Yearly Archives

2020

ମୁଁ ମ୍ୟାଚ୍ ଖେଳିବାକୁ ମାନସିକ ଭାବେ ପ୍ରସ୍ତୁତ ନାହିଁ

ଓଲ୍ଡ ଟ୍ରାଫୋର୍ଡ : ଇଂଲଣ୍ଡ କ୍ରିକେଟ ଦଳରେ ସାମିଲ ହୋଇଥିବା ବାର୍ବାଡୋସ ଜନ୍ମିତ ଅଲରାଉଣ୍ଡର ଜୋଫ୍ରା ଆର୍ଚର ଏଠାରେ ହେବାକୁ ଯାଉଥିବା ୱେଷ୍ଟଇଣ୍ଡିଜ୍ ବିପକ୍ଷ ତୃତୀୟ ଟେଷ୍ଟ ମଧ୍ୟ ଖେଳି ନପାରନ୍ତି । ଏହାର କାରଣ ହେଲା ସେ ମାନସିକ ଭାବେ ସୁସ୍ଥ ନାହାନ୍ତି । ପ୍ରୋଟୋକଲ ଭାଙ୍ଗି ଦ୍ୱିତୀୟ
Read More...

ରେସଲିଂ କ୍ୟାମ୍ପ୍ ପାଇଁ ସାଇର ମନୋନିବେଶ

ନୂଆଦିଲ୍ଲୀ : କୋଭିଡ-୧୯ ଭୟାବହତା ପରେ ଏବେ ସ୍ଥିତିରେ ଉନ୍ନତି ଆସୁଛି । ଏହାର ସୁଯୋଗରେ ସ୍ପୋର୍ଟ୍ସ ଅଥରିଟି ଅଫ୍ ଇଣ୍ଡିଆ (ସାଇ) ଓ ରେସଲିଂ ଫେଡେରେସନ ଅଫ୍ ଇଣ୍ଡିଆ ମିଳିତଭାବେ ଟପ୍ ରେସଲରମାନଙ୍କର କ୍ୟାମ୍ପ ଆୟୋଜନ ଲାଗି ମନୋନିବେଶ କରିଛନ୍ତି । ଅଗଷ୍ଟ ପ୍ରଥମ ସପ୍ତାହ ଏହି କ୍ୟାମ୍ପ ଲାଗି
Read More...

୧୦ ବର୍ଷ ହେଲା ନଳକୂଅରେ ହୋଇପାରୁନି ଚାନ୍ଦିନୀ, ଲୋକେ ପିଉଛନ୍ତି ଦୂଷିତ ପାଣି

ଜହ୍ନାପଙ୍କ : ବୌଦ୍ଧ ବ୍ଲକ ପଦ୍ମନପୁର ପଞ୍ଚାୟତ ଅନ୍ତର୍ଗତ ମକୁନ୍ଦରପୁର ବାରିକ ସାହିରେ ୨୦୧୦ ମସିହାରେ ଖୋଳାଯାଇଥିବା ନଳକୂଅରେ ଚାନ୍ଦିନୀ ନିର୍ମାଣ ହୋଇପାରୁ ନଥିବାରୁ ଏହା ଚତୁଃପାଶ୍ୱର୍ରେ ପାଣି ଜମି ରହୁଛି । ସେହି ପାଣି ପରୋକ୍ଷରେ ପୁଣି ମାଟି ଭିତରକୁ ଯାଉଛି । ଏହି ନଳକୂଅର ପାଣିକୁ
Read More...

କଣ୍ଟେନମେଣ୍ଟ ଜୋନରେ ଘରକୁଘର ବୁଲି ଦିଆଯାଉଛି ପରିବା ଓ ଅନ୍ୟାନ୍ୟ ଜିନିଷ

ଫୁଲବାଣୀ: କନ୍ଧମାଳ ଜିଲାରେ କରୋନା ସଂକ୍ରମଣ ତୀବ୍ରଗତିରେ ବଢୁଥିବାରୁ ଜିଲା ପ୍ରଶାସନ ତରଫରୁ ଆଜିଠାରୁ ଅନିର୍ଦ୍ଧିଷ୍ଟ କାଳପାଇଁ ଫୁଲବାଣୀ ଏବଂ ବାଲିଗୁଡା ସହରକୁ କଣ୍ଟେନମେଣ୍ଟ ଜୋନ ଭାବରେ ଷୋଷଣା କରାଯାଇଛି । ସେଥିପାଇଁ ଏହି ଅଂଚଳର ଲୋକଙ୍କୁ ସେମାନଙ୍କର ଘରୁ ବାହାରିବାକୁ ବାରଣ କରାଯିବା
Read More...

ଅଗ୍ନି ବିପନ୍ନ ପରିବାରକୁ ହଜାରେ ଟଂକାର ସହାୟତା ଦେଲେ ବିଡିଓ

ବୌଦ୍ଧ,୨୩/୭ - ଗତକାଲି ସନ୍ଧ୍ୟାରେ ବିଦ୍ୟୁତ୍ ସର୍ଟ ସର୍କିଟରୁ ଖୁଣ୍ଟବନ୍ଧ ଗ୍ରାମ ପଂଚାୟତର ଶରଧାପୁର ହରିଜନ ସାହିର ଅଲେଖ କଲତାଙ୍କ ଘର ଅଗ୍ନି କାଣ୍ଡ ଘଟି ପୋଡି ଯାଇଥିଲା । ସରପଞ୍ଚ ଚନ୍ଦ୍ରକାନ୍ତୀ ପ୍ରଧାନ ପଞ୍ଚାୟତ ତରଫରୁ କ୍ଷତିଗ୍ରସ୍ତ ପରିବାରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିଥିବା ବେଳେ
Read More...

