Monthly Archives

September 2020

ବୌଦ୍ଧଜିଲ୍ଲା ବିଜେପି ମହିଳା ମୋର୍ଚ୍ଚା ତରଫରୁ ସାଂସଦ ଅନୁଭବଙ୍କ କୁଶପୁତ୍ତଳିକା ଦାହ

ବୌଦ୍ଧ,୮/୯ – ବୌଦ୍ଧଜିଲ୍ଲା ବିଜେପି ମହିଳା ମୋର୍ଚ୍ଚାର ସଭାନେତ୍ରୀ ଶ୍ରୀମତୀ ନମିତାରାଣୀ ଦାଶଙ୍କ ନେତୃତ୍ୱରେ ଗୋପବନ୍ଧୁ ଛକଠାରେ ପତ୍ନୀ ନିର୍ଯ୍ୟାତନା ଅଭିଯୋଗରେ ବିବାଦ ଭିତରେ ରହିଥିବା ବିଜେଡିର କେନ୍ଦ୍ରାପଡା ସାଂସଦ ଅନୁଭବ ମହାନ୍ତିଙ୍କ ଇସ୍ତଫା, ଗିରଫ ଦାବୀରେ ସାଂସଦ ଅନୁଭବ
Read More...

ଗ୍ରାମରକ୍ଷୀଙ୍କ ଘରୁ ୨୫ କେ.ଜି. ଗଞ୍ଜେଇ ଜବତ

ବୌଦ୍ଧ -ଆଜି ଅବକାରୀ ବିଭାଗ ପକ୍ଷରୁ ଚଢାଉ କରାଯାଇ ଖୁଣ୍ଟବନ୍ଧ ଗ୍ରାମର ଗ୍ରାମରକ୍ଷୀ ଗୌର ମହାନନ୍ଦିଆଙ୍କ ଘରୁ ୨ଟି ବସ୍ତାରେ ଥିବା ୨୫ କିଲୋଗ୍ରାମ ଓଜନର ଗଂଜେଇ ଜବତ କରାଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ କୌଣସି ସୂତ୍ରରୁ ଖବର ପାଇ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ରଙ୍କ
Read More...

ଅସହାୟ ବ୍ୟକ୍ତିଙ୍କ ଶବସତ୍କାର ସ୍ୱେଚ୍ଛାସେବୀ ସଂଗଠନ

ବୌଦ୍ଧ : ଗଙ୍ଗାଧର ମେହେର ସ୍ୱେଚ୍ଛାସେବୀ ସମିତି ବୁଟୁପାଲି ବୌଦ୍ଧ ତରଫରୁ ଏକ ଅସହାୟ ବ୍ୟକ୍ତିଙ୍କର ଶବସତ୍କାର କରାଯାଇଛି । ଉକ୍ତ ବ୍ୟକ୍ତିଙ୍କର ନାମ ଭାସ୍କର ପ୍ରଧାନ ସେ ବୌଦ୍ଧ ଜିଲ୍ଲା ହରଭଙ୍ଗା ବ୍ଲକ କୁସଙ୍ଗ ଅଂଚଳରେ ଭିକ୍ଷାବୃତ୍ତି କରି ଚଳୁଥିଲେ । ଗତ ତା ୧୭, ୦୮ ,୨୦ ରିଖ ରେ ତାଙ୍କର
Read More...

ଗଜପତିରେ ପୁଣି 53ଟି କରୋନା ପଜିଟିଭ ଚିହ୍ନଟ

ଗଜପତିରେ ପୁଣି 53ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା ପାରଳା ପୌର ପରିଷଦରୁ 21 ଜଣ,ନୂଆଗଡ଼ ବ୍ଳକରୁ 8 ଜଣ,ମୋହନା ବ୍ଲକରୁ 10ଜଣ,ରାୟଗଡ ବ୍ଲକରୁ 6 ଜଣ,ଗୋଶାଣୀ ବ୍ଳକରୁ 4 ଜଣ,କାଶୀ ନଗର ବ୍ଲକରୁ 4  ଜଣ, ଚିହ୍ନଟ ହୋଇ ଥିବାର ଜଣାପଡିଛି। ପଜିଟିଭି ଚିହ୍ନଟ
Read More...

ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଦ୍ୱରା ପାଠ୍ୟଉପକରଣ ବଣ୍ଟନ

ଭୁବନେଶ୍ୱର : ଆନ୍ତର୍ଜାତୀୟ ସାକ୍ଷରତା ଦିବସ ପାଳନ ଅବସରରେ ଭିଏସସନଗରର ବିଭିନ୍ନ ବସ୍ତି ଅଂଚଳରେ ଜୟ ଜଗନ୍ନାଥ ଚାରିଟେବୁଲ ଟ୍ରଷ୍ଟ ଓ ଜୟ ମା ୟୁଥ୍ କ୍ଲବ୍ ତରଫରୁ ୧୦୦ରୁ ଉର୍ଦ୍ଧ୍ୱ ସ୍କୁଲ୍ ପିଲାମାନଙ୍କୁ ବହି, ଖାତା, କଲମ, ପେନ୍ସିଲ, ରବର ବଣ୍ଟନ କରାଗଲା । ଏହି କାର୍ଯ୍ୟକ୍ରମରେ
Read More...

