Yearly Archives

2020

ପ୍ଲାଜମା ଦାନ ସମ୍ପର୍କିତ ସମୀକ୍ଷା ବୈଠକରେ ଯୋଗ ଦେଲେ ମନ୍ତ୍ରୀ

ବୌଦ୍ଧ,୨୮/୭ - ଆଜି ବୌଦ୍ଧ ସର୍କିଟ ହାଉସ୍‌ସ୍ଥିତ ସମ୍ମିଳନୀ କକ୍ଷରେ ଯୋଜନା ସମନ୍ୱୟ, ବାଣିଜ୍ୟ ଓ ପରିବହନ ମନ୍ତ୍ରୀ ପଦ୍ମନାଭ ବେହେରା ଯୋଗଦେଇ ପ୍ଲାଜମର ଦାନ କ୍ଷେତ୍ରରେ ସୁସ୍ଥ ରୋଗୀଙ୍କୁ ପ୍ରେରଣା ଯୋଗାଇବା ସମ୍ପର୍କୀତ ଏକ ବୈଠକରେ ସମୀକ୍ଷା କରିଥିଲେ । ଗୁରୁତର କରୋନା ରୋଗୀଙ୍କ
Read More...

ଯୁବ କଂଗ୍ରେସ ପକ୍ଷରୁ ଡାକ୍ତର ପଦବୀ ପୂରଣ ପାଇଁ ମୁଖ୍ୟମନ୍ତ୍ରୀ ଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ

ସୋନପୁର : କେବିକେ ପ୍ରତି ସବୁବେଳେ ବୈମାତୃକ ମନୋଭାବ ପ୍ରଦର୍ଶନ କରିଯାଉଛି। ବିଗତ କଂଗ୍ରେସ ସରକାର ସମୟରେ ଚିର ଅବହେଳିତ ଅଞ୍ଚଳର ସାମଗ୍ରିକ ବିକାଶ ପାଇଁ ରାଜ୍ୟର ୮ଟି ଜିଲ୍ଲା କୋରାପୁଟ, ନବରଙ୍ଗପୁର, ରାୟଗଡା, ନୂଆପଡ଼ା, କଳାହାଣ୍ଡି, ମାଲକାନଗିରି, ବଲାଙ୍ଗୀର ଓ ସୋନପୁର କୁ ନେଇ କେବିକେ
Read More...

ଦେଶରେ ମୃତ୍ୟୁସଂଖ୍ୟା ୩୩ ହଜାର ୪୨୫

ନୂଆଦିଲ୍ଲୀ : ଗତକାଲି ଅପେକ୍ଷା ଆଜିର ଦୈନିକ ସଂକ୍ରମଣ କମ୍‌ ରହିଛି । ଗତ ୨୪ ଘଣ୍ଟାରେ ୪୭ ହଜାର ୭୦୩ଜଣ ନୂଆ କରୋନା ରୋଗୀ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୪ ଲକ୍ଷ ୮୩ ହଜାର ୧୫୬ରେ ପହଞ୍ଚିଛି । ସେହିପରି, ଗତ ୨୪ ଘଣ୍ଟାରେ ଆଉ ୬୫୪ କରୋନା ରୋଗୀଙ୍କର ମୃତ୍ୟୁ
Read More...

ସନ୍ତ୍ରାସବାଦୀଙ୍କ ଟାର୍ଗେଟରେ ଅଯୋଧ୍ୟା

ନୂଆଦିଲ୍ଲୀ : ଆଗକୁ ଅଯୋଧ୍ୟାରେ ରାମ ମନ୍ଦିର ନିର୍ମାଣ ପାଇଁ ଭୂମି ପୂଜନ କାର୍ଯ୍ୟକ୍ରମ ରହିଛି । ଏଭଳି ସମୟରେ ଏକ ଚାଞ୍ଚଲ୍ୟକର ଗୁଇନ୍ଦା ରିପୋର୍ଟ ଆସିଛି । ଏହି ରିପୋର୍ଟ ଅନୁଯାୟୀ ଆତଙ୍କବାଦୀମାନେ ଅଯୋଧ୍ୟା ସହରରେ ଏକ ବଡ଼ ଧରଣର ହମ୍‌ଲା କରିପାରନ୍ତି । ଏଥିପାଇଁ ସେମାନେ ଯୋଜନା ପ୍ରସ୍ତୁତ
Read More...

ଥାନାଗୁଡିକ ପାଇଁ ଡିଜିପିଙ୍କ ନୂଆ ଗାଇଡଲାଇନ

ଭୁବନେଶ୍ୱର ୨୮ ।୭: ଓଡିଶା ପୁଲିସ ମହାନିର୍ଦ୍ଦେଶକ ଅଭୟ ରାଜ୍ୟର ଥାନାଗୁଡିକ ପାଇଁ ଆଜି ନୂଆ ଗାଇଡଲାଇନ ଜାରି କରିଛନ୍ତି । ନୂଆ ଗାଇଡଲାଇନ ଅନୁଯାୟୀ ଥାନାର ଭାରପ୍ରାପ୍ତ ନିରୀକ୍ଷକମାନେ କାର୍ଯ୍ୟ କରିବା ପାଇଁ ଡିଜିପି ଅଭୟ ପରାମର୍ଶ ଦେଇଛନ୍ତି । ଗାଇଡଲାଇନ ଅନୁଯାୟୀ ଲୋକଙ୍କ ଅଭିଯୋଗ
Read More...

