Monthly Archives

September 2020

ନିର୍ମାଣ ଶ୍ରମିକ ସଂଗଠନର ବିଶ୍ୱକର୍ମା ପୂଜା

ବୌଦ୍ଧ / ବlଉଁଶୁଣୀ,୧୬/୭- ବୌଦ୍ଧ ବ୍ଲକ୍ ଖଲିଆପାଲି ଗ୍ରାମ ପଂଚାୟତର ଗୁଦୁଗୁଦା ଠାରେ ଅଲ୍ ଇଣ୍ଡିଆ ଟ୍ରେଡ ୟୁନିଅନ କଂଗ୍ରେସ ଦ୍ବାରା ସହବନ୍ଧିତ ବିଶ୍ୱକର୍ମା କୋଠାବାଡି ଓ ନିର୍ମାଣ ଶ୍ରମିକ ସଂଗଠନ ପକ୍ଷରୁ ବିଶ୍ୱକର୍ମା ପୂଜା ଆଜି ଅନୁଷ୍ଠିତ ହୋଇ ଯାଇଛି l ରକ୍ସା, ମନୁପାଲି, ଖଲିଆପାଲି
Read More...

କାର୍ ଧକ୍କାରେ ବାଇକ ଆରୋହୀ ଗୁରୁତର

ବୌଦ୍ଧ /ବlଉଁଶୁଣୀ,୧୬/୯- ଆଜି ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍ 57 ର ମନମୁଣ୍ଡା ଥାନା ଗୁଦୁଗୁଦା ନିକଟରେ ଗୋଟିଏ ଇନୋଭା କାର୍ ଧକ୍କାରେ ଜଣେ ବାଇକ ଆରୋହୀ ଗୁରୁତର ଆହତ ହୋଇଛନ୍ତି | ମିଳିଥିବା ସୂଚନା ଅନୁଯାୟୀ ଆଜି ଅପରାନ୍ହ ପ୍ରାୟ 3 ଘଣ୍ଟା ସମୟରେ ମନମୁଣ୍ଡା ପଟରୁ
Read More...

କାର୍ଯ୍ୟରତ ସାମ୍ବାଦିକଙ୍କୁ ଆକ୍ରମଣ

କଣ୍ଟାବାଞ୍ଜି,୧୬/୯- ବଲାଙ୍ଗୀର ଜିଲ୍ଲା କଣ୍ଟାବାଞ୍ଜି ଓ ଟିଭି ପ୍ରତିନିଧି ଅନ୍ତିମ କୁମାର ପାଣିଗ୍ରାହୀଙ୍କୁ ମହିଳା ସରପଞ୍ଚ ଓ ତାଙ୍କ ସ୍ୱାମୀ ଙ୍କ ଦ୍ୱାରା ଦୁର୍ବ୍ୟବହାର ସହ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି ।ସୂଚନା କ୍ରମେ ତୁରୀକେଲା ବ୍ଲକ ଝରାଣୀ ପଂଚାୟତ ରେ ପ୍ରବାସୀ ମାନକୁ 2000/
Read More...

ସ୍କୁଟି ଓ ବାଇକ ମଧ୍ୟରେ ମୁହଁlମୁହିଁ ଧକ୍କା, 2 ମୃତ 1 ଗୁରୁତର

ବୌଦ୍ଧ,୧୬/୯- ଆଜି ଅପରାନ୍ହ ସମୟରେ ଛତ୍ରଙ୍ଗ - ହରଭଙ୍ଗା ରାସ୍ତାର ହରଭଙ୍ଗା + 2 କଲେଜ୍ ସାମ୍ନାରେ ଗୋଟିଏ ସ୍କୁଟି ଓ ବାଇକ ମଧ୍ୟରେ ମୁହଁlମୁହିଁ ଧକ୍କା ଦେବାରୁ 2 ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇ ବୌଦ୍ଧ ଡାକ୍ତରଖାନାରେ ଚିକିତ୍ସାଧୀନ ଅଛନ୍ତି l ମିଳିଥିବା
Read More...

ସମ୍ବଲପୁର ରେଳ ମଣ୍ଡଳରେ ସ୍ୱଚ୍ଛତା ପାକ୍ଷିକ ଆୟୋଜନ

ସମ୍ବଲପୁର: ସମ୍ବଲପୁର ରେଳ ମଣ୍ଡଳରେ ସ୍ୱଚ୍ଛ ରେଳ ସ୍ୱଚ୍ଛ ଭାରତ ସ୍ୱଚ୍ଛତା ପାକ୍ଷିକ ୧୬ ସେପ୍ଟେମ୍ବରରୁ ୩୦ ସେପ୍ଟେମ୍ବର ୨୦୨୦ ମଧ୍ୟରେ ଆୟୋଜନ କରାଯାଉଅଛି । ଏହି ଅବସରରେ ସ୍ୱଚ୍ଛତା ପାକ୍ଷିକର ବିଭିନ୍ନ ଦିବସରେ ସ୍ୱଚ୍ଛ ସଚେତନତା, ସ୍ୱଚ୍ଛ ସମ୍ମାନ, ସ୍ୱଚ୍ଛ ଷ୍ଟେସନ, ସ୍ୱଚ୍ଛ ରେଳଗାଡି,
Read More...