ଜଙ୍ଗଲ ପାହାଡର ବର୍ଷାଜଳ ପଶିଲା ଗାଁ ଭିତରେ

ବୌଦ୍ଧ,୨୩/୭ - ବୌଦ୍ଧଜିଲ୍ଲା ହରଭଙ୍ଗା ବ୍ଲକ୍ ବାମଣ୍ଡା ଗ୍ରାମ ପଂଚାୟତର ବିଋଗଡ ଗ୍ରାମ ମଧ୍ୟରେ ନିକଟରେ ଥିବା ଜଙ୍ଗଲ ପାହାଡର ବର୍ଷା ଜଳ ପଶି ବନ୍ୟା ପରିସ୍ଥିତି ସୃଷ୍ଟି ହୋଇଛି । ମନୁଷ୍ୟକୃତ ବନ୍ୟା ଯୋଗୁଁ ଗାଁ ପାଣି ଘେରରେ ରହିଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ମିଳିଥିବା ସୂଚନା
Read More...

ବୌଦ୍ଧ : ଆଜିର ୨ ପଜିଟିଭକୁ ମିଶାଇ ଆକ୍ରାନ୍ତ ସଂଖ୍ୟା ୮୨ ହେଲା

ବୌଦ୍ଧ,୨୩/୭ - ପୁର୍ବରୁ ୮୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବାବେଳେ ଆଜି ପୁଣି ୨ ଜଣ ଚିହ୍ନଟ ହେବା ପରେ ଜିଲ୍ଲାରେ କରୋନା ଆକ୍ରାନ୍ତ ସଂଖ୍ୟା ୮୨ ରେ ପହଞ୍ଚିଲା । ନୂତନ ଦୁଇ ଆକ୍ରାନ୍ତଙ୍କ ମଧ୍ୟରୁ ଜଣେ ବୌଦ୍ଧବ୍ଲକ୍ ବାଉଁଶୁଣି ଥାନା ଗୁନ୍ଦୁଳିିଆ ଗ୍ରାମର ଓ ସେ ଗୁନ୍ଦଳିିଆ କ୍ୱାରେଣ୍ଟାଇନ
Read More...

ମନରେଗାରେ ଗାଈ ଗୁହାଳ ଯୋଜନା ପ୍ରହସନ

ଦାରିଙ୍ଗବାଡି : ଗରିବ ଲୋକଙ୍କୁ ଯେଭଳି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାର ଆବାସ ଯୋଜନା ମାଧ୍ୟମରେ ଗୃହ ଯୋଗାଇ ଦେଉଛନ୍ତି ସେଭଳି ଗୃହ ପାଳିତ ପଶୁ ଗାଈ, ଛେଳି, ଘୁଷୁରି ଭଳି ପଶୁଙ୍କ ପାଇଁ କେନ୍ଦ୍ର ସରକାର ମହାତ୍ମାଗାନ୍ଧୀ ଜାତିୟ ଗ୍ରାମିଣ ନିଶ୍ଚିତ କର୍ମ ନିଯୁକ୍ତି ଯୋଜନା(ମନରେଗା) ମାଧ୍ୟମରେ
Read More...

ପ୍ରଶାସନର ନିଘା ନାହିଁ : ଦୁର୍ଘଟଣାରେ ଗୁରୁତର ଗାଈର ଚିକିତ୍ସା କରାଇଲେ ଟିମ୍ ହେଲ୍ପର ସଦସ୍ୟ

ବାଲିଗୁଡ଼ା: ଆଜିବି ବଞ୍ଚିଛି ମାନବିକତା । ହିନ୍ଦୁ ଧର୍ମରେ ଗୋ ସେବା କଲେ କୋଟି ପୁଣ୍ୟ ମିଳେ ବୋଲି ବିଶ୍ୱାସ ରହିଛି । ଗୋଟିଏ ଦୁର୍ଘଟଣା ଗ୍ରସ୍ତ ଗାଇର ସେବା ଯତ୍ନ କରି ମାନବିକତାର ପରିଚୟ ଦେଇଛନ୍ତି କନ୍ଧମାଳ ଜିଲ୍ଲା ବାଲିଗୁଡ଼ାର ଟିମ୍ ହେଲ୍ପର ସଦସ୍ୟମାନେ । ଖବର ଅନୁଯାୟୀ ଚାରିଦିନ ତଳେ ୫୯
Read More...

ରେକର୍ଡ : ୨୪ ଘଣ୍ଟାରେ ୧୨୬୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର ୨୩ ।୦୭: ରାଜ୍ୟରେ ଦିନକୁ କରୋନା ବେକାବୁ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ୧୨୬୪ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ସଂକ୍ରମିତଙ୍କ ସଂଖ୍ୟା ୨୧୦୯୯ରେ ପହଞ୍ଚିଛି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ଟ୍ୱିଟ୍ ଯୋଗେ
Read More...