Monthly Archives

September 2020

ଗାଆଁ ଦାଣ୍ଡରେ କେନାଲ ପାଣିର ସୁଅ ଛୁଟୁଛି !

ବୌଦ୍ଧ,୧୫/୯ - ବୌଦ୍ଧ ବ୍ଲକ୍‌ ମୁଣ୍ଡିପଦର ଗାଆଁ ଦାଣ୍ଡରେ ଅନବରତ ବୋହି ଚାଲିଛି ସାଲୁଙ୍କୀ ଜଳ ସେଚନ ପ୍ରକଳ୍ପର କେନାଲ ପାଣି । କେନାଲ ମରାମତିରେ ଅବହେଳା ଓ ଜଳ ସେଚନ ବିଭାଗର ଖାମଖିଆଲି କାର୍ଯ୍ୟ ଯୋଗୁଁ ଦୀର୍ଘ ଦିନ ହେଲା ଏଭଳି ପରିସ୍ଥିତି ସୃଷ୍ଟି ହେଉଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି
Read More...

ରାଜ୍ୟରେ ପୁଣି ୩୬୪୫ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୬୪୫ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୫୮୬୫୦ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ପ୍ରତିଦିନ ଦୁର୍ଘଟଣା, କରଡାକୋଠା ପାଲଟିଛି ଡେଥ୍‌ ଜୋନ !

ବୌଦ୍ଧ,୧୫/୯ - ଜାତୀୟ ରାଜପଥ ନମ୍ବର୍‌ ୫୭ ର ପୁରୁଣାକଟକ ଥାନା ଅନ୍ତର୍ଗତ କରଡାକୋଠା ନିକଟରେ ପ୍ରତିଦିନ ଅନେକ ଛୋଟ ବଡ଼ ଦୁର୍ଘଟଣା ଘଟି ଅନେକ ଧନ ଜୀବନ ନଷ୍ଟ ହେଉଛି । ସେଥିପାଇଁ କରଡାକୋଠାକୁ ଦୁର୍ଘଟଣା ପ୍ରବଣ ଅଂଚଳ ବା ଡେଥ ଜୋନ ଭାବେ ଲୋକେ ଅଭିହିତ କଲେଣି ।ଗତକାଲି ସକାଳେ ଭାରସାମ୍ୟ
Read More...

ଡିକି ଭାଙ୍ଗି ୭୬ ହଜାର ଲୁଟ

ବୌଦ୍ଧ,୧୪/୯ - ଆଜି ଅପରାହ୍ନ ସମୟରେ ହରଭଙ୍ଗା ବ୍ଲକ୍‌ ତିଲେଶ୍ୱର ବଜାର ନିକଟରୁ ଜଣେ ଶିକ୍ଷକଙ୍କ ବାଇକ ଡିକି ଭାଙ୍ଗି ୭୬ ହଜାର ୩ ଶହ ଟଂକା ଦୃବୁର୍ତ୍ତମାନେ ଲୁଟି ନେଇଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁଯାୟୀ ଶିକ୍ଷକ ପ୍ରତାପ କିଶୋର ବେହେରା ବିଦ୍ୟାଳୟର ମଧ୍ୟାହ୍ନଭୋଜନ ଟଂକା
Read More...

ଆଶୀର୍ବାଦଙ୍କୁ ସୁପ୍ରିମକୋର୍ଟରୁ କ୍ଲିନ୍‌ଚିଟ୍‌ ସତ୍ୟ, ନ୍ୟାୟ ଓ ଧର୍ମର ବିଜୟ- ଆଶୀର୍ବାଦ

କଟକ : ବହୁଚର୍ଚ୍ଚିତ କଟକ ବାରବାଟୀ ପ୍ୟାଲେସ ମାମଲାରେ ଆଶୀର୍ବାଦଙ୍କୁ ସୁପ୍ରିମକୋର୍ଟରୁ କ୍ଲିନଚିଟ୍‌ ମିଳିଛି । ଏକ ଲମ୍ବା ଆଇନଗତ ଲଢେଇପରେ ମାନ୍ୟବର ସୁପ୍ରିମକୋର୍ଟଙ୍କ ଏହି ରାୟ ଆଶୀର୍ବାଦଙ୍କୁ ଆଶ୍ୱସ୍ତି ଦେଇଛି । ବିଳମ୍ବ ହେଲେ ବି ଶେଷରେ ସତ୍ୟର ବିଜୟ ହୋଇଛି । ଭାରତୀୟ ଆଇନ ବ୍ୟବସ୍ଥା
Read More...