ଗଜପତି ପୋଲିସକୁ ମିଳିଛି ବଡ ସଫଳତା :୨୪ଟି ଚୋରା ମୋଟର ସାଇକେଲ ଜବତ ସହ ୬ ଜଣ ଗିରଫ

ପାରଳାଖେମୁଣ୍ଡି : ଗଜପତି ପୋଲିସକୁ ମିଳିଛି ଏକବଡ଼ ସଫଳତା । ମୋଟର ସାଇକେଲ ଚୋରୀ ରାକେଟକୁ ଧରିବାରେ । ପାରଳାଖେମୁଣ୍ଡି ଆଦର୍ଶ ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗଜପତି ଏସପି ତପନ କୁମାର ପଟ୍ଟନାୟକ ଗଣମାଧ୍ୟମକୁ ସୂଚନା ଦେଇ କହିଛନ୍ତି ଯେ ପାରଳାଖେମୁଣ୍ଡି ଟାଉନ ଥାନା
Read More...

ବୌଦ୍ଧ ବିଧାୟକଙ୍କ ହରଭଙ୍ଗା ବନ୍ୟାଞ୍ଚଳ ପରଦିର୍ଶନ

ହରଭଙ୍ଗା : ସଂପ୍ରତି ହରଭଙ୍ଗା ବ୍ଲକ ଅଂଚଳରେ ଘଟିଯାଇଥିବା ବନ୍ୟାରେ କ୍ଷତିଗ୍ରସ୍ତ ଅଂଚଳ ପରିଦର୍ଶନ କରିଥିଲେ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ବନ୍ୟା କ୍ଷତିଗ୍ରସ୍ତ ଅଂଚଳକୁ ବିଧାୟକମାନେ ତୁରନ୍ତ ଗସ୍ତ କରି ବିପନ୍ନମାନଙ୍କର ସମସ୍ୟା ବୁଝିବା ସହ କ୍ଷତିଗ୍ରସ୍ତ ଅଂଚଳର
Read More...

ଘର ଭଙ୍ଗା କ୍ଷୟକ୍ଷତିର ତଦନ୍ତ କଲେ ରାଜସ୍ୱ ନିରୀକ୍ଷକ

ବୌଦ୍ଧ : ଗତ ଲଗାଣ ବର୍ଷାରେ ବାଉଁଶୁଣି ଅଂଚଳରେ ବ୍ୟାପକ କ୍ଷୟକ୍ଷତି ହୋଇଥିବା ଦେଖିବାକୁ ମିଳିଥିଲା । ଅନେକ ଲୋକଙ୍କ ଘରଦ୍ୱାର ଭାଙ୍ଗି ଯାଇଥିବା ବେଳେ ଏକର ଏକର ଜମିରେ ବଢି ପାଣି ମାଡି ବ୍ୟାପକ ଧାନ ଫସଲ ନଷ୍ଟ ହୋଇଥିବା ଦେଖିବାକୁ ମିଳିଥିଲା । ରାଜସ୍ୱ ବିଭାଗ କ୍ଷୟକ୍ଷତିର ଆକଳନ କରିବା ଓ
Read More...

ସୁବର୍ଣ୍ଣପୁର :ହୁହୁ ହୋଇ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ୪ ଦିନରେ ୩୩୯ ଜଣ ପଜିଟିଭ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲାରେ କରୋନା ତାର କାୟାବିସ୍ତାର କରି ସମଗ୍ର ଜିଲ୍ଲାକୁ କବଳିତ କରିଛି । ସେପ୍ଟେମ୍ବର ମାସ ଆରମ୍ଭରୁ ପିକ୍ ପିରିୟଡରେ କରୋନା ତା'ର ପ୍ରଭାବ ବିସ୍ତାର କରି ଜିଲ୍ଲାରେ ଏକ ଆତଙ୍କର ମାହୋଲ ସୃଷ୍ଟି କରିଛି । ଗତ ୧ ତାରିଖ ସୁଦ୍ଧା ଆକ୍ରାନ୍ତ ଙ୍କ ସଂଖ୍ୟା ୭୬୪
Read More...

ଆଜି ୮୫ ଜଣ ନୂଆ କରୋନା ପଜିଟିଭ ଚିହ୍ନଟ: ସମ୍ବଲପୁର ଜିଲ୍ଲାରେ ମୋଟସଂଖ୍ୟା ୩୪୬୦ରେ ପହଞ୍ଚିଲା

ସମ୍ବଲପୁର :ପ୍ରଶାସନିକ ଘୋଷଣା ଅନୁସାରେ ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୮୫ ଜଣ କରୋନା ସଂକ୍ରମିତ ହେଲା ପରେ ସମ୍ବଲପୁର ଜିଲ୍ଲାରେ ମୋଟସଂଖ୍ୟା ୩୪୬୦ ରେ ପହଞ୍ଚିଛି । ଏମାନଙ୍କ ମଧ୍ୟରୁ୨୬୧୦ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ଓ ୧୫ ଜଣ ମୃତ୍ୟୁ ବରଣ କଲାପରେ ବାକି ୮୩୫ ଜଣଙ୍କ ଚିକିତ୍ସା କୋଭିଡ
Read More...