Monthly Archives

September 2020

କନ୍ଧମାଳରେ ପୁଣି ୯୫ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ:କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି କନ୍ଧମାଳ ରେ ପୁଣି ୯୫ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ତେବେ ଆଜିର ସଂକ୍ରମିତମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୩୦୧୭ ରେ ପହଂଚିଛି । ସେଥିରୁ ଆଜି ପର୍ଯ୍ୟନ୍ତ ୨୪୬୭ ଜଣ ସୁସ୍ଥ ହୋଇ ସେମାନଙ୍କ
Read More...

ସମ୍ବଲପୁର ରେଳବାଇ ମହିଳା କଲ୍ୟାଣ ସଂଗଠନ ଦ୍ୱାରା ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଆୟୋଜିତ

ସମ୍ବଲପୁର : ପୂର୍ବତଟ ରେଳପଥ, ସମ୍ବଲପୁର ମଣ୍ଡଳର ରେଳବାଇ କର୍ମଚାରୀ ଓ ସେମାନଙ୍କ ପରିବାରବର୍ଗଙ୍କୁ ଶାରୀରିକ ଓ ମାନସିକ ସ୍ତରରେ ସୁସ୍ଥ ରଖିବା ପାଇଁ ୧୫ ଅଗଷ୍ଟରୁ ୨ ଅକ୍ଟୋବର ୨୦୨୦ ପର୍ଯ୍ୟନ୍ତ ଫିଟ୍ ଇଣ୍ଡିଆ ଫ୍ରିଡମ ରନ୍ ଆୟୋଜନ କରାଯାଇଅଛି । ୧୫ ସେପ୍ଟେମ୍ବର ୨୦୨୦ରେ ପୂର୍ବତଟ ରେଳପଥ
Read More...

ଗଜପତିରେ ପୁଣି ୯ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୯ ଗୋଟି କରୋନା ପଜିଟିଭ ଚିହ୍ନଟ ହୋଇଛି ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ମୋହନା ବ୍ଲକରୁ ଜଣେ, ଗୋଶାଣୀ ବ୍ଳକରୁ୨ ଜଣ, ପାରଳା ପୌର ପରିଷଦରୁ ୨ ଜଣ, ଗୁମ୍ମା ବ୍ଳକରୁ ଜଣେ, କାଶୀନଗର ବ୍ଳକରୁ ଜଣେ, ନୂଆଗଡ ବ୍ଳକରୁ ଜଣେ
Read More...

ପାରଳାଖେମୁଣ୍ଡିରେ ୧୬ରୁ ତିନିଦିନିଆ ସେରୋ ସର୍ଭେଲାନ୍ସ କାର୍ଯ୍ୟକ୍ରମ

ପାରଳାଖେମୁଣ୍ଡି,(ହୀ.ପ୍ର): କରୋନା ଭୂତାଣୁକୁ ପ୍ରତିହତ କରିବା ପାଇଁ ଆମ ଶରୀରର ରୋଗ ପ୍ରତିରୋଧକ ଶକ୍ତି କେତେଦୂର ସକ୍ଷମ ହୋଇଛି ତାହାକୁ ପରୀକ୍ଷଣ କରିବା ନିମନ୍ତେ ରାଜ୍ୟ ସରକାରଙ୍କ ଦ୍ୱାରା ଚିହ୍ନଟ ହୋଇଥିବା ପାରଳାଖେମୁଣ୍ଡି ପୌରାଞ୍ଚଳରେ ଆସନ୍ତାକାଲିଠାରୁ ୧୮ ତାରିଖ ପର୍ଯ୍ୟନ୍ତ ସେରୋ
Read More...

ପରୀକ୍ଷାର୍ଥୀଙ୍କୁ ନେଇ ଫେରୁଥିବା କାର୍ ଦୁର୍ଘଟଣା

ବୌଦ୍ଧ / ବାଉଁଶୁଣି : ଆଜି ଦିନ ପ୍ରାୟ ଘ୧୨. ୩୦ ମିନିଟ ସମୟରେ ଜାତୀୟ ରାଜପଥ ନମ୍ବର୍ ୫୭ ର ସିଙ୍ଗାରୀ ଛକ ନିକଟରେ ଗୋଟିଏ ଓମିନି କାର୍ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହୋଇଥିବା ଜଣାପଡିଛି : ମିଳିଥିବା ସୂଚନା ଅନୁଯାୟୀ କଣ୍ଟାମାଳ ବ୍ଲକ୍ ବିଲାସପୁର ଗ୍ରାମ ପଂଚାୟତ ପଦରପଡା ଅଂଚଳରୁ ୭ ଜଣ
Read More...

