Monthly Archives

September 2020

ତୃତୀୟ ରାଉଣ୍ଡରେ ଜୋକୋଭିକ୍‌

ନ୍ୟୁୟର୍କ : ଏଠାରେ ଚାଲିଥିବା ୟୁଏସ୍‌ ଓପନ୍‌ରେ ଟେନିସ୍‌ ତାରକା ନୋଭାକ୍‌ ଜୋକୋଭିକ୍‌ ପୁରୁଷ ସିଙ୍ଗିଲ୍ସ ଇଭେଣ୍ଟରେ ତୃତୀୟ ରାଉଣ୍ଡରେ ପ୍ରବେଶ କରିଛନ୍ତି । ଦ୍ୱିତୀୟ ରାଉଣ୍ଡରେ ଅନୁଷ୍ଠିତ ମ୍ୟାଚରେ ସେ ତାଙ୍କର ପ୍ରତିପକ୍ଷ ବ୍ରିଟେନର କାଇଲ୍‌ ଏଡଗଣ୍ଟଙ୍କୁ ୬-୭ (୫/୭, ୬/୩), ୬/୪),
Read More...

ତୁରେକେଲା ଜଙ୍ଗଲରୁ ଅଜଣା ଶବ ଉଦ୍ଧାର

କଣ୍ଟାବାଞ୍ଜି : ବଲାଙ୍ଗୀର ଜିଲ୍ଲା ତୁରେକେଲା ବ୍ଲକ ଲାଠୋର ରାସ୍ତା ଫୋରେଷ୍ଟ ନର୍ସରରେ ଗୋଟିଏ ଅଜଣା ଶବ ତୁରକେଲା ପୋଲିସ ଦ୍ୱାରା ଉଦ୍ଧାର ହୋଇଛି । ସୂଚନା କ୍ରମେ ଯୁବକର ବେକରେ ଲାଗିଥିବା ରସି ଶାଗୁଆନ ଗଛ ସହ ଝୁଲିବା ଅବସ୍ଥାରେ ଦେଖା ଯାଇଛି । ତଦନ୍ତ ତୁରୀକେଲା ପୋଲିସ ଦ୍ୱାରା ଶବ ଉଦ୍ଧାର
Read More...

ସମ୍ବଲପୁର ଜିଲ୍ଲାରେ ନୂଆ ୬୮ ଜଣ ପଜିଟିଭ ଚିହ୍ନଟ

ସମ୍ବଲପୁର:ସମ୍ବଲପୁର ଜିଲ୍ଲାରେ ବିଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୬୮ ଜଣ ପଜିଟିଭ ଚିହ୍ନଟ ସହିତ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ତିନି ହଜାର ପାର ହୋଇ ୩୦୫୨ରେ ଯାଇ ପହଞ୍ଚିଛି । ଏହା ସହିତ ବିଗତ ୨୪ଘଣ୍ଟା ମଧ୍ୟରେ ଆଉ ୨୬୭ ଜଣ ସୁସ୍ଥ ହୋଇଛନ୍ତି, ଏହା ଫଳରେ ମୋଟ ସୁସ୍ଥଙ୍କ ସଂଖ୍ୟା ୨୧୫୩ ହୋଇଛି ।
Read More...

ରାସ୍ତା ଅବସ୍ଥା ସୁଧୁରିବ କେବେ ?

ବୌଦ୍ଧ : କଣ୍ଟାମାଳ ବ୍ଲକ୍ ବରଗୋଛା ଗ୍ରାମ ପଂଚାୟତ ଅନ୍ତର୍ଗତ କନାବୀର ଗ୍ରାମକୁ ସବୁଦିନିଆ ରାସ୍ତାଟିଏ ନାହିଁ । ବାଟରେ ପଡୁଥିବା ନାଳ ଉପରେ ପୋଲ ହୋଇ ନଥିବାରୁ ବର୍ଷା ଦିନରେ ବାହ୍ୟ ଜଗତରୁ ବିଚ୍ଛିନ୍ନ ହୋଇ ପଡିଥାଏ । ଗ୍ରାମବାସୀ ବାରମ୍ବାର ବ୍ଲକ୍ ଓ ଗ୍ରାମ ପଂଚାୟତ କର୍ତ୍ତୃପକ୍ଷଙ୍କୁ
Read More...

