Monthly Archives

September 2020

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ପ୍ରଣବଙ୍କ ଶେଷକୃତ୍ୟ ସମ୍ପନ୍ନ

ନୂଆଦିଲ୍ଲୀ: ଭାରତର ପୂର୍ବତନ ରାଷ୍ଟ୍ରପତି "ଭାରତ ରତ୍ନ' ପ୍ରଣବ ମୁଖାର୍ଜୀଙ୍କର ଆଜି ସମ୍ପୂର୍ଣ୍ଣ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଦିଲ୍ଲୀସ୍ଥିତ ଲୋଧିଘାଟରେ ଏହି କାର୍ଯ୍ୟ ସମ୍ପନ୍ନ ହୋଇଥିଲା । ତାଙ୍କର ବଡ଼ପୁଅ ଅଭିଜିତ୍‌ ମୁଖାଗ୍ନି ଦେଇଥିଲେ । ଏହା ପୂର୍ବରୁ
Read More...

ବିଦ୍ୟୁତ୍‌ ଆଘାତରେ ଯୁବକଙ୍କ ମୃତ୍ୟୁ

ବୌଦ୍ଧ : ଆଜି ସକାଳେ କଣ୍ଟାମାଳ ବ୍ଲକ୍‌ ଶୁଣ୍ଢୀପଦର ଗ୍ରାମ ପଂଚାୟତ ଧୁଙ୍ଗିଆପଦର ଗ୍ରାମର ଜଣେ ଯୁବକ ବିଦ୍ୟୁତ୍‌ ଆଘାତରେ ମୃତ୍ୟୁ ବରଣ କରିଥିବା ଜଣାପଡିଛି । ମିଳିଥିବା ସୂଚନା ଅନୁଯାୟୀ ଧୁଙ୍ଗିଆପଦର ଗ୍ରାମର ଶୁକୃ ନାଏକ (୨୫ ବର୍ଷ ) ନାମକ ଜଣେ ଯୁବକ ଆଜି ସକାଳ ପ୍ରାୟ ୯ ଘଣ୍ଟା ସମୟରେ
Read More...

ବିଷଧର ସାପ କାମୁଡାରେ ଯୁବକ ମୃତ

ବୌଦ୍ଧ /ଜହ୍ନାପଙ୍କ- ଗୋଟିଏ ବିଷଧର ସାପ କାମୁଡାରେ ବୌଦ୍ଧ ବ୍ଲକ୍ ତେଲିବନ୍ଧ ଗ୍ରାମର ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ତେଲିବନ୍ଧ ଗ୍ରାମର ରାମଚନ୍ଦ୍ର ହୋତାଙ୍କ ପୁଅ ମିତ୍ରଭାନୁ ହୋତା ( 25)ବର୍ଷ ଗତକାଲି ଅପରାନ୍ହ ପ୍ରାୟ ଘ 2. 30 ମିନିଟ ସମୟରେ ନିଜ
Read More...

ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଶ୍ରଦ୍ଧାଞ୍ଜଳି ସଭା

ସୋନପୁର : ଭାରତର ପୂର୍ବତନ ରାଷ୍ଟ୍ରପତି ପ୍ରଣବ ମୁଖାର୍ଜୀଙ୍କ ବିୟୋଗରେ ଆଜି ସୁବର୍ଣ୍ଣପୁର ଜିଲ୍ଲା କଂଗ୍ରେସ ତରଫରୁ ସ୍ଥାନୀୟ କସ୍ତୁରୀ ହୋଟେଲର ସମ୍ମିଳନୀ କକ୍ଷରେ ଏକ ଶ୍ରଦ୍ଧାଞ୍ଜଳି ସଭା ଅନୁଷ୍ଠିତ ହୋଇଯାଇଛି । ନଗର କଂଗ୍ରେସ ସଭାପତି ସୁଧିର କୁମାର ପଣ୍ଡାଙ୍କ ସଭାପତିତ୍ୱରେ ଅନୁଷ୍ଠିତ
Read More...

ଜରି ପାଇଁ ରାସ୍ତାରୋକ, ପ୍ରତିଶ୍ରୁତି ପରେ ଲୋକେ ହେଲେ ଶାନ୍ତ

ବୌଦ୍ଧ : ଗତ ଲଗାଣ ବର୍ଷାରେ ଜିଲ୍ଲାରେ ଅନେକ ଲୋକଙ୍କ ଘର ଭାଙ୍ଗି ଯାଇଛି । ମୁଣ୍ଡ ଗୁଞ୍ଜିବା ପାଇଁ ସାହାରା ନାହିଁ । ରାଜସ୍ୱ ବିଭାଗ ପକ୍ଷରୁ ଘର ଉପରେ ଟାଣିବା ପାଇଁ ଯେଉଁ ଜରି ପାଲ ଦିଆଯାଏ ତାହା ମଧ୍ୟ ଲୋକଙ୍କୁ ମିଳୁନାହିଁ । ହରଭଙ୍ଗା ତହସିଲ ଅନ୍ତର୍ଗତ୍ ବୀରନରସିଂହପୁର ରାଜସ୍ୱ
Read More...

