Monthly Archives

September 2020

ସମ୍ବଲପୁରରେ ଆଜି ପୁଣି ୮୩ ଜଣ ପଜିଟିଭ ଚିହ୍ନଟ: ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୬ ହେଲା

ସମ୍ବଲପୁର : ପ୍ରଶାସନିକ ସୂତ୍ରରୁ ପ୍ରାପ୍ତ ସୂଚନା ଅନୁସାରେ ଗତ ୨୪ ଘଣ୍ଟା ମଧ୍ୟରେ ସମ୍ବଲପୁର ଜିଲ୍ଲାରେ ୮୩ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି ଓ ଏହାକୁ ମିଶାଇ ଏପର୍ଯ୍ୟନ୍ତ ଜିଲ୍ଲାରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୨୯୦୬ରେ ପହଞ୍ଚିଛି । ଗତ ଦୁଇଦିନ ଧରି ଦୈନିକ ପଜିଟିଭ ଚିହ୍ନଟଙ୍କ ସଂଖ୍ୟା
Read More...

ରାଜ୍ୟରେ ପୁଣି ୩୦୨୫ ପଜିଟିଭ ଚିହ୍ନଟ, ୧୧ଜଣଙ୍କ ମୁଣ୍ଡ ନେଲା କରୋନା

ଭୁବନେଶ୍ୱର: ଆଜି ରାଜ୍ୟରେ ୩୦୨୫ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ଭିତରୁ ସଙ୍ଗରୋଧ କେନ୍ଦ୍ରରୁ ୧୮୪୪ ଓ ସ୍ଥାନୀୟ ଅଂଚଳରୁ ୧୧୮୧ ଆକ୍ରାନ୍ତ ଅଛନ୍ତି । ଏହା ଫଳରେ ରାଜ୍ୟରେ କରୋନା ପଜିଟିଭ୍ ସଂଖ୍ୟା ୧ ଲକ୍ଷ ୬ ହଜାର ୫୬୧କୁ ବୃଦ୍ଧି ପାଇଛି । ୩୦ଟି ଜିଲ୍ଲାରୁ ଏହିସବୁ
Read More...

ବୌଦ୍ଧ : ଆଜି ପୁଣି ୯ କରୋନା ପଜିଟିଭ ଚିହ୍ନଟ

ବୌଦ୍ଧ - ଆଜି ବୌଦ୍ଧ ଜିଲ୍ଲାରେ ପୁଣି ୯ କରୋନା ପଜିଟିଭ ଚିହ୍ନଟ ହୋଇଥିବା ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଅଛି । ଆଜି ଯେଉଁ ୯ ପଜିଟିଭ ଚିହ୍ନଟ ହୋଇଛନ୍ତି ସେମାନଙ୍କ ମଧ୍ୟରୁ କଣ୍ଟାମାଳ ବ୍ଲକ୍ ଆମ୍ବଗାଆଁ ଗ୍ରାମ ପଂଚାୟତର ତେନ୍ତୁଳି ଖୁଣ୍ଟି ଗ୍ରାମରୁ ୨ ଜଣ,
Read More...

ଅଜଣା ଗାଡି ଧକାରେ ଜଣେ ଗୁରୁତର

ଦାରିଙ୍ଗବାଡ଼ି,୧/୯: ଦାରିଙ୍ଗବାଡ଼ି ଥାନା ଅନ୍ତର୍ଗତ ବଜାର ସାହି ୫୯ ନମ୍ବର ଜାତୀୟ ରାଜପଥ ପାଶ୍ୱର୍ରେ ଥିବା ଭାରତ ଗ୍ୟାସ ଛକ ନିକଟରେ ଏକ ଅଜଣା ଗାଡି ଧକ୍କାରେ ଜଣେ ବ୍ୟକ୍ତି ଗୁରୁତର ହୋଇଛନ୍ତି । ଗୁରୁତର ବ୍ୟକ୍ତି ଜଣକ ହେଲେ ବୁର୍ଜୁବାଡ଼ି ସାହିର ସିମନ ପ୍ରଧାନ(୫୨) । ସେ ଗୁରୁତର ହୋଇ
Read More...

ପ୍ରଶାସନର କାର୍ଯ୍ୟାନୁଷ୍ଠାନକୁ ଭୃକ୍ଷେପ ନାହିଁ, ସାର କଳାବଜାର ଖୁଲମ୍ ଖୁଲା ଚାଲିଛି

ବୌଦ୍ଧ : ଗତ ଦୁଇ ଦିନ ତଳେ ସାର ବଣ୍ଟନରେ ଅନିୟମିତତା ଅଭିଯୋଗ ରେ ଜିଲ୍ଲାପାଳ ୬ ଜଣ ପ୍ୟାକ୍ସ ସମ୍ପାଦକ ଓ ୬ ଜଣ ଲାଇସେନ୍ସ ପ୍ରାପ୍ତ ଖୁଚୁରା ବିକ୍ରେତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । ତା ପରେ ଚାଷୀ ଆଶା କରୁଥିଲେ ସାର କଳାବଜାର କରୁଥିବା ଲୋକେ ଭୟ କରିବେ ଓ ଉଚିତ୍
Read More...

କରୋନାରେ ମୃତ୍ୟୁବରଣ କରିଥିବା ଯୁବକଙ୍କ ଶବ ସତ୍କାର କଲେ ସ୍ବେଚ୍ଛାସେବୀ

ବୌଦ୍ଧ - ବୌଦ୍ଧ ଜିଲ୍ଲାରେ ପ୍ରଥମ କରୋନା ରୋଗୀ ଆଜି ମୃତ୍ୟୁବରଣ କରିଥିବା ବେଳେ ପ୍ରଶାସନ ପ୍ରଚେଷ୍ଟାରେ ତାଙ୍କର ଶବ ସତ୍କାର କରାଯାଇଥିବା ଜଣାପଡିଛି l ମିଳିଥିବା ସୂଚନା ଅନୁଯାୟୀ ବୌଦ୍ଧ ସହର ଖଲିଆବଗିଚା ର 44 ବର୍ଷ ବୟସ୍କ ଜଣେ ଯୁବକ କରୋନା ଆକ୍ରାନ୍ତ ଥାଇ ଆଜି ସକାଳେ ବୌଦ୍ଧ କୋଭିଡ
Read More...