ଲକ୍ଷାଧିକ ଟଙ୍କାର ଗଞ୍ଜେଇ ଜବତ : ୭ଗିରଫ, ମୋଟରସାଇକେଲ ସହ ପିକ୍‌ଅପ୍ ଭ୍ୟାନ୍ ଓ କାର୍ ଜବତ

ବାଲିଗୁଡ଼ା: କନ୍ଧମାଳ ଜିଲ୍ଲା କ.ନୂଆଗାଁ ପୋଲିସ୍ କୁ ବଡ଼ ସଫଳତା । କ.ନୂଆଗାଁ ଥାନା ଅଂଚଳରୁ ବ୍ରହ୍ମପୁର ଦେଇ କଲିକତାକୁ ଗଞ୍ଜେଇ ଚୋରାଚାଲାଣ ବେଳେ ପୋଲିସ ପକ୍ଷରୁ ଚଢ଼ାଉ । ୧୧୩କେଜି ୫୦୦ଗ୍ରାମ୍ ଗଞ୍ଜେଇ ସହ ୭ଜଣ ଗଞ୍ଜେଇ ମାଫିଆ ଗିରଫ । ଚାଲାଣକାରୀଙ୍କ ନିକଟରୁଗୋଟିଏ ମୋଟରସାଇକେଲ,ଗୋଟିଏ
Read More...

ବିଭିନ୍ନ ସ୍ଥାନରେ ବିଶ୍ୱକର୍ମା ପୂଜା ପାଳିତ

ବୌଦ୍ଧ /ବାଉଁଶୁଣି: ଆଜି ପବିତ୍ର ବିଶ୍ୱକର୍ମା ପୂଜା ଭକ୍ତି ଓ ନିଷ୍ଠାର ସହ ଜିଲ୍ଲାର କୋଣେ ଅନୁକୋଣେ ପାଳିତ ହୋଇ ଯାଇଛି । କୋଭିଡ୍ ଯୋଗୁଁ ବିଭିନ୍ନ କଟକଣା ଭିତରେ ଜିଲ୍ଲାର ବିଭିନ୍ନ ଗ୍ୟାରେଜ୍‌, ନିର୍ମାଣ କାରିଗର ସଂଘ, ମୋଟର ଚାଳକ ସଂଘ ଓ ଯାନ୍ତ୍ରୀକ ଉପବିଭାଗ ମାନଙ୍କରେ ବିଶ୍ୱ ନିର୍ମାତା
Read More...

ବୌଦ୍ଧ ବିଧାୟକ ପ୍ରଦୀପ ଅମାତ କରୋନା ଆକ୍ରାନ୍ତ

ଜିଲ୍ଲାବାସୀ କଲେ ଆଶୁଆରୋଗ୍ୟ କାମନା ବୌଦ୍ଧ,୧୬/୯- ବୌଦ୍ଧ ବିଧାୟକ ତଥା ପୂର୍ବତନ ବାଚସ୍ପତି ଓ ମନ୍ତ୍ରୀ କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ମିଳିଛି । ଗତକାଲି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟେଲିଫୋନ ଯୋଗେ ତାଙ୍କ ସହ କଥା ହୋଇ ସ୍ୱାସ୍ଥ୍ୟାବସ୍ଥା ସମ୍ପର୍କରେ ପଚାରି ବୁଝିଥିଲେ ।
Read More...

ସମ୍ବଲପୁର ଜିଲ୍ଲାରେ ଆଜି ୧୧୪ ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର :କରୋନା ନିୟନ୍ତ୍ରଣ ପାଇଁ ସମସ୍ତ ଚେଷ୍ଟା ଅବ୍ୟାହତ ସତ୍ତ୍ୱେ ଆଜି ଲଗାୟତ ୫ ଦିନ ହେଲା ପ୍ରତିଦିନ ଶତାଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି, ଯାହାକି ଜିଲ୍ଲା ପ୍ରଶାସନ ସହିତ ଜନସାଧାରଣଙ୍କୁ ଚିନ୍ତିତ କରୁଛି । ବିଗତ ୨୪ ଘଣ୍ଟା ମଧ୍ୟରେ ୧୧୪ଜଣ ନୂଆ ପଜିଟିଭ ଚିହ୍ନଟ ହେଲା ପରେ
Read More...

ବୌଦ୍ଧ : ଆଜି ପୁଣି ୨୨ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୬/୯ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୨୨ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକସମ୍ପର୍କ ବିଭାଗ ସୂଚନା ଦେଇଛି । ଆଜି ଚିହ୍ନଟ ହୋଇଥିବା ୨୨ ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ବୌଦ୍ଧ ସହରାଞ୍ଚଳରୁ ୩ ଜଣ, ହରଭଙ୍ଗା ବ୍ଲକ୍‌ ସରସରା ଗ୍ରାମରୁ ୧ ଜଣ, ବୀରନରସିଂହପୁର ଗ୍ରାମ
Read More...