ଆବୁଧାବିରେ ପହଞ୍ଚିଲେ ପ୍ଲେସିସ୍‌, ରାବଡା

ଦୁବାଇ : ଆଇପିଏଲ୍‌ ଟୁର୍ଣ୍ଣାମେଣ୍ଟ ପାଇଁ ଦକ୍ଷିଣ ଆଫ୍ରିକାର ତିନି ଭେଟେରାନ୍‌ କ୍ରିକେଟର ଏପ୍‌ଡି ପ୍ଲେସିସ୍‌, ଏଲ୍‌ ଏନ୍‌ଗିଡି ଓ କାର୍ଗିସୋ ରାବଡ଼ା । ମଙ୍ଗଳବାର ଭୋର ସମୟରେ ଆସି ପହଞ୍ଚିଥିବା ଏହି ଖେଳାଳିମାନେ ନିର୍ଦ୍ଧାରିତ ହୋଟେଲକୁ ଯାଇଛନ୍ତି । ସେମାନଙ୍କ ପାଇଁ ଉଦ୍ଦିଷ୍ଟ ହୋଟେଲ
Read More...

ଧୋନି ବିଚଳିତ ହେବା ବ୍ୟକ୍ତି ନୁହଁନ୍ତି

ନୂଆଦିଲ୍ଲୀ : ମହେନ୍ଦ୍ର ସିଂ ଧୋନି ଏଭଳି ଜଣେ ବ୍ୟକ୍ତି, ଯିଏ ଅନ୍ୟମାନଙ୍କଠାରୁ ସଂପୂର୍ଣ୍ଣ ଭିନ୍ନ । ସେ କେବଳ ଜଣେ ଭଲ ଖେଳାଳି ନୁହଁନ୍ତି, ବରଂ ଭଲ ମଣିଷ ମଧ୍ୟ । କୌଣସି ପରିସ୍ଥିତିରେ ସେ ବିଚଳିତ ହୋଇନଥାନ୍ତି । ବରଂ ଖେଳାଳିମାନଙ୍କୁ ମାନସିକ ବଳ ଦେଇଥାନ୍ତି । ଏଭଳି ମନ୍ତବ୍ୟ ଦେଇଛନ୍ତି,
Read More...

ସମ୍ପର୍କୀୟଙ୍କ ଉପରେ ଆକ୍ରମଣ ଘଟଣା: ତଦନ୍ତ ଦାବିକଲେ ରାଇନା

ନୂଆଦିଲ୍ଲୀ : ଭାରତୀୟ କ୍ରିକେଟର ସୁରେଶ ରାଇନାଙ୍କ ପଞ୍ଜାବରେ ରହୁଥିବା ପିଉସୀଙ୍କ ଘରେ ନିକଟରେ ସଂଘବଦ୍ଧ ଆକ୍ରମଣ ହୋଇଥିଲା । ଏହି ଘଟଣାକୁ ରାଇନା ଅତି ଗୁରୁତ୍ୱର ସହ ନେଇଛନ୍ତି । ଘଟଣାର ଏକ ନିରପେକ୍ଷ ଓ ଟିକିନିଖି ତଦନ୍ତ ପାଇଁ ସେ ସରକାରଙ୍କ ନିକଟରେ ଦାବି ରଖିଛନ୍ତି । ରାଇନା କହିଛନ୍ତି
Read More...

ବନ୍ୟା ପ୍ରପୀଡ଼ିତଙ୍କୁ ସାହାଯ୍ୟର ହାତ ବଢାଇଲେ ସ୍ୱେଚ୍ଛାସେବୀ

ସମ୍ବଲପୁର : ବିଗତ ଦିନରେ ହୀରାକୁଦବନ୍ଧରୁ ବନ୍ୟାଜଳ ନିଷ୍କାସନ ଫଳରେ ଏଠାକାର ବିଭିନ୍ନ ତଳି ଅଂଚଳରେ ଉପୁଜିଛି ବନ୍ୟା ପରିସ୍ଥିତି । ମହାନଦୀରେ ଜଳସ୍ତର ବୃଦ୍ଧି ଯୋଗୁଁ ସହରର ସମସ୍ତ ତଳି ଅଂଚଳରେ ପଛୁଆ ପାଣି ପ୍ରବେଶ କରି ଅଂଚଳ ଜଳମଗ୍ନ ହୋଇଛି । ଲୋକଙ୍କ ଘରେ ପାଣି ପଶିବା ଫଳରେ ଲୋକେ
Read More...

ଗଜପତିରେ ପୁଣି ୨୯ଟି କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି: ଗଜପତିରେ ପୁଣି ୨୯ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଲେ ଗଜପତି ଜିଲ୍ଲାପାଳ ଅନୁପମ ସାହା । ଗୁମ୍ମା ବ୍ଲକରୁ ୪ ଜଣ ଗୋଶାଣି ବ୍ଲକରୁ ୫ ଜଣ କାଶୀନଗର ବ୍ଳକରୁ ୪ଜଣ, ପାରଲା ପୌର ପରିଷଦରୁ ୯ ଜଣ, ମୋହନା ବ୍ଲକରୁ ୩ ଜଣ, ରାୟଗଡ ବ୍ଲକ ରୁ ୩ ଜଣ, ଗଜପତି ଜିଲ୍ଲାର ଜଣେ
Read More...