Yearly Archives

2020

ଭୁବନେଶ୍ୱରରୁ ଆଉ ୨୧କରୋନା ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରୁ ଆଜି ପୁଣି ନୂଆ ୨୧କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିରୁ ୧୬ଜଣ କ୍ୱାରେଣ୍ଟାଇନ ସେଣ୍ଟରର ହୋଇଥିବା ବେଳେ ୫ଜଣ ଲୋକାଲ କଣ୍ଟାକ୍ଟ ବୋଲି ଭୁବନେଶ୍ୱର ମହାନଗର ନିଗମ ପକ୍ଷରୁ ସୂଚନା ଦିଆଯାଇଛି । ଆଜି ଚିହ୍ନଟ ହୋଇଥିବା ପଜିଟିଭ ଗୁଡିକ ମଧ୍ୟରୁ
Read More...

ବିଜୟଙ୍କୁ ଭାବପୂର୍ଣ୍ଣ ଅଶ୍ରୁଳ ବିଦାୟ

ଭୁବନେଶ୍ୱର ୨୧ ।୭: ଓଡିଆ ଚଳଚ୍ଚିତ୍ର ଜଗତର କିମ୍ବଦନ୍ତୀ ପୁରୁଷ ସ୍ୱର୍ଗତ ବିଜୟ ମହାନ୍ତିଙ୍କୁ ଆଜି ସତ୍ୟନଗର ଶ୍ମସାନ ଘାଟରେ ଭାବପୂର୍ଣ୍ଣ ଅଶ୍ରୁଳ ବିଦାୟ ଦିଆଯାଇଛି । କୋଭିଡ-୧୯ କରୋନା ମହାମାରୀ ପାଇଁ କଠୋର କଟକଣା ଥିଲେ ମଧ୍ୟ ସାଧାରଣ ଲୋକଙ୍କର ତାଙ୍କ ପ୍ରତି କେତେ ଭଲ ପାଇବା ଥିଲା ତାହା
Read More...

ଅଷ୍ଟ୍ରେଲିଆରେ ସଙ୍ଗରୋଧରେ ରହିବ ଟିମ୍ ଇଣ୍ଡିଆ

ମେଲବର୍ଣ୍ଣ : ଆସନ୍ତା ଡିସେମ୍ବରରେ ଅଷ୍ଟ୍ରେଲିଆରେ ଭାରତ ଏକ ଟେଷ୍ଟ ସିରିଜ୍ ଖେଳିବାର କାର୍ଯ୍ୟକ୍ରମ ରହିଛି । ତେବେ ବର୍ତ୍ତମାନର କରୋନା ପରିସ୍ଥିତି ଦୃଷ୍ଟିରୁ ଅଷ୍ଟ୍ରେଲିଆ କ୍ୱାରେଣ୍ଟାଇନ୍ ପାଳନକୁ ଅଧିକ ଗୁରୁତ୍ୱ ଦେଉଛି । ଭାରତୀୟ ଖେଳାଳିମାନେ ଏହି ଗସ୍ତରେ ଆସିଲେ ଟୁର୍ଣ୍ଣାମେଣ୍ଟ
Read More...

ଭାରତ ପୁଣି ରେକଡର଼୍ ଅଲିମ୍ପିକ୍ ପଦକ ହାସଲ କରିପାରିବ

ନୂଆଦିଲ୍ଲୀ : ଭାରତ ଚାରି ଦଶନ୍ଧି ତଳେ ଅଲିମ୍ପିକ୍ସରେ ହକିରେ ଯେଭଳି ରେକଡର଼୍ ପଦବୀ ହାସଲ କରି ଗୌରବ ଆଣି ପାରିଥିଲା, ତାହାକୁ ପୁଣି ଦୋହରାଇ ପାରିବ । ଆସନ୍ତା ବର୍ଷ ଟୋକିଓରେ ହେବାକୁ ଥିବା ଅଲିମ୍ପିକ୍ସରେ ମନପ୍ରୀତ୍ ସିଂ ନେତୃତ୍ୱାଧୀନ ଭାରତୀୟ ହକି ଟିମ୍ ସେହି ରେକଡର଼୍କୁ ଦୋହରାଇବାରେ
Read More...

ୟୁଏଇରେ ହୋଇପାରେ ଆଇପିଏଲ୍

ନୂଆଦିଲ୍ଲୀ : ସୋମବାର ବୈଠକରେ ଆଇସିସି ଚଳିତ ବର୍ଷର ଟି-୨୦ ବିଶ୍ୱକପ୍କୁ ବାତିଲ୍ କରିଦେବା ପରେ ଏବର୍ଷ ଆଇପିଏଲ୍ ଆୟୋଜନ କରାଯିବା ଲାଗି ପଥ ପରିଷ୍କାର ହୋଇଯାଇଛି । ଆଇସିସିର ଏହି ନିଷ୍ପତ୍ତି ପରଠାରୁ ବିସିସିଆଇ ଏ ଦିଗରେ ଅଧିକ ଉତ୍ସାହିତ ହୋଇପଡ଼ିଛି । ବର୍ଷ ଶେଷ ଆଡ଼କୁ ସଂଯୁକ୍ତ ଆରବ
Read More...

