Monthly Archives

September 2020

ବାର୍ସେଲୋନାରେ ପହଞ୍ଚିଲେ ମେସିଙ୍କ ପିତା

ବାର୍ସେଲୋନା : ପ୍ରସିଦ୍ଧ ଫୁଟବଲ୍‌ ଖେଳାଳି ଲିଓନେଲ୍‌ ମେସିଙ୍କ ପିତା ଜର୍ଜ ମେସି ଆଜି ବାର୍ସେଲୋନାରେ ପହଞ୍ଚିଛନ୍ତି । ପୁଅର ଭବିଷ୍ୟତ ନେଇ ସେ ବାର୍ସେଲୋନା କ୍ଲବ କର୍ମକର୍ତ୍ତାମାନଙ୍କ ସହ ଆଲୋଚନା କରିବାର କାର୍ଯ୍ୟକ୍ରମ ରହିଛି । ଉଲ୍ଲେଖଯୋଗ୍ୟ ଯେ, ଜର୍ଜ ମଧ୍ୟ ଲିଓନେଲ୍‌ଙ୍କର ଏଜେଣ୍ଟ ।
Read More...

୪ଘଣ୍ଟା ପରେ ପଥର ସନ୍ଧିରୁ ଉଦ୍ଧାର ହେଲେ ବାଳକ

ହରଭଙ୍ଗା : ହରଭଙ୍ଗାବ୍ଲକ ତିଲେଶ୍ୱର ପଞ୍ଚାୟତର ବୁରୁବୁଡା ଗ୍ରାମର ଜଣେ ବାଳକ ନିକଟସ୍ଥ ଲକ୍ଷ୍ମିନାଳକୁ ଗାଧୋଇବାକୁ ଯାଇ ଗୋଡଟି ପଥର ସନ୍ଧିରେ ରହିଯାଇଥିଲା । ଏହି ଖବର ସୂଚନା ପାଇଁ ବୌଦ୍ଧ ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ଘଟଣାସ୍ଥଳରେ ପହଞ୍ଚିଥିଲେ । ତାଙ୍କ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ
Read More...

ପଥର ସନ୍ଧିରେ ଗୋଡ ପଶି ବାଳକ ଅଡୁଆରେ, ଉଦ୍ଧାର କାର୍ଯ୍ୟ ଜାରୀ

ହରଭଙ୍ଗା: ହରଭଙ୍ଗାବ୍ଲକ ତିଲେଶ୍ବର ପଞ୍ଚାୟତର ବୁରୁବୁଡା ଗ୍ରାମର ଜଣେ ବାଳକ ନିକଟସ୍ଥ ଲକ୍ଷ୍ମିନାଳ କୁ ଗାଧୋଇବାକୁ ଯାଇ ଗୋଡଟି ପଥର ସନ୍ଧିରେ ରହିଯାଇଥିବା ଜଣାପଡିଛି । ସୁଚନାମତେ ଗ୍ରାମର ସାରସ୍ବତ ନାଏକଙ୍କ ସାନ ପୁଅ ନିଳମଣି ନାଏକ ୭ ବର୍ଷର ବାଳକ ଅନ୍ୟ ସାଙ୍ଗମାନଙ୍କ ସହ ଦିନ ୧୧ଟାରେ
Read More...

ହରଭଙ୍ଗା : କମିଛି ବନ୍ୟା, କମିନି ଦୁର୍ଦ୍ଦଶା

ହରଭଙ୍ଗା: ସଂପ୍ରତି ଆଜି ମହାନଦୀ ବନ୍ୟା କମିଛି । ଏବେ ହରଭଙ୍ଗାର ଅଧା ଅଂଚଳ ଜଳମଗ୍ନ ହୋଇ ରହିଛି । ତେବେ କେତେକ ଚାଷ ଜମିରୁ ବନ୍ୟାଜଳ କମିଛି । ହେଲେ ଏକର ଏକର ଚାଷଜମିର ଧାନଗଛ ପଚି ସଢିଯାଇଛି । ଫଳରେ ଚାଷୀମାନେ ଚିନ୍ତାରେ ପଡିଛନ୍ତି । ଧାରକରଜ କରି ଚାଷୀମାନେ ଚାଷ କରିଥିଲେ । ଏହି ପ୍ରଳୟ
Read More...

ବୌଦ୍ଧରେ ଆଜି ୩୬ କରୋନା ପଜିଟିଭ ଚିହ୍ନଟ, ସେଥିରୁ ୯ଜଣ କରୋନା ଯୋଦ୍ଧା

ବୌଦ୍ଧ,୨/୯ - ବୌଦ୍ଧ ଜିଲ୍ଲାରେ ଆଜି ପୁଣି ୩୬ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜି ଚିହ୍ନଟ ହୋଇଥିବା ୩୬ ଜଣଙ୍କ ମଧ୍ୟରୁ ୯ଜଣ କରୋନା ଯୋଦ୍ଧା ରହିଛନ୍ତି । ଏହି କରୋନା ଯୋଦ୍ଧାମାନେ ହେଲେ ଅଗ୍ନିଶମ ବିଭାଗର ୩ଜଣ,
Read More...