ଋଣ ଆଦାୟ ପାଇଁ ମାଇକ୍ରୋ ଫାଇନାନ୍ସ କର୍ମଚାରୀଙ୍କ ଧମକ ଅଭିଯୋଗ

ବୌଦ୍ଧ : ଲକ୍ ଡାଉନ ସମୟରେ ବିଭିନ୍ନ ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟାମାନେ ମାଇକ୍ରୋ ଫାଇନାନ୍ସ କମ୍ପାନୀ ମାନଙ୍କରୁ ଆଣିଥିବା ଋଣ ପରିଶୋଧ କରି ପାରିନଥିଲେ । କିସ୍ତି ଟଂକା ଆଦାୟ କରାଯିବା ଉପରେ ଅଗଷ୍ଟ ୩୧ ତାରିଖ ଯାଏଁ ଆଦାୟ ଉପରେ ରିଜର୍ଭ ବ୍ୟାଙ୍କ ଅଙ୍କୁଶ ଲଗାଇଥିଲେ । ବର୍ତ୍ତମାନ
Read More...

ଟାଇମ୍‍ସ ବିବିଏ ଏଜୁକେସନ୍‍ ର୍ୟାଙ୍କିଙ୍ଗ ୨୦୨୦ ଦ୍ୱିତୀୟ ସ୍ଥାନରେ କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍

ଭୁବନେଶ୍ୱର : ଚଳିତବର୍ଷ ଟାଇମ୍‍ସ ବିବିଏ ଏଜୁକେସନ୍‍ ର୍ୟାଙ୍କିଙ୍ଗ ସର୍ଭେରେ ସମଗ୍ର ଦେଶରେ କିଟ୍‍ ମ୍ୟାନେଜମେଣ୍ଟ ସ୍କୁଲ୍‍ (କେଏସ୍‍ଓଏମ୍‍) ଦ୍ୱିତୀୟ ସ୍ଥାନରେ ରହିବାର ଗୌରବ ଅର୍ଜନ କରିଛି । ସମଗ୍ର ଭାରତରେ ବିବିଏ ପାଠ୍ୟକ୍ରମ ପ୍ରଦାନ କରୁଥିବା ଶିକ୍ଷାନୁଷ୍ଠାନଗୁଡ଼ିକୁ ନେଇ ଏହି ସର୍ଭେ
Read More...

ଗଜପତିରେ ପୁଣି ୯ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି,୩/୯- ଗଜପତିରେ ପୁଣି ୯ ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୋଶାଣି ବ୍ଲକରୁ ଜଣେ, ପାରଳା ପୌର ପରିଷଦରୁ ୫ ଜଣ, ମୋହନା ବ୍ଲକରୁ ୨ ଜଣ , ନୂଆଗଡ ବ୍ଲକରୁ ଜଣେ ଚିହ୍ନଟ ହୋଇ ଥିବାର ଜଣାପଡିଛି । ପଜିଟିଭି ଚିହ୍ନଟ ହେବା ପରେ ସେମାନଙ୍କ
Read More...

ଜିଲ୍ଲା ବିଜେପି ପକ୍ଷରୁ ପୂର୍ବତନ ଭାଜପା ଉପ ଜିଲ୍ଲା ସଭାପତିଙ୍କୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ପାରଳାଖେମୁଣ୍ଡି,୩/୯- ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ଠାରେ ଥିବା ଜିଲ୍ଲା ବିଜେପି କାର୍ଯ୍ୟାଳୟରେ ପୂର୍ବତନ ଭାଜପା ଜିଲ୍ଲା ଉପସଭାପତି ସ୍ୱର୍ଗତ ଉଦୟ ନାଥ ମହାଙ୍କୁଡ଼ଙ୍କୁ ଜିଲ୍ଲା ବିଜେପି ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ସେ ଜଣେ ସଚ୍ଚୋଟ, ନିଷ୍ଠାପର
Read More...

ପୁଣି ରାଜ୍ୟରେ ୩୬୩୧ ପଜିଟିଭ ଚିହ୍ନଟ, କରୋନା ନେଲେ ୮ ମୁଣ୍ଡ

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୩୬୩୧ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୧୩୪୧୧ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ
Read More...

ବୌଦ୍ଧ : ଆଜି ପୁଣି ୨୭ କରୋନା ପଜିଟିଭ ଚିହ୍ନଟ, ସଂଖ୍ୟା ପହଞ୍ଚିଲା ୬୮୧

ବୌଦ୍ଧ,୩/୯ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ନୂତନ ୨୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ଚିହ୍ନଟ ହୋଇଥିବା କରୋନା ପଜିଟିଭ ମାନଙ୍କ ମଧ୍ୟରେ ବଉଦ ବ୍ଲକ୍‌ ମୁଣ୍ଡାପଡା ଗ୍ରାମ ପଂଚାୟତର
Read More...