କଙ୍ଗାରୁ କୋର୍ଟରେ ନିଷ୍ପତ୍ତି : ନିଜ ଜମିରେ ଚାଷକରି ପାରୁନାହାନ୍ତି ବାସୁଦେବ !
ବୌଦ୍ଧ - ହରଭଙ୍ଗା ଥାନା ବୁକେସିଙ୍ଗା ଗାଆଁର ଜଣେ ଚାଷୀ ବାସୁଦେବ ବାଘଙ୍କୁ ନିଜ ଜମିରେ ଚାଷକରି ପାରିବେ ନାହିଁ ବୋଲି ଗାଆଁର କଙ୍ଗାରୁ କୋର୍ଟ ନିଷ୍ପତ୍ତି ଦେବା ଘଟଣା ଚର୍ଚ୍ଚାର ବିଷୟ ପାଲଟିଛି । କୌଣସି କାରଣରୁ ଗ୍ରାମବାସୀଙ୍କ ଆକ୍ରୋଶର ଶିକାର ହୋଇ ଗ୍ରାମରୁ ବାସନ୍ଦ ହୋଇଛନ୍ତି ବାସୁଦେବ ।!-->…
Read More...
Read More...