ଗଜପତିରେ ପୁଣି ୨୭ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୨୭ଟି କରୋନା ପଜିଟିଭ ଚିହ୍ନଟ ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଚିହ୍ନଟଙ୍କ ମଧ୍ୟରୁ ଗୁମ୍ମା ବ୍ଲକରୁ ୨ ଜଣ ଗୋଶାଣି ବ୍ଲକରୁ ୪ ଜଣ କାଶୀନଗର ବ୍ଳକରୁ ୪ଜଣ, ପାରଲା ପୌର ପରିଷଦରୁ ୧୧ ଜଣ, ମୋହନା ବ୍ଲକରୁ ଜଣେ, ରାୟଗଡ ବ୍ଲକରୁ ୨ ଜଣ, ଆର
Read More...

ସମ୍ବଲପୁରରେ ଆଜି ନୂଆ ୭୮ ଜଣ ପଜିଟିଭ ଚିହ୍ନଟ: ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮୪ରେ ପହଞ୍ଚିଛି

ସମ୍ବଲପୁର,୨/୯- ଗତ ୨୪ ଘଣ୍ଟା ମଧ୍ୟରେ ନୂଆ ୭୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏମାନଙ୍କୁ ମିଶାଇ ଜିଲ୍ଲାରେ ଏପର୍ଯ୍ୟନ୍ତ ଆକ୍ରାନ୍ତଙ୍କ ସଂଖ୍ୟା ୨୯୮୪ରେ ପହଞ୍ଚିଛି । ଜିଲ୍ଲାରେ କରୋନା ମୃତ୍ୟୁକୁ ନେଇ ବାରମ୍ବାର ବିଭ୍ରାନ୍ତିକର ତଥ୍ୟ ସାମନାକୁ ଆସିବା ଓ ଏବିଷୟରେ ସ୍ଥାନୀୟ ବିଧାୟକ
Read More...

ବୌଦ୍ଧ: ଆହୁରି କୋହଳ ହେଲା ଲକ୍‌ଡାଉନ ସମୟ

ବୌଦ୍ଧ,୧/୯-ଜନସାଧାରଣଙ୍କ ଆର୍ଥିକ ପରିସ୍ଥିତି ଓ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଲଲାଟେନ୍ଦୁ ମିଶ୍ର ସେପ୍‌ଟେମ୍ବର ପହିଲାରୁ ଜିଲ୍ଲାରେ ଲାଗୁ ହୋଇଥିବା ଲକଡାଉନ୍‌ କଟକଣାକୁ ଟିକିଏ କୋହଳ କରିଛନ୍ତି । ଗତ ଅଗଷ୍ଟ ୧୬ ତାରିଖଠାରୁ ଅଗଷ୍ଟ ଶେଷ ଯାଏଁ ସମସ୍ତ ବେସରକାରୀ ଅନୁଷ୍ଠାନ ଓ
Read More...

କାର୍‌ ଧକ୍କାରେ ବାଳିକା ଗୁରୁତର

ବୌଦ୍ଧ,୧/୯ - ଆଜି ସନ୍ଧ୍ୟା ପ୍ରାୟ ୬ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ର ସରସରା ନିକଟରେ କାର୍‌ ଧକ୍କାରେ ଜଣେ ବାଳିକା ଗୁରୁତର ଆହତ ହୋଇଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଆଜି ସନ୍ଧ୍ୟା ୬ ଘଣ୍ଟା ସମୟରେ ଜାତୀୟ ରାଜପଥ ନମ୍ବର୍‌ ୫୭ର ସରସରା ଛକ ନିକଟରେ ମନୀଷା
Read More...

ଲଦାଖରେ ପୁଣି ଉତ୍ତେଜନା

ଲଦାଖ : ଲଦାଖରେ ପୁଣି ଉତ୍ତେଜନାପୂର୍ଣ୍ଣ ସ୍ଥିତି ସୃଷ୍ଟି ହୋଇଛି । ଚୀନ୍‌ର ସୈନିକମାନେ ଭାରତରେ ଅନୁପ୍ରବେଶ କରିବା ପାଇଁ ଉଦ୍ୟମ କରୁଥିଲେ । କିନ୍ତୁ ଭାରତର ଯବାନ୍‌ମାନେ ତାହାକୁ ସଫଳତାର ସହ ବ୍ୟର୍ଥ କରିଛନ୍ତି । ଉତ୍ତେଜନା ଦେଖାଦେଇଥିବାରୁ ସୀମାନ୍ତରେ ଭାରତ ଯୁଦ୍ଧ ଟ୍ୟାଙ୍କ ମୁତୟନ
Read More...