ମାଟ୍ରିକ୍‌ ସପ୍ଲିମେଣ୍ଟାରୀ ଓ ମୁକ୍ତ ବିଦ୍ୟାଳୟ ପରୀକ୍ଷା ଆରମ୍ଭ

ବୌଦ୍ଧ,୧୪/୯ - ଆଜି ସାରା ରାଜ୍ୟ ସମେତ ବୌଦ୍ଧ ଜିଲ୍ଲାରେ ମାଟ୍ରିକ ସପ୍ଲିମେଣ୍ଟାରୀ ଓ ରାଜ୍ୟ ମୁକ୍ତ ବିଦ୍ୟାଳୟ ସାର୍ଟିଫିକେଟ ପରୀକ୍ଷା ଆରମ୍ଭ ହୋଇଯାଇଛି । ବୌଦ୍ଧଜିଲ୍ଲାରେ ୪ ଗୋଟି କେନ୍ଦ୍ରରେ ପରୀକ୍ଷା କରାଯାଉଥିବା ଜଣାପଡିଛି । ବୌଦ୍ଧସ୍ଥିତ ଯୋଗିନ୍ଦ୍ର ଦେବ ଉଚ୍ଚ ବିଦ୍ୟାଳୟ, ସରକାରୀ
Read More...

ଆତ୍ମହତ୍ୟା ନୁହେଁ, ହତ୍ୟା କରାଯାଇଛି ତଦନ୍ତ ଦାବୀ କଲେ ମୃତକଙ୍କ ପରିବାରବର୍ଗ

ବଲାଙ୍ଗୀର,୧୪/୯ - ହତ୍ୟା କରି ଆତ୍ମହତ୍ୟା ରୂପ ଦିଆଯାଇଛି । ହତ୍ୟାରେ ପତ୍ନୀ ଓ ତାଙ୍କ ପରିବାର ସଂପୃକ୍ତଥିବା ଅଭିଯୋଗ କରି ଉପଯୁକ୍ତ ତଦନ୍ତ କରି ହତ୍ୟାକାରୀକୁ ଲୋକଲୋଚନକୁ ଆଣିବା ପାଇଁ ଆଜି ମୃତକ ରାଜେନ୍ଦ୍ର କଲେଜ ଜୁନିଅର ଓଡ଼ିଆ ଅଧ୍ୟାପକ ପ୍ରକାଶ ଚନ୍ଦ୍ର ସାହୁଙ୍କ ପରିବାର ପକ୍ଷରୁ
Read More...

କନ୍ଧମାଳରେ ଆଜି ପୁଣି ୭୮ କରୋନା ପଜିଟିଭ ଚିହ୍ନଟ

କନ୍ଧମାଳ,୧୪/୯ କନ୍ଧମାଳରେ ପ୍ରତିଦିନ କରୋନା ସଂକ୍ରମିତ ଚିହ୍ନଟ ହେଉଛନ୍ତି । ଆଜି କନ୍ଧମାଳ ରେ ପୁଣି ୭୮ କରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି ।ତେବେ ଆଜିର ସଂକ୍ରମିତ ମାନଙ୍କ ସମେତ ଜିଲ୍ଲାର ମୋଟ ସଂକ୍ରମିତ ସଂଖ୍ୟା ୨୯୨୨ ରେ ପହଂଚିଛି ।ସେଥିରୁ ଆଜି ପର୍ଯ୍ୟନ୍ତ ୨୪୨୨ ଜଣ ସୁସ୍ଥ ହୋଇ
Read More...

ଅମାନିଆଙ୍କ ଯୋଗୁଁ ଜିଲ୍ଲାରେ କରୋନା ବିଷମ ପରିସ୍ଥିତି ସୃଷ୍ଟି କରିଛି

ବୌଦ୍ଧ,୧୪/୯ - ବୌଦ୍ଧ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଉଛି । କରୋନା ସଂକ୍ରମଣରେ ବୌଦ୍ଧ ସହରାଞ୍ଚଳ ସମସ୍ତଙ୍କ ଠାରୁ ଆଗରେ । ପ୍ରତିଦିନ ବୌଦ୍ଧ ସହରାଞ୍ଚଳ ମଧ୍ୟରୁ କରୋନା ପଜିଟିଭ ଚିହ୍ନଟ ହେଉଥିବା ଦେଖିବାକୁ ମିଳୁଛି । ସେହିଭଳି ଜିଲ୍ଲାର କିଛି ନିର୍ଦ୍ଦିିଷ୍ଟ
Read More...

ସମ୍ବଲପୁର ଜିଲ୍ଲାରେ ପୁଣି ୧୩୦ଜଣ ନୂଆ ପଜିଟିଭ ଚିହ୍ନଟ

ସମ୍ବଲପୁର : ବିଗତ ୨୪ଘଣ୍ଟା ମଧ୍ୟରେ ୧୩୦ ଜଣ ନୂଆ ପଜିଟିଭ ଚିହ୍ନଟ ସହିତ ସମ୍ବଲପୁର ଜିଲ୍ଲାରେ କରୋନା ସ୍ଥିତି ପୁଣି ସଙ୍କଟ ଆଡକୁ ମୁହାଁଉଛି । ବିଗତ ତିନିଦିନ ଧରି ନିରନ୍ତର ପ୍ରତିଦିନ ଶତାଧିକ ଆକ୍ରାନ୍ତ ହେଉଥିବା ପରିପ୍ରେକ୍ଷୀରେ ଜନସାଧାରଣଙ୍କ ସହିତ ପ୍ରଶାସନର ଚିନ୍ତା ବଢ଼ିବାରେ ଲାଗିଛି
Read More...