ସମ୍ବଲପୁରରେ ୧୨୭ ଜଣ ନୂଆ ପଜିଟିଭ ଚିହ୍ନଟ: ଲଗାୟତ ୪ର୍ଥ ଦିନ କରୋନା ଶତକ ଯୋଗୁଁ ସ୍ଥିତି ସଙ୍କଟାପନ୍ନ

ସମ୍ବଲପୁର : ପ୍ରଶାସନିକ ସୂଚନା ଅନୁସାରେ ବିଗତ ୨୪ଘଣ୍ଟା ମଧ୍ୟ ରେ ସମ୍ବଲପୁର ଜିଲ୍ଲାରେ ୧୨୭ଜଣ ନୂଆ ପଜିଟିଭ ଚିହ୍ନଟ କରାଯାଇଛି । ବିଗତ ୪ଦିନ ହେଲା ପ୍ରତିଦିନ ଶତାଧିକ କରୋନା ସଂକ୍ରମଣ ମାମଲା ଚିହ୍ନଟ ହେଲା ପରେ ଏଠାରେ ସ୍ଥିତି ସଙ୍କଟାପନ୍ନ ହୋଇପଡିଛି । ପୁଣି ପ୍ରତିଦିନ କେହି ନା କେହି
Read More...

ସଂସଦ ଭବନରେ ସମ୍ବଲପୁରୀ ମାସ୍କ ପହଞ୍ଚିଲା

ସମ୍ବଲପୁର : ବର୍ତ୍ତମାନ କରୋନା ସଂକ୍ରମଣ ପରିପ୍ରେକ୍ଷୀରେ ମୁହଁ ରେ ମାସ୍କ ପରିଧାନ ଅନିବାର୍ଯ୍ୟ ହୋଇ ପଡିଛି । ଏହାର ସୁଯୋଗ ନେଇ ବରଗଡ଼ ସାଂସଦ ସୁରେଶ ପୂଜାରୀ ୫୦୦ ରୁ ଉର୍ଦ୍ଧ୍ୱ ସମ୍ବଲପୁରୀ ମାସ୍କ ସଂଗ୍ରହ କରି ଲୋକସଭା ସଦନର ସମସ୍ତ ସଦସ୍ୟମାନଙ୍କୁ ପ୍ରଦାନ କରିଛନ୍ତି । ବୟନିକା
Read More...

ପାରଳାଖେମୁଣ୍ଡି ସହରରେ ବୁଲାକୁକୁର ଉପଦ୍ରବ

ପାରଳାଖେମୁଣ୍ଡି,୧୫/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରରେ ଦିନକୁଦିନ ବୁଲା କୁକୁରଙ୍କ ଉପଦ୍ରବ ବଢ଼ିବାରେ ଲାଗିଛି । ଯାହାଫଳରେ ଜନ ସାଧାରଣ ଯିବା ଆସିବା କରିବା ବେଳେ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ସହରର ବିଭିନ୍ନ ଛକ ଜାଗା ମାନଙ୍କରେ ମାଳ ମାଳ କୁକୁର ଦେଖିବାକୁ
Read More...

ବୌଦ୍ଧରେ ଆଜି ୩୦ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ,୧୫/୯ - ଆଜି ବୌଦ୍ଧଜିଲ୍ଲାରେ ଆଉ ୩୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି । ଆଜିର ୩୦ ପଜିଟିଭଙ୍କ ମଧ୍ୟରୁ ବୌଦ୍ଧ ଜିଲ୍ଲାରେ ପରୀକ୍ଷା କରିଥିବା ୨୯ ଜଣ ଅନ୍ତର୍ଭୁକ୍ତ ଥିବାବେଳେ ଜିଲ୍ଲା ବାହାରେ ପରୀକ୍ଷା କରାଇ ଅନ୍ୟ
Read More...

ପାଲଝାର୍‌ ଫାର୍ମ, ଆଶ୍ୱିନ ମାସରେ ଚାଲିଛି ପଲ୍‌ହା ମରା କାମ

ବୌଦ୍ଧ,୧୫/୯ –ବୌଦ୍ଧବ୍ଲକ୍‌ ବଘିଆପଡା ନିକଟରେ ଥିବା କୃଷି ବିଭାଗର ପାଲଝାର୍‌ ଫାର୍ମ କିଛି ବର୍ଷ ହେଲା ସବୁବେଳେ ଚର୍ଚ୍ଚାରେ । ଦାୟିତ୍ୱରେ ଥିବା କର୍ମଚାରୀ ମାନଙ୍କ ଦୁର୍ନୀତି ହେଉ କି ଫାର୍ମ ପରିଚାଳନାରେ ଅବହେଳା ହେଉ ସବୁ ବେଳେ ଆଲୋଚନାର ଖୋରାକ୍‌ ଯୋଗାଇ ଆସୁଛି ଏ ସରକାରୀ ଫାର୍ମ ।
Read More...