ଭିନ୍ନ ମୋଡ଼ ନେଲା ରାଜସ୍ଥାନ ରାଜନୀତି, ବିଧାନସଭା ଅଧିବେଶନ ଡାକିଲେ ରାଜ୍ୟପାଳ
ଜୟପୁର : ରାଜସ୍ଥାନର ରାଜନୈତିକ ସ୍ଥିତି ଆଜି ନୂଆ ମୋଡ଼ ନେଇଛି । ରାଜ୍ୟପାଳ କଲରାଜ ମିଶ୍ର ଶେଷରେ ବିଧାନସଭା ଅଧିବେଶନ ଡାକିଛନ୍ତି; କିନ୍ତୁ ଏଥିପାଇଁ କେତେକ ସର୍ତ୍ତ ରଖିଛନ୍ତି । ବିଧାନସଭା ଅଧିବେଶନ ଡାକିବା ପାଇଁ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟ୍ ତଥା ରାଜ୍ୟ କଂଗ୍ରେସ ଗତ କିଛିଦିନ ହେଲା!-->…
Read More...
Read More...