରରେ କଞ୍ଚାମାଲ ଆବଶ୍ୟକତାକୁ ପୂରଣ କରିବା ଦିଗରେ ଶ୍ରେଷ୍ଠ ଶ୍ରେଣୀର ଇଂଜିନିୟରିଂ, ଟେକ୍ନୋଲୋଜି ଏବଂ
Read More...

ଆଠ ବର୍ଷର ନାବାଳିକା ଉପରେ ପରିବାରର ବୋଝ

ବୌଦ୍ଧ,୧୭/୯ - ବାପା ଦୁର୍ଘଟଣାରେ ଗୁରୁତର ହେବା ପରେ ଶଯ୍ୟାଶାୟୀ ଓ ମା ମାନସିକ ବିକାରଗ୍ରସ୍ତ l ଦୁଇ ଭାଇ ଭଉଣୀଙ୍କ ବୋଝ ଓ ବାପା ମା ଉଭୟଙ୍କ ସେବା ଦାୟୀତ୍ବ ଆଠ ବର୍ଷର ଝିଅ ଉପରେ l ଏଭଳି ଦୃଶ୍ୟ ଦେଖିବାକୁ ମିଳୁଛି ହରଭଙ୍ଗା ବ୍ଲକ୍ ରାଧାନଗର ଗ୍ରାମ ପଂଚାୟତର ସଦର ମହକୁମା ରାଧାନଗର ଗ୍ରାମ
Read More...