ସମର୍ପିତ ଓଡିଶା, ସେବା ଫାଉଣ୍ଡେସନ ଓ କମିଶନରେଟ ପୋଲିସ ପକ୍ଷରୁ ରକ୍ତଦାନ ଶିବିର

ଆଜି ପଳାଶୁଣି ଦୁର୍ଗା ପୂଜା ମଣ୍ଡପରେ ସମର୍ପିତ ଓଡିଶା, ସେବା ଫାଉଣ୍ଡେସନ ର ମିଳିତ ଆନୁକୂଲ୍ୟରେ ଓ କମିଶନରେଟ ପୋଲିସ ସହଭାଗିତାରେ ଏକ ରକ୍ତଦାନ ଶିବିର ଆୟୋଜନ କରାଯାଇଥିଲା।ଏହି ଶିବିର କୁ କମିଶନରେଟ ପୋଲିସ ଏସିପି, ତଥା ରେଡକ୍ରସ ସୋସାଇଟି ଓଡିଶା ଶାଖାର ଯୁଗ୍ମ ସମ୍ପାଦକ ଶ୍ରୀଯୁକ୍ତ
Read More...

ପୁଣି ଓଡିଶା ନିରାଶ, ବଢିଲାନି ବାଘ ସଂଖ୍ୟା

ଭୁବନେଶ୍ୱର ୨୮ ।୭: ଗତ ଦୁଇ ବର୍ଷ ଧରି ରାଜ୍ୟରେ ବାଘ ସଂଖ।। ବଢୁନାହିଁ ।୨୦୧୪ ମସିହାରେ ରାଜ୍ୟରେ୨୮ଟି ବାଘ ଥିବା ବେଳେ୨୦୧୮ରେ ମଧ୍ୟ ସେହି ୨୮ଟି ବାଘ ରହିଥିବା ଜଣାପଡିଥିଲା । ସଦ୍ୟ ପ୍ରକାଶିତ ରିପୋର୍ଟ ଅନୁଯାୟୀ ଦେଶର ଅନ୍ୟ ଭାଗରେ ଯଥା ମଧ୍ୟପ୍ରଦେଶ, କର୍ନାଟକ, ମହାରାଷ୍ଟ୍ର ଓ କେରଳରେ
Read More...

ପ୍ଲାଜମା ଦାନ କଲେ ଛତ୍ରପୁର ଏସ୍‌ଡିପିଓ

ଭୁବନେଶ୍ୱର ୨୮ ।୭: କରୋନା ମହାମାରୀର ଭୟବହତା ସମୟରେ ପ୍ଲାଜମା ଥେରାପୀର ସଫଳ ପ୍ରୟୋଗ କରୋନା ଆକ୍ରାନ୍ତଙ୍କୁ ଖୁବଶୀଘ୍ର ସୁସ୍ଥ କରିଦେଉଥିବାରୁ କରୋନା ରୋଗ ରାଜ୍ୟରୁ ଖୁବଶୀଘ୍ର ଅପସରି ଯିବ, ଏଭଳି ଆଶା ପ୍ରକାଶ ପାଇଛି । ମୁଖ୍ୟମନ୍ତ୍ରୀ ତାଙ୍କ କ୍ୟାବିନେଟର ମନ୍ତ୍ରୀ ଏବଂ ବିଧାୟକମାନଙ୍କୁ
Read More...

ଆସନ୍ତାକାଲି ପ୍ରକାଶ ପାଇବ ମାଟ୍ରିକ ପରୀକ୍ଷା ଫଳ, କେମିତି ଜାଣିବେ ଜାଣନ୍ତୁ

ଭୁବନେଶ୍ୱର ୨୮ ।୭: ଆସନ୍ତାକାଲି ମାଧ୍ୟମିକ ଶିକ୍ଷା ପରିଷଦ ଓଡିଶାଙ୍କ ଦ୍ୱାରା ପରିଚାଳିତ ୨୦୨୦ ମସିହାର ବାର୍ଷିକ ହାଇସ୍କୁଲ ସାର୍ଟିଫିକେଟ୍ (ମାଟ୍ରିକ) ପରୀକ୍ଷା ଫଳ ପ୍ରକାଶ ପାଇବ । ପୂର୍ବାହ୍ନ ୧୧ଟାରେ ଭିଡିଓ କନଫରେନ୍ସିଂ ଜରିଆରେ ଏହି ଫଳ ବୋର୍ଡ କାର୍ଯ୍ୟାଳୟରେ ପ୍ରକାଶ ପାଇବା ପରେ
Read More...

ତାଳମେଳ ନାହିଁ ତଥ୍ୟରେ ବଲାଙ୍ଗୀର ଆକ୍ରାନ୍ତ ସଂଖ୍ୟା ୨୧ ନା ୮ ?

ବଲାଙ୍ଗୀର : ଗତକାଲି ଚିହ୍ନିତ ୨୧ଆକ୍ରାନ୍ତଙ୍କ ମଧ୍ୟରେ ବଲାଙ୍ଗୀର ସହରର ୧୦ଟି ପଡ଼ାରୁ ୧୯ଜଣ କରୋନା ବୋଲି ଜଣା ପଡ଼ିବା ପରେ ସମସ୍ତଙ୍କ ନଜର ଆଜିର କରୋନା ସ୍କୋରବୋଡର଼୍ ଉପରେ ଥିଲା । ରାଜ୍ୟ ସରକାରଙ୍କ ରିପୋର୍ଟ ଅନୁସାରେ ଆଜି ପୁଣି ସେଇ ସମାନ ୨୧ବୋଲି ଜଣାଯାଏ । କିନ୍ତୁ ଜିଲ୍ଲା ସୂଚନା
Read More...