Yearly Archives

2020

ପଦୋନ୍ନତି ପାଇଁ ବି.ଇ.ଓ.ଙ୍କୁ ଦାବି ଜଣାଇଲା ଶିକ୍ଷକ ଫେଡେରେସନ

ବୌଦ୍ଧ,୧୪/୧୨ - ନିଖିଳ ଉତ୍କଳ ପ୍ରାଥମିକ ଶିକ୍ଷକ ଫେଡେରେସନ, ବୌଦ୍ଧର ସଦସ୍ୟ ଥିବା ୬ ଜଣ ଶିକ୍ଷକଙ୍କ ପକ୍ଷରୁ ଆଜି ବୌଦ୍ଧ ବ୍ଲକ୍‌ ଶିକ୍ଷା ଅଧିକାରୀଙ୍କୁ ଲେଭେଲ୍‌ ୫ (ବି) ରୁ ଲେଭେଲ୍‌ ୪ କୁ ପଦୋନ୍ନତି ଦାବୀରେ ଏକ ଦାବିପତ୍ର ପ୍ରଦାନ କରାଯାଇଛି । ସେଥି ସହିତ ଚିଠି ନମ୍ବର୍‌ ୨୦୪୫ ତା ୧୫.
Read More...

ମୁଣ୍ଡାପଡା ପେକ୍ସରେ ତାଲା ପକାଇ ମଣ୍ଡିକୁ ବନ୍ଦକଲେ ଚାଷୀ

ବୌଦ୍ଧ,୧୪/୧୨ – ବୌଦ୍ଧବ୍ଲକ୍‌ ମୁଣ୍ଡାପଡା ସେବା ସମବାୟ ସମିତି କାର୍ଯ୍ୟାଳୟ ଗେଟ୍‌ରେ ତାଲା ପକାଇ ବସିଛନ୍ତି ଚାଷୀମାନେ । ଫଳରେ ଧାନ ମଣ୍ଡି ବାଧାପ୍ରାପ୍ତ ହୋଇଛି । ମୁଣ୍ଡାପଡା ମଣ୍ଡି ଆରମ୍ଭ ଦିନ ଠାରୁ ବିବାଦ ଘେରରେ ରହିଛନ୍ତି ସମିତି ସମ୍ପାଦକ ଓ ସମିତିରେ ଡି.ଇ.ଓ. ଥିବା ତାଙ୍କର ପୁଅ ।
Read More...

ବିଳାସପୁର୍‌ ଧାନ ମଣ୍ଡି ଖୋଲିଲା

ବୌଦ୍ଧ,୧୪/୧୨ – କଣ୍ଟାମାଳ ବ୍ଲକ ବିଳାସପୁର୍‌ ସେବା ସମବାୟ ସମିତି ତରଫରୁ ଗୁଡଭେଲିପଦର ପି.ପି.ସି. ଠାରେ ଆଜି ଖରିଫ ଧାନ କ୍ରୟ ପାଇଁ ମଣ୍ଡି ଆରମ୍ଭ ହୋଇଯାଇଛି । ସମିତିର ସମ୍ପାଦକ ପ୍ରଦୋଷ କୁମାର୍‌ ଦନ୍ତା ମଣ୍ଡିକୁ ଉଦଘାଟନ କରିଥିଲେ । ଚାଷୀ ରାଧେଶ୍ୟାମ ମହାକୁଡ଼, ମୋହନ ଦନ୍ତା,
Read More...

ବୌଦ୍ଧ ଓ ଖୁଣ୍ଟବନ୍ଧ ମଣ୍ଡିରେ ଧାନକିଣା ଆରମ୍ଭ

ବୌଦ୍ଧ/ଜହ୍ନାପଙ୍କ,୧୪/୧୨- ବୌଦ୍ଧ ଓ ଖୁଣ୍ଟବନ୍ଧ ସେବା ସମବାୟ ସମିତି ପକ୍ଷରୁ ଆଜି ଧାନ କ୍ରୟ ଆରମ୍ଭ ହୋଇଛି । ବୁଟୁପାଲି ଜେ. ବି. ହାଇସ୍କୁଲ ନିକଟ ପଡିଆରେ ବୌଦ୍ଧ ସେବା ସମବାୟ ସମିତିର ଧାନ ମଣ୍ଡିକୁ ଓ ଖୁଣ୍ଟବନ୍ଧ ଆର.ଏମ.ସି. ମାର୍କେଟ ୟାର୍ଡ ଠାରେ ଖୁଣ୍ଟବନ୍ଧ ସେବା ସମବାୟ ସମିତିର ଧାନ
Read More...

ଟ୍ରାକ୍ଟର ମାଡିଯିବାରୁ ଯୁବକ ମୃତ

ବୌଦ୍ଧ,୧୪/୧୨ - ଆଜି ଭୋର ପ୍ରାୟ ୫ ଘଣ୍ଟା ସମୟରେ ବୌଦ୍ଧବ୍ଲକ୍‌ ବହିରା ଗ୍ରାମ ପଞ୍ଚାୟତର ପୁରୁଣା ବହିରା ଗ୍ରାମରେ ଏକ ଅଘଟଣ ଘଟିଯାଇଛି । ଖଳାରେ ଟ୍ରାକ୍ଟର ଧାନ ଅମଳ କରୁଥିବାବେଳେ ଖଳାରେ ଶୋଇଥିବା ଜଣେ ଚାଷୀଙ୍କ ଉପରେ ଭାରସାମ୍ୟ ହରାଇ ମାଡିଯିବା ଫଳରେ ଘଟଣାସ୍ଥଳରେ ତାଙ୍କର ମୃତ୍ୟୁ
Read More...

ଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମ୍‌ର ବାର୍ଷିକ ସାଧାରଣ ବୈଠକ, ବୌଦ୍ଧ ପୁସ୍ତକମେଳା ଆଲୋଚନାଚକ୍ର ପାଇଁ ପ୍ରସ୍ତୁତି

ବୌଦ୍ଧ,୧୪/୧୨- ବୌଦ୍ଧଜିଲ୍ଲା ଜର୍ଣ୍ଣାଲିଷ୍ଟ ଫୋରମର ବାର୍ଷିକ ସାଧାରଣ ବୈଠକ ଫୋରମର କାର୍ଯ୍ୟାଳୟରେ ଗତକାଲି ଅନୁଷ୍ଠିତ ହୋଇଯାଇଛି । ସଭାପତି ଦିବ୍ୟଶଙ୍କର ରାଉତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ବୈଠକରେ ସଂପାଦକ ଯୁଗଳ କିଶୋର ସାମଲ ବୈଠକର ଆଭିମୁଖ୍ୟ ଉପରେ ସୂଚନା ଦେଇଥିଲେ । ଚଳିତବର୍ଷ
Read More...

ନଳକୂପ ଅଚଳ, ପାଣି ପାଇଁ ଲୋକେ ସମସ୍ୟାରେ

ବୌଦ୍ଧ, ୧୪/୧୨- ବୌଦ୍ଧଜିଲ୍ଲା କଣ୍ଟାମାଳ ବ୍ଲକ ଲମ୍ବସରୀ ଗ୍ରାମ ପଞ୍ଚାୟତ ଗଇରକନା ଗ୍ରାମରେ ଥିବା ଏକ ମାତ୍ର ନଳକୂପ ଅଚଳ ହୋଇପଡିଥିବା ଯୋଗୁଁ ଗ୍ରାମବାସୀ ପାଣି ଟିକିଏ ପାଇଁ ନାହିଁନଥିବା ଅସୁବିଧା ଭୋଗ କରୁଥିବା ଅଭିଯୋଗ ହୋଇଛି । ମିଳିଥିବା ସୂଚନା ଅନୁଯାୟୀ ଆଜକୁ ପ୍ରାୟ ଦେଢ ମାସ ହେବ
Read More...

ରାଜ୍ୟରେ ପୁଣି ୩୩୨ କରୋନା ପଜିଟିଭ ଚିହ୍ନଟ, ୪ ମୃତ

ଭୁବନେଶ୍ୱର ୧୪ ।୧୨: ରାଜ୍ୟରେ ଏବେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ପ୍ରତିଦିନ ଚିହ୍ନଟ ହେଉଥିବା ନୂଆ ଆକ୍ରାନ୍ତଙ୍କ ସଂଖ୍ୟା କମିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୩୩୨ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ
Read More...

ସମସ୍ୟା ଘେରରେ ପାରଳା ପୌର ପରିଷଦ

ପାରଳାଖେମୁଣ୍ଡି,୧୪/୧୨- ଗଜପତି ଜିଲ୍ଲାର ପାରଳା ପୌର ପରିଷଦ ଓଡ଼ିଶା ରାଜ୍ୟର ଦ୍ୱିତୀୟ ପୁରାତନ ପୌର ପରିଷଦ ଅଟେ । ଏଠାରେ ସମସ୍ୟା ଅଧିକ ଥିବାବେଳେ ସମାଧାନ କମ ହୋଇ ପାରୁଛି । ଏଠାକାର ମୁଖ୍ୟ ସମସ୍ୟା ପରିମଳ ବ୍ୟବସ୍ଥା ସୁଧୁରି ପାରୁନାହିଁ ଦୀର୍ଘ ଦିନ ହେଲା ଏହି ସମସ୍ୟା ଦିନକୁଦିନ ଜଟିଳ
Read More...

ଡିସେମ୍ବର ୧୪ କୃଷକ ଆନ୍ଦୋଳନକୁ ସଫଳ କରିବାକୁ ନିବେଦନ

ପାରଳାଖେମୁଣ୍ଡି,୧୨/୧୨- କେନ୍ଦ୍ର ସରକାରଙ୍କ କଳା କୃଷି ଆଇନ ବିରୋଧରେ ଜନସମର୍ଥନ ପାଇଁ ଗଜପତି ଜିଲ୍ଲା କଂଗ୍ରେସ କମିଟି ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । .ଜିଲ୍ଲା କଂଗ୍ରେସ କମିଟି କାର୍ଯ୍ୟାଳୟରେ ଆୟୋଜିତ ଏହି ସାମ୍ବାଦିକ ସମ୍ମୀଳନୀରେ ଓଡିଶା ପ୍ରଦେଶ କିଷାନ
Read More...