କୁଲିଙ୍କ ରୋଜଗାର ଛଡାଇ ନେଇଛି ମହାମାରୀ କରୋନା

ରାଉରକେଲା : ଦିନ ରାତି ଯାତ୍ରୀଙ୍କ ଭିଡ ଓ କୋଳାହଳରେ ଫାଟି ପଡୁଥିବା ଷ୍ଟେସନର ପ୍ଲାଟଫର୍ମ ଏବେ ଖାଁ ଖାଁ । କେବଳ ହାତଗଣତି କେଇଜଣ ରେଳ ସୁରକ୍ଷା କର୍ମୀ ଡ୍ୟୁଟି କରୁଛନ୍ତି । ଏସବୁ ଭିତରେ ଷ୍ଟେସନରେ ରାତି ଦିନ ଝାଳବୁହା ପରିଶ୍ରମ କରୁଥିବା କୁଲିଙ୍କ ରୋଜଗାର ଛଡାଇ ନେଇଛି ମହାମାରୀ କରୋନା ।
Read More...

ଡ୍ରାଇଭିଂ ଟେଷ୍ଟ ପାଇଁ ସ୍ଥାନ ନାହିଁ, କାର୍ଯ୍ୟାଳୟ ପରିସରରେ ହେଉଛି ଟେଷ୍ଟିଂ

ପାରଳାଖେମୁଣ୍ଡି : ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡିରେ ଥିବା ଆଞ୍ଚଳିକ ପରିବହନ କାର୍ଯ୍ୟାଳୟଟି ସମସ୍ୟା ଘେରରେ ରହିଥିବାର ଦେଖିବାକୁ ମିଳିଛି । ଏଠାରେ ଦୀର୍ଘ ଦିନ ହେଲା ସ୍ଥାୟୀ ଆଞ୍ଚଳିକ ପରିବହନ ଅଧିକାରୀ ନାହାଁନ୍ତି । ତେଣୁ ଉପଜିଲ୍ଲାପାଳ ସଂଗ୍ରାମ ଶେଖର ପଣ୍ଡା ଉପ
Read More...

ବାଙ୍ଗାଲୋର ଗ୍ୟାସ୍ ସିଲିଣ୍ଡର୍ ଫାଟିବା ଘଟଣା: ପ୍ରଶାସନ ସହଯୋଗରେ ଗାଁରେ ପହଞ୍ଚିଲା ତିନି ଜଣଙ୍କ ମର ଶରୀର

ଦାରିଙ୍ଗବାଡି: ବାଙ୍ଗାଲୋର ଠାରେ ଗତ ୧୪ ତାରିଖ ମଙ୍ଗଳବାର ରାତିରେ ଏକ ଘରେ ଥିବା ରନ୍ଧନ ଗ୍ୟାସ ସିଲିଣ୍ଡର ହଠାତ୍ ବିସ୍ଫୋରଣ ଘଟଣାରେ ୪ଜଣଙ୍କର ମୃତ୍ୟ ଘଟିଥିଲା । ଚାରିଜଣଙ୍କ ମଧ୍ୟରେ ଦାରିଙ୍ଗବାଡି ବ୍ଲକ ସୋନପୁର ପଞ୍ଚାୟତ ଗାହାକିଆ ଗ୍ରାମର ଦୁଇ ଜଣ ଯୁବତୀ ଥିବାବେଳେ କୋଟଗଡ ବ୍ଲକର ଜଣେ
Read More...

ଗଜପତିରେ ପୁଣି ୧୫ କରୋନା ପଜିଟିଭ ଚିହ୍ନଟ

ପାରଳାଖେମୁଣ୍ଡି : ଗଜପତିରେ ପୁଣି ୧୫ଟି କରୋନା ପଜିଟିଭ ଚିହ୍ନଟ ହୋଇଥିବା ସୂଚନା ଦେଇଛନ୍ତି ଗଜପତି ଜିଲ୍ଲାପାଳ ଅନୁପମ ସାହା । ପାରଳା ପୌରପରିଷଦରୁ ୧୩ଜଣ ଓ ଗୁମ୍ମାବ୍ଳକରୁ ୨ଜଣ ଚିହ୍ନଟ ହୋଇଛନ୍ତି । ସେମାନଙ୍କର ସ୍ୱାବ ସଂଗ୍ରହ କରାଯାଇଥିଲା । ପଜିଟିଭ ଚିହ୍ନଟ ହେବାରୁ ସେମାନଙ୍କୁ
Read More...