ସ୍ଥିତି ସାଙ୍ଘାତିକ: ଅଧଲକ୍ଷ ଟପିଲା ଦୈନିକ ସଂକ୍ରମଣ
ନୂଆଦିଲ୍ଲୀ : ଭାରତରେ କରୋନାର ଦୈନିକ ସଂକ୍ରମଣ ଆଜି ସଙ୍ଗୀନ୍ ସ୍ଥିତିରେ ପହଞ୍ଚିଛି । ଦେଶରେ କରୋନାକୁ ଛଅ ମାସ ପୁରିବାକୁ ଯାଉଥିବା ବେଳେ ଗତ ୨୪ ଘଣ୍ଟାରେ ଦିନକର ସଂକ୍ରମଣ ଅଧଲକ୍ଷ ଅତିକ୍ରମ କରିଛି । ଏହି ଅବଧିରେ ୫୨ ହଜାର ୧୨୩ ଜଣ ନୂଆ କରୋନା ରୋଗୀ ଚିହ୍ଟ ହୋଇଛନ୍ତି । ପୂର୍ବରୁ ଦୈନିକ!-->…
Read More...
Read More...