ଗଜପତିରେ ପୁଣି ୮୮ କରୋନା ପଜିଟିଭ ଚିହ୍ନଟ
ପାରଳାଖେମୁଣ୍ଡି : ଗଜପତି ଜିଲ୍ଲାରେ ପୁଣି ୮୮ ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ଗଜପତି ଜିଲ୍ଲାପାଳ ଅନୁପମ ସାହା ସୂଚନା ଦେଇଛନ୍ତି । ଗୋଶାଣୀରୁ ୧୧ ଜଣ,ଗୁମ୍ମା ବ୍ଳକରୁ ୨ ଜଣ, ନୂଆଗଡ଼ ବ୍ଳକରୁ ୩ ଜଣ, ପାରଳା ପୌର ପରିଷଦରୁ ୩୮ ଜଣ, ରାୟଗଡ ବ୍ଳକରୁ ୧୦ ଜଣ, ମୋହନା ବ୍ଳକରୁ ୧୯ ଜଣ!-->…
Read